ଭୋଟ ଗଣନା ପୂର୍ବରୁ ଅଶୋକ ଗେହେଲଟଙ୍କ ବଡ ବୟାନ….
ମୁମ୍ବାଇ: ଏଥର କାହାର ହେବ ମହାରାଷ୍ଟ୍ର ! କ୍ଷମତା ରିପିଟ୍ କରିବ ମହାୟୁତି ନା କମବ୍ୟାକ୍ କରିବ ଏମଭିଏ ! ଆଜି ଆସିବ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ। ମହାରାଷ୍ଟ୍ର ନିର୍ବାଚନକୁ ନେଇ ବଢ଼ି ଚାଲିଛି ଉତ୍କଣ୍ଠା । ସେପଟେ ଆରମ୍ଭ ହୋଇଛି ଭୋଟ୍ ଗଣତି । ଏହାରି ଭିତରେ ସାମ୍ନାକୁ ଆସିଛି ବରିଷ୍ଠ…