Latest Odisha News

BREAKING NEWS

Yearly Archives

2024

ମନମୋହନ ସିଂହଙ୍କ ସ୍ମାରକୀକୁ ନେଇ କାହିଁକି କଂଗ୍ରେସ ଉପରେ ବର୍ଷିଲେ ପ୍ରଣବ ମୁଖାର୍ଜୀଙ୍କ ଝିଅ

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଡିସେମ୍ବର ୨୬ ତାରିଖରେ ୯୨ ବର୍ଷ ବୟସରେ ଇହଲୀଳା ତ୍ଯାଗ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମୃତି ଉଦ୍ଦେଶ୍ଯରେ କେନ୍ଦ୍ରର ମୋଦୀ ସରକାର ଦିଲ୍ଲୀରେ ଏକ ସ୍ମାରକୀ ନିର୍ମାଣ କରିବାକୁ ଘୋଷଣା କରିଥିଲେ। କଂଗ୍ରେସର…

ଫେବୃଆରୀ ୪ରେ ପବିତ୍ର ମାଘ ସପ୍ତମୀ ମେଳା, ପ୍ରସ୍ତୁତି ଜୋରଦାର

କୋଣାର୍କ: ଏଥର ମାଘ ସପ୍ତମୀ ମେଳା ଓ ଚନ୍ଦ୍ରଭାଗା ବୁଡ଼ ଫେବୃଆରୀ ୪ ତାରିଖରେ ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ ସ୍ଥାନୀୟ ଐଶାନେଶ୍ୱର, ତ୍ରିବେଣୀଶ୍ୱର ଓ ଦଖିଣେଶ୍ୱର ମହାପ୍ରଭୁ ତିନି ଠାକୁରଙ୍କୁ ତୀର୍ଥ ମଣ୍ଡପକୁ ନିଆଯିବ । ଠାକୁରଙ୍କ ମହାସ୍ନାନ ଓ ନୀତିକାନ୍ତି ପରେ ସାଧୁ ସନ୍ଥଙ୍କ…

ମାସିକ ୨,୮୧୦ ଟଙ୍କା ଖର୍ଚ୍ଚରେ ମିଳିବ ଆଇଫୋନ16 

ନୂଆଦିଲ୍ଲୀ: ଆଇଫୋନ୍ କ୍ରେଜ୍ ଆଜିକାଲିର ଯୁବପିଢି ମଧ୍ୟରେ ରହିଛି । ତେବେ କମ୍ ମୂଲ୍ୟରେ ଆଇଫୋନ16  କିଣିବା ପାଇଁ ଆପଣଙ୍କୁ ଏକ ଭଲ ସୁଯୋଗ ମିଳିଛି । ଏକାଥରକେ ସମ୍ପୂର୍ଣ୍ଣ ମୂଲ୍ୟ ଦେବାର ଟେନସନ ବି ରହିବ ନାହିଁ । ଆପଣ ଏହି ସ୍ମାର୍ଟଫୋନ୍ ଇଏମଆଇରେ କିଣି ପାରିବେ । ଆପଣ ଆମାଜନ-ଫ୍ଲିପକାର୍ଟ…

ରେକର୍ଡ ଭାଙ୍ଗୁଛି ରାଜଧାନୀ, ଏବେ ବର୍ଷାରେ ବି ମିଟର ପାର୍

ନୂଆଦିଲ୍ଲୀ: ସବୁଥିରେ ରେକର୍ଡ ଭାଙ୍ଗୁଛି ଜାତୀୟ ରାଜଧାନୀ ଦିଲ୍ଲୀ । ଖରା- ବର୍ଷା- ଶୀତ ସବୁଥିରେ ରାଜଧାନୀ ବାସୀଙ୍କୁ ଅତିଶୟ କରି ରଖିଛି । ଏବେ ଅଦିନିଆ ବର୍ଷାରେ ବି ବେହାଲ ଦିଲ୍ଲୀ । ୧୦୧ ବର୍ଷର ରେକର୍ଡକୁ ଭାଙ୍ଗିଛି ଡିସେମ୍ବର ବର୍ଷା । ତେବେ ଏବେ ଦିଲ୍ଲୀ ଏନସିଆରର ବିଭିନ୍ନ…

ଜାପାନ ଓ ଫିଲିପାଇନ୍ସରେ ଭୂକମ୍ପ ଝଟକା ଅନୁଭୂତ

ଟୋକିଓ: ପୁଣି ଭୂକମ୍ପରେ ଥରିଲା ଜାପାନ । ଦେଶର ଉତ୍ତର-ପୂର୍ବରେ ଏକ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ ରେ ଏହାର ତୀବ୍ରାତା ୫.୧ ରହିଛି । କିନ୍ତୁ କୌଣସି ସୁନାମି ସତର୍କ ସୂଚନା ଜାରି କରାଯାଇ ନାହିଁ । ଫଳରେ ଭୟରେ ଲୋକମାନେ ଘରୁ ବାହାରକୁ ଦୌଡି ପଳାଇଥିଲେ । ସୂଚନା ଅନୁସାରେ,…

ନୀତିଶ, ୱାଶିଂଟନଙ୍କ ସୁନ୍ଦର ବ୍ୟାଟିଂ: ଭାରତ ୩୫୮/୯

ମେଲବୋର୍ଣ୍ଣ: ଏଠାରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟରେ ନୀତିଶ କୁମାର ରେଡ୍ଡୀଙ୍କ ଶତକ ଓ ୱାଶିଂଟନ ସୁନ୍ଦରଙ୍କ ଅର୍ଦ୍ଧଶତକ ବଳରେ ଭାରତ ସ୍ଥିତି ସୁଧାରିଛି । ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଭାରତ ୯ ୱିକେଟ ବିନିମୟରେ ୩୫୮ ରନ ସଂଗ୍ରହ କରି ନେଇଛି । ଦଳ ଏବେ ବି…

ଟ୍ରେନ ତଳେ ଲୁଚି ୨୫୦ କିମି. ଯାତ୍ରା, ଜାଣନ୍ତୁ କଣ କହୁଛି ରେଳବାଇ…

ଭୋପାଳ: ଦାନପୁର ଏକ୍ସପ୍ରେସର ବଗି ତଳେ ଥିବା ଏକ ସ୍ଥାନରେ ଜଣେ ବ୍ଯକ୍ତି ଲୁଚି ଇଟାରସିରୁ ଜବଲପୁର ପର୍ଯ୍ୟନ୍ତ ୨୫୦ କିଲୋମିଟର ଯାତ୍ରା କରୁଥିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଏଭଳି ଦାବିକୁ ପ୍ରତ୍ୟାଖ୍ୟାନ କରିଛି ରେଳ ମନ୍ତ୍ରଣାଳୟ। ରେଳବାଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦିଲୀପ…

ପଞ୍ଚଭୂତରେ ବିଲୀନ ହେଲେ ମନମୋହନ: ମନେରହିବ ତାଙ୍କର ସେ ଅମାୟିକ ସ୍ବଭାବ

ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ। ତିନି ସେନାର ସଲାମି ସହ ପୂରା ରାଷ୍ଟ୍ରୀୟ ମର୍ଯ୍ୟଦା ସହିତ ନିଗମବୋଧ ଘାଟରେ ସ୍ବର୍ଗତ ମନମୋହନ ଅନ୍ତିମ ସଂସ୍କାର କାର୍ଯ୍ୟ ସଂମ୍ପନ୍ନ କରାଯାଇଛି । ଆଜି ସବୁଦିନ ପାଇଁ ସମସ୍ତଙ୍କୁ ଅଲବିଦା କହିଛନ୍ତି…

ମିଳିଲା କେନ୍ଦ୍ର ଅନୁମତି: ବନିବ ମନମୋହନଙ୍କ ସ୍ମାରକୀ..ହେଲେ ଅଡିଛି କଂଗ୍ରେସ

ନୂଆଦିଲ୍ଲୀ: ଅନ୍ତିମ ବିଦାୟ ନେଉଛନ୍ତି ଅର୍ଥନୀତି ଚାଣକ୍ୟ ତଥା ଦେଶଷର ୧୩ ତମ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ନିଗମ ବୋଧ ଘାଟିରେ ମନମୋହନଙ୍କ ପାର୍ଥିବ ଶରୀରକୁ ଭାବପୂର୍ଣ୍ଣ ବିଦାୟ ଦେଉଛନ୍ତି ପରିବାର ଲୋକେ ଏବଂ ବହୁ ମାନ୍ୟଗଣ ବ୍ୟକ୍ତି । ଆଉ କିଛି ସମୟ ମଧ୍ୟରେ ପଞ୍ଚଭୂତରେ ଲୀନ ହେବ…

ବିନା ଗ୍ୟାରେଣ୍ଟିରେ ୮୦ହଜାର ଋଣ ଦେଉଛନ୍ତି ସରକାର , କେବଳ ଗୋଟିଏ ଡକ୍ୟୁମେଣ୍ଟ ଆବଶ୍ୟକ

ନୂଆଦିଲ୍ଲୀ:  ଯଦି ଆପଣ ନିଜର ଛୋଟ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ମୋଦୀ ସରକାର ଏକ ସ୍ୱତନ୍ତ୍ର ଯୋଜନା ଆଣିଛନ୍ତି , ଯାହା ଦ୍ବାରା ତିନୋଟି କିସ୍ତିରେ ୮୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରିବ | ବିଶେଷ କଥା ହେଉଛି ବିନା…