ସିନ୍ଦେ, ଫଡନାଭିସ ନା ଆଉ କିଏ?
ମୁମ୍ବାଇ: ମହାରାଷ୍ଟ୍ରରେ ମହାୟୁତିର ମହାବିଜୟ ପରେ ସବୁଠୁ ବଡ ପ୍ରଶ୍ନ, କିଏ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ? ବିଜେପି ରାଜ୍ୟରେ ଏଥର ଆହୁରି ମଜବୁତ ହୋଇଛି । ମେଣ୍ଟରେ ବିଜେପି ସବୁଠୁ ବଡ ଦଳ ହୋଇଥିବାରୁ ସିଏମ୍ ପଦ ପାଇଁ ସବୁଠୁ ବଡ ଦାବେଦାର ରହିଛି। ଶିବସେନା ପାଖରେ ବିଜେପି ତୁଳନାରେ…