ସନ୍ତୋଷ ଟ୍ରଫି ଫୁଟବଲ: ଫାଇନାଲ ରାଉଣ୍ଡରେ ଓଡିଶା
ଭୁବନେଶ୍ୱର: ଚଳିତ ସନ୍ତୋଷ ଟ୍ରଫି ଫୁଟବଲରେ ଓଡିଶା ପ୍ରଭାବୀ ପ୍ରଦର୍ଶନ ଜାରି ରଖି ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଛି । ଶନିବାର ଏକ ସମ୍ପୂର୍ଣ୍ଣ ଏକତରଫା ମ୍ୟାଚରେ ଓଡିଶା ୪-୧ ଗୋଲରେ ଛତିଶଗଡକୁ ପରାସ୍ତ କରିଥିଲା । ୪ର୍ଥ ମିନିଟରେ ଜିତୁ ମୁଦୁଲି ଓଡିଶା ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ…