Latest Odisha News

BREAKING NEWS

Yearly Archives

2024

ଅଷ୍ଟ୍ରେଲିଆରେ ବୁମରାହଙ୍କ ଆଉ ଏକ ସଫଳତା

ପର୍ଥ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପର୍ଥରେ ଖେଳାଯାଉଥିବା ପ୍ରଥମ କ୍ରିକେଟ ଟେଷ୍ଟରେ ଯଶପ୍ରୀତ ବୁମରାହ ଆଉ ଏକ କୀର୍ତିମାନ ନିଜ ନାମରେ ଯୋଡିଛନ୍ତି । ସେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ୫ଟି ୱିକେଟ ଅକ୍ତିଆର କରିଛନ୍ତି । ଓଭରାଲ ଏହା ତାଙ୍କର ୧୧ତମ ୫ ୱିକେଟ ସଫଳତା । ଅଷ୍ଟ୍ରେଲିଆ ମାଟିରେ…

କାଲି ଆସିବ ସୁଭଦ୍ରା ଟଙ୍କା, ବାଦ୍ ପଡିଥିବା ମହିଳାଙ୍କୁ ଡିସେମ୍ବରରେ ମିଳିବ

ଭୁବନେଶ୍ଵର: ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଆସନ୍ତା କାଲି ମିଳିବ ସୁଭଦ୍ରା ଟଙ୍କା । ସୁଭଦ୍ରା ଯୋଜନାରୁ ବାଦ ପଡିଥିବା ୨.୬୭ ହିତଧିକାରୀଙ୍କର ଯାଞ୍ଚ ଶେଷ ହୋଇଛି । ତେବେ ଯାଞ୍ଚ ପରେ ୨୨ ପ୍ରତିଶତ ଆବଦନକାରୀଙ୍କୁ କାଲି ସୁଭଦ୍ରା ଟଙ୍କା ମିଳିବ । ଏନେଇ…

ଜେଲ୍‌ ଗଲେ ବବିଙ୍କ ଭାଇ ଭବ ପ୍ରସାଦ ଦାଶ

ଯାଜପୁର: ଜେଲ୍‌ ଗଲେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମ୍ପର୍କୀୟ ଭାଇ ଭବ ପ୍ରସାଦ ଦାସ । ଏସ୍‌ଡିଜେଏମ୍‌ଙ୍କ ପାଖରେ ହାଜର ପରେ ଜେଲ୍‌ ଗଲେ ଭବ ପ୍ରସାଦ ଦାଶ । ଗିରଫ ପରେ ଏସ୍‌ଡିଜେଏମ୍‌ଙ୍କ ପାଖରେ ହାଜର କରିଥିଲା ପୋଲିସ । ଯାଜପୁର ବିରଜା ହାଟରେ ଜଣେ…

ୱାୟାନାଡ ଉପ-ନିର୍ବାଚନ: ବିଜୟ ଅଭିମୁଖେ ପ୍ରିୟଙ୍କା

ୱାୟନାଡ: କଂଗ୍ରେସ ନେତା ତଥା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା କେରଳର ୱାୟନାଡ ଲୋକ ସଭା ଆସନ ପାଇଁ ଗତ ୧୩ ତାରିଖରେ ଉପ-ନିର୍ବାଚନ ହୋଇଥିଲା । ଆଜି ଫଳାଫଳ ଆଜି ପ୍ରକାଶ ପାଇବ । ଏନେଇ ବର୍ତ୍ତମାନ ଭୋଟ ଗଣନା ଚାଲିଛି । ପ୍ରାରମ୍ଭିକ ଧାରାରେ…

ପ୍ଲାଷ୍ଟିକ୍‌ ସ୍କ୍ରାପ୍‌ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ଝାରସୁଗୁଡା: ପ୍ଲାଷ୍ଟିକ୍‌ ସ୍କ୍ରାପ୍‌ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ। ଝାରସୁଗୁଡ଼ା ବେହେରାପାଲି ରିୟାନ ପଲିଟେକ୍ନିକ୍ ଇଣ୍ଡଷ୍ଟ୍ରିଜର ପ୍ଲାଷ୍ଟିକ୍ ସ୍କ୍ରାପ୍‌ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ଗୋଦାମରେ ଥିବା ଜନିଷ ପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି…

ପ୍ରଥମାଷ୍ଟମୀ ଏବଂ ଏଣ୍ଡୁରୀ ପିଠା, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳି

ଭୁବନେଶ୍ଵର: ଆଜି ପ୍ରଥମାଷ୍ଟମୀ। ଓଡ଼ିଆ ପରମ୍ପରାରେ ମାର୍ଗଶୀର ମାସ ଅଷ୍ଟମୀ ତିଥିରେ ଘରର ପ୍ରଥମ ପୁଅ ଝିଅଙ୍କୁ ପୂଜାର୍ଚ୍ଚନା କରାଯାଏ। ଏହିଦିନ ମା’ମାନେ ଘରେ ନିଜର ପ୍ରଥମ ପୁଅ ଝିଅଙ୍କୁ ଠାକୁରଙ୍କ ଆଗରେ ବସାଇ ପୂଜାର୍ଚ୍ଚନା କରିଥାଆନ୍ତି। ଓଡ଼ିଆ ପରମ୍ପରା ଅନୁଯାୟୀ ଘରର ପ୍ରଥମ ପୁଅ ବା…

ଚାଲିଛି ଭୋଟ୍ ଗଣତି; ଆଜି ଆସିବ ମହାରାଷ୍ଟ୍ର-ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳ

ମୁମ୍ବାଇ/ରାଞ୍ଚି: ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଆଜି ପ୍ରକାଶ ପାଇବ ମହାରାଷ୍ଟ୍ର, ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳ । ହାରାଷ୍ଟ୍ରର ୨୮୮ ଆସନ ଲାଗି ଗତ ୨୦ରେ ସରିଥିଲା ଭୋଟ୍ । ଝାଡଖଣ୍ଡରେ ୮୧ ଆସନ ଲାଗି ୨ଟି ପର୍ଯ୍ୟାୟରେ ହୋଇଥିଲା…

ସରକାରୀ କର୍ମଚାରୀଙ୍କ ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ୍ ସୁନିଶ୍ଚିତ ହେବ

ଭୁବନେଶ୍ଵର: ସରକାରୀ କର୍ମଚାରୀଙ୍କୁ ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ ସୁନିଶ୍ଚିତ ହେବ । ଏନେଇ ସବୁ ବିଭାଗକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ସଚିବ ମନୋଜ ଆହୁଜା । ପେନସନ ମଞ୍ଜୁର କରୁଥିବା ଅଧିକାରୀଙ୍କୁ ମଧ୍ୟ ଏନେଇ ଅବଗତ କରାଯାଇଛି । ସୂଚନା ଅନୁସାରେ, ଅବସର ଦିନ ହିଁ…

ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ ଅଟକ

ଯାଜପୁର: ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ ଅଟକ । ବିଳମ୍ବିତ ରାତିରେ ଭବ ପ୍ରସାଦ ଦାସଙ୍କୁ ଅଟକ ରଖିଛି ଯାଜପୁର ଟାଉନ ଥାନା ପୋଲିସ । ବିରଜା ହାଟ ବ୍ୟବସାୟୀଙ୍କୁ ଧମକ ଦେବା ନେଇ ଗତକାଲି ଥାନାରେ ଅଭିଯୋଗ କରିଥିଲେ ଜଣେ ବ୍ୟବସାୟୀ । ସୂଚନାଯୋଗ୍ୟ, ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା ଓ…

‘ଓଡିଶା ପର୍ବ ୨୦୨୪’: ଓଡ଼ିଶା ସଂସ୍କୃତିର ଗୁରୁତ୍ବପୂର୍ଣ୍ଣ ଦିଗ ହେଲା ସହିଷ୍ଣୁତା

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଓଡିଆ ସମାଜ ପକ୍ଷରୁ ଆୟୋଜିତ ହୋଇଯାଇଛି ‘ଓଡିଶା ପର୍ବ ୨୦୨୪’ । ଓଡିଶା ପର୍ବ ୨୦୨୪ର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦି ମୁ୍ର୍ମୁ । ଜବାହାର ନେହେରୁ ଷ୍ଟାଡିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁଙ୍କ…