Latest Odisha News

BREAKING NEWS

Yearly Archives

2024

ଶେଷ ହେଲା ଐତିହାସିକ କଟକ ବାଲିଯାତ୍ରା, ୯ ଦିନରେ ୨୫୦ କୋଟି ଟଙ୍କାର ବ୍ୟବସାୟ

କଟକ: ଶାନ୍ତ ହୋଇଛି ମହାନଦୀ ପଠା। ଧିମେଇ ଯାଇଛି ରଙ୍ଗ ବେରଙ୍ଗ ଆଲୋକ ସଜ୍ଜା ସାଙ୍ଗକୁ କୋଳାହଳ। ଭିଡ କମିଛି ଆଉ ଘରବହୁଡା ସାଜିଛନ୍ତି ବ୍ୟବସାୟୀ। ଐତିହାସିକ କଟକ ବାଲିଯାତ୍ରା ସରିବା ପରେ ୯ ଦିନର କୋଳାହଳ ଶାନ୍ତ ପଡ଼ିଛି। ବାଲିଯାତ୍ରା ପଡ଼ିଆରେ ଦୋକାନ ଲଗାଇଥିବା ବ୍ୟବସାୟୀ ଘର ବାହୁଡ଼ା…

ନିୟମ ଉଲଂଘନ କାରଣରୁ ସିଲ୍ ହେଲା ବାର୍

ଭୁବନେଶ୍ବର: ନିୟମ ଉଲଂଘନ କାରଣରୁ ସିଲ୍ ହେଲା ବାର୍ । ଭୁବନେଶ୍ୱର ସହିଦ ନଗରରେ ଥିବା ଭକ୍ସପପ ବାର୍ ସିଲ୍ ହୋଇଛି। ଅବକାରୀ ବିଭାଗର ସ୍ଵତନ୍ତ୍ର ଟିମ୍ ଏହି ବାରକୁ ସିଲ୍ କରିଛି। ନିୟମ ଉଲ୍ଲଂଘନ ଅଭିଯୋଗରେ ଏହି ବାରକୁ ସିଲ୍ କରିଛି ଅବକାରୀ ବିଭାଗ। ସୂଚନା ଅନୁଯାୟୀ, ବିଳମ୍ବିତ ରାତି ଯାଏଁ…

ସରକାରୀ କ୍ୱାର୍ଟର ଭଡାରେ ଲଗାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର : ସରକାରୀ କ୍ୱାର୍ଟର ଭଡାରେ ଲଗାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଉଭୟ ଆଲଟମେଣ୍ଟ ହୋଇଥିବା ବ୍ୟକ୍ତି ଏବଂ ଭଡାରେ ରହୁଥିବା ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହେବେ।  ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ସୂଚନା ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ…

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଘଟଣାର ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ। ଆଜି ଏହି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏହି ମାମଲାର ତଦନ୍ତ ପାଇଁ ଡିଏସ୍‌ପିଙ୍କ ନେତୃତ୍ବରେ ଏକ ୬ ଜଣିଆ ଟିମ୍‌ ଗଠନ କରାଯାଇଛି। ଏହି…

ବ୍ରେକଅପ ପରେ ୟୁପିଆଇରେ ଗାର୍ଲଫ୍ରେଣ୍ଡଙ୍କୁ ହଇରାଣ କରୁଥିଲେ, ୟୁଜର୍ସ କହିଲେ ବ୍ଲକ୍ କରନି…

ନୂଆଦିଲ୍ଲୀ: ସାଧାରଣତଃ ବ୍ରେକଅପ୍ ପରେ କପଲ୍ସ ମାନେ ଜୀବନରେ ଆଗକୁ ବଢିଯାଇଥାନ୍ତି। ଆଉ କିଛି ଏମିତି ମଧ୍ଯ ଲୋକ ଅଛନ୍ତି  ଯେଉଁମାନେ ବ୍ରେକଅପ୍ ପରେ ମଧ୍ୟ ପରସ୍ପରକୁ ହଇରାଣ କରିବାର ବାଟ ଖୋଜିଥାନ୍ତି। ସେହିପରି କିଛି ଘଟଣା ସମ୍ପର୍କରେ ଜାଣନ୍ତୁ। ଯେଉଁ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ…

ପିଡିଙ୍କୁ ଗିରଫ କରିବାକୁ ଚେତାବନୀ ଦେଲେ ନଗର ଉନ୍ନୟନ ମନ୍ତ୍ରୀ

ମୟୂରଭଞ୍ଜ: ରାସ୍ତା ମରାମତି କାମକୁ ନେଇ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ଏପରିକି ନିଲମ୍ବନ ଓ ଗିରଫ ପାଇଁ ମଧ୍ୟ ଦେଇଛନ୍ତି ଚେତାବନୀ। ଜାତୀୟ ରାଜପଥର ଉଚ୍ଚପଦସ୍ଥ ଅଧିକାରୀ ଓ ପିଡିଙ୍କ ଉପରେ ବର୍ଷିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ତୁରନ୍ତ…

୨୬ରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍

ରାଞ୍ଚି : ନଭେମ୍ବର ୨୮ରେ ଶପଥ ନେବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ବିଧାନସଭା ନିର୍ବାଚନରେ ବଡ ବିଜୟ ପରେ ସେ ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ଆଜି ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ଦେବା ସହ ସରକାର ଗଠନ କରିବାକୁ…

ଭେଙ୍କେଟେଶଙ୍କୁ ୨୩.୭୫ରେ ନେଲା କେକେଆର

କୋଲକାତା: ଆଇପିଏଲ ୨୦୨୫ ମେଗା ନିଲାମରେ ଭାରତୀୟ ଖେଳାଳିଙ୍କ ଉପରେ ଫ୍ରାଂଚାଇଜମାନେ ସମ୍ପୂର୍ଣ୍ଣ ବିଶ୍ୱାସ ପ୍ରକଟ କରିଛନ୍ତି । ଷ୍ଟାର ଅଲରାଉଣ୍ଡର ଭେଙ୍କେଟେଶ ଆୟାରଙ୍କୁ କୋଲକାତା ନାଇଟ ରାଇଡର୍ସ ୨୩.୭୫ କୋଟିରେ ନେଇଛି । କେକେଆର ଏହି ନିଷ୍ପତି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ୨କୋଟି…

ଦ୍ରୁତଗାମୀ ଗ୍ରହ ନକ୍ଷତ୍ରଙ୍କୁ ଚଳାଉଛି ଏଲିୟନ୍

ନୂଆଦିଲ୍ଲୀ: ମହାକାଶରେ ଦ୍ରୁତ ଗତିରେ ଗତି କରୁଥିବା ନକ୍ଷତ୍ର ବା ଗ୍ରହମାନେ ଏଲିଅନ ସଭ୍ୟତା ଦ୍ୱାରା ପରିଚାଳିତ ହେଉଛନ୍ତି। ଅର୍ଥାତ୍ ଯାହାର ପାଇଲଟ ଏଲିଅନ ମାନେ ଅଟନ୍ତି। ଏକ ନୂତନ ଅଧ୍ୟୟନରେ ଏହା ଦାବି କରାଯାଇଛି। ତେବେ ଏଲିଅନମାନେ ତାରା ଏବଂ ଗ୍ରହମାନଙ୍କୁ ନିଜର ମହାକାଶଯାନରେ ପରିଣତ…

ଖୁବ ଶୀଘ୍ର ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି: ଆଇନ ମନ୍ତ୍ରୀ

ଭୁବନେଶ୍ବର: ଖୁବ ଶୀଘ୍ର ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ। ଦିନେ ଦୁଇ ଦିନ ଭିତରେ ରତ୍ନଭଣ୍ଡାରର ମରାମତି କାମ ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜାନୁଆରି ୩୧ ସୁଦ୍ଧା ରତ୍ନଭଣ୍ଡାରର…