Latest Odisha News

BREAKING NEWS

Yearly Archives

2024

ଆସନ୍ତାବର୍ଷ ସୁଦ୍ଧା ରାଜନୀତିରେ ପଶିବେ ୧ ଲକ୍ଷରୁ ଅଧିକ ଯୁବବର୍ଗ: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମନ କି ବାତ୍ କାର୍ଯ୍ୟକ୍ରମର ୧୧୬ ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। କାର୍ଯ୍ୟକ୍ରମ ଆରମ୍ଭରୁ ମୋଦୀ ପ୍ରଥମେ ଦେଶବାସୀଙ୍କୁ ଏନସିସି ଦିବସର ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି,“ ଆଜି ଏକ ବଡ ଦିନ । ଆଜି ଏନସିସି…

ଜୈସୱାଲଙ୍କୁ ସାରା ଭାରତ କହୁଛି ଯଶସ୍ୱୀ ହୁଅ

ପର୍ଥ: ଏଠାରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତର ଓପନର ଯଶସ୍ୱୀ ଜୈସୱାଲ ଶତକ ହାସଲ କରି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ଏହି ଆକର୍ଷଣୀୟ ଶତକ ସହ ସେ ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହ୍ୱାଗଙ୍କ କ୍ଲବରେ ସାମିଲ ହୋଇଛନ୍ତି । ସେ ୪ର୍ଥ ଭାରତୀୟ କମ ବୟସରେ…

ଜାନୁଆରୀ ୩୧ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା: ଆଇନ ମନ୍ତ୍ରୀ

ପୁରୀ: ଜାନୁଆରୀ ୩୧ ସୁଦ୍ଧା ରତ୍ନଭଣ୍ଡାର ମରାମତି କାମ ସରିବା ସହ ସରିବ ଗଣତି ମଣତି ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଜିପିଏସ୍ ରିପୋର୍ଟରେ ଅନ୍ୟ କିଛି ସୁଡ଼ଙ୍ଗ ନଥିବା ନେଇ ସ୍ପଷ୍ଟ ହୋଇଛି । ସେହିପରି ଧାତବ ଦ୍ରବ୍ୟ ଥିବା ନେଇ ଯେଉଁ ପରିକଳ୍ପନା…

ଆତ୍ମହତ୍ୟା ବୃଦ୍ଧି କରୁଛି ଜଳବାୟୁ ପରିବର୍ତ୍ତନ!

ଭୁବନେଶ୍ବର: ପରିବେଶ ମଣିଷକୁ ସୃଷ୍ଟିକରେ, ଶିଶୁଟିଏ ପରି ଲାଳନପାଳନ କରି, ତାକୁ ବଞ୍ଚିବା ପାଇଁ ଏକ ସୁସ୍ଥ ବାତାବରଣ ପ୍ରଦାନ କରିଥାଏ । ଆଉ ଏକ ସୁସ୍ଥ ପରିବେଶ ପାଇଁ ଜଳବାୟୁ ପରିବର୍ତ୍ତନ ଭୂମିକା ଗୁରୁତ୍ବପୂର୍ଣ୍ଣ । କିନ୍ତୁ ଏବେ ଲାଳିତପାଳିତ ହେଉଥିବା ଶିଶୁଟିର ଅତ୍ୟାଧୁନିକ ଜୀବନଶୈଳୀ…

ସ୍ତ୍ରୀ ନା ରାକ୍ଷସୀ: ସ୍ଵାମୀକୁ ଖାଇବାକୁ ନଦେଇ ନିସ୍ତୁକ ମାଡ ମାରିଲା ସ୍ତ୍ରୀ

ଗଜପତି: ଗୋଟେ ଜନ୍ମ ନୁହେଁ ବରଂ ସାତ ଜନ୍ମର ସାଥି ହୋଇ ରହିବେ ବୋଲି କଥା ଦେଇଥିଲେ । ସାତ ଜନ୍ମ ତ ଦୁର କଥା ଗୋଟେ ଜନ୍ମ ପାଇଁ ବି ସାଥି ହୋଇପାରିଲେନି । ସ୍ତ୍ରୀ ପାଇଁ ସତେ ଯେପରି କଣ୍ଟା ହେଇଗଲା ସ୍ଵାମୀ । ଆଠ ଦିନ ଧରି ସ୍ଵାମୀକୁ ଏକ ବନ୍ଦ କଠୋରୀରେ ରଖି ବାପ ଘର ଲୋକଙ୍କ ସହ ମିଶି ନିସ୍ତୁକ…

ନୃଶଂସ ପୁଅର ଉନ୍ମତ୍ତକାଣ୍ଡ, ମା’କୁ ପିଟିପିଟି କଲା ହତ୍ୟା

ଅନୁଗୁଳ: ଅନୁଗୁଳରେ ଅଭାବନୀୟ ଘଟଣା । ବୃଦ୍ଧା ମାଆକୁ ପିଟିପିଟି ହତ୍ୟା କଲା ନୃଶଂସ ପୁଅ । ଟାଉନ ଥାନା ସୁସୁଡ଼ା ଗାଁରେ ମଦ୍ୟପ ପୁଅର ଉନ୍ମତ୍ତକାଣ୍ଡ । ମାଆ ସହ ବଚସା ପରେ ଠେଙ୍ଗାରେ ପିଟିପିଟି ହତ୍ୟା କଲା । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା…

ସରିଲା ବାଲିଯାତ୍ରା, ଅସମ୍ଭାଳ ଭିଡକୁ ୨୫୦ କୋଟି ଟପିଲା ଏଥର ବେପାର

କଟକ: ସରିଛି ଐତିହାସିକ କଟକ ବାଲିଯାତ୍ରା । ଶନିବାର ଏସିଆର ସର୍ବବୃହତ୍‌ ମୁକ୍ତାକାଶ ବାଣିଜ୍ୟ ମେଳା କଟକ ବାଲିଯାତ୍ରା ଶେଷ ହୋଇଥିବା ବେଳେ, ଶେଷ ଦିନରେ ଛାତି ପିଟାପିଟି ଭିଡ ଦେଖିବାକୁ ମିଳିଥିଲା । ପାଖାପାଖି ୧୩ ଲକ୍ଷରୁ ଅଧିକ ଜନ ସମାଗମ ହୋଇଥିବା ବେଳେ ପୋଲିସଙ୍କ ନିୟନ୍ତ୍ରଣ ବାହାରେ…

ଶାହି ଜାମା ମସଜିଦର ସର୍ଭେ କାର୍ଯ୍ୟକୁ ବିରୋଧ, ପୋଲିସର ଲାଠି ଚାର୍ଜ

ଲକ୍ଷ୍ନୌ: ଆଜିଠାରୁ ପୁଣି ଆରମ୍ଭ ହୋଇଛି ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାର ଶାହି ଜାମା ମସଜିଦର ସର୍ଭେ । ଉଭୟ ପକ୍ଷର ଉପସ୍ଥିତିରେ ଏହି ସର୍ଭେ କରାଯାଇଛି । ଏହି ସମୟରେ ସର୍ଭେକୁ ବିରୋଧ କରିଥିଲେ କିଛି ବିକ୍ଷୋଭକାରୀ । ପୋଲିସ ବିରୋଧ କରିବାରୁ ପୋଲିସ ଉପରକୁ ଢେଲା ପଥର ଫିଙ୍ଗିଥିଲେ…

କାର୍ଗୋ ସ୍ପେସକ୍ରାଫ୍ଟ କଣ ? ସୁନିତା ୱିଲିୟମ୍ସଙ୍କୁ ବଞ୍ଚାଇ ପାରିବ କି ଏହି ମହାକାଶଯାନ…

ସୁନୀତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ପ୍ରାୟ ୬ ମାସ ମହାକାଶରେ ବିତାଇଛନ୍ତି। ସେ ଜୁନ୍ ୫ ତାରିଖରୁ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) ରେ ଉପସ୍ଥିତ ଅଛନ୍ତି। ଏତେ ଦିନ ପର୍ଯ୍ୟନ୍ତ ମହାକାଶରେ ଥିବାରୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି। ସମ୍ପ୍ରତି, ମହାକାଶରୁ…

ଅସ୍ତ୍ରଶସ୍ତ୍ରର ଥାଏ କି ବ୍ୟବହାରିକ ସମୟ ସମାପ୍ତି ? କ’ଣ କହୁଛି ବିଜ୍ଞାନ…

ଆମେ ସମସ୍ତେ ଜାଣୁ ଯେ ଖାଦ୍ୟ ସାମଗ୍ରୀ, ଔଷଧ ଏବଂ ଅନ୍ୟାନ୍ୟ ଜିନିଷର ମିଆଦ ପୂର୍ଣ୍ଣ ତାରିଖ ଅଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି ଅସ୍ତ୍ରଶସ୍ତ୍ରର ମଧ୍ୟ ଅବଧି ରହିଥାଇପାରେ? ଏହି ପ୍ରଶ୍ନ ଅଜବ ଲାଗୁଛି, କାରଣ ଅସ୍ତ୍ରଶସ୍ତ୍ରର ବିଶେଷ ଉଦ୍ଦେଶ୍ୟ ହେଉଛି ସେମାନଙ୍କୁ ସୁରକ୍ଷା, ପ୍ରତିରକ୍ଷା…