Latest Odisha News

BREAKING NEWS

Yearly Archives

2024

ଜାନୁଆରୀ ୧ରୁ ବଦଳିବ ଟେଲିକମର ଏହି ନିୟମ, ଶୀଘ୍ର ଜାଣନ୍ତୁ

ନୂଆଦିଲ୍ଲୀ: ଟେଲିକମ୍ ନିୟମରେ ସରକାର ସମୟ ସମୟରେ ପରିବର୍ତ୍ତନ କରିଥାନ୍ତି। ଏବେ ଟେଲିକମ୍ ଆକ୍ଟରେ କିଛି ନିୟମ ଯୋଡା ଯାଇଥିଲା, ଯାହାକୁ ସମସ୍ତ ରାଜ୍ୟ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାର ନାମ ଥିଲା ‘ରାଇଟ୍ ଅଫ୍ ୱେ’ (RoW) ନିୟମ । ପ୍ରତ୍ୟେକ ରାଜ୍ୟକୁ ଏହି ନିୟମକୁ ଲାଗୁ…

ରାଜ୍ୟର ୩ ପ୍ରମୁଖ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ୬ମାସ ବଢିଲା

ଭୁବନେଶ୍ବର: ଆଉ ୬ମାସ ବଢିଲା ୩ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ । ଚଳିତମାସରେ ଶେଷ ହେଉଥିବା ରାଜ୍ୟର ୩ ପ୍ରମୁଖ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳକୁ ରାଜ୍ୟପାଳ ଆଉ ୬ମାସ ବୃଦ୍ଧି କରିଛନ୍ତି । ସେଗୁଡିକ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ ଓ…

ଅଲଗା ହେବେ ଧନୁଷ ଓ ଐଶ୍ବର୍ଯ୍ୟା, ୨୭ରେ ଶୁଣାଣି

ହାଇଦ୍ରାବାଦ: ବ୍ୟକ୍ତିଗତ ଜୀବନକୁ ନେଇ ଐଶ୍ୱର୍ଯ୍ୟା ରଜନୀକାନ୍ତ ଏବଂ ଧନୁଷ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଦୁହେଁ ଚେନ୍ନାଇର ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ। ୨୦୨୨ ମସିହାରେ ସୋସିଆଲ ମିଡିଆରେ ଅଲଗା ହେବା ନେଇ ଘୋଷଣା କରିବା ପରେ ଏହି ଦମ୍ପତି ଛାଡପତ୍ର ପାଇଁ ଆବେଦନ କରିଥିଲେ।…

ଆସନ୍ତୁ ଜାଣିବା ମେସି, ରୋନାଲ୍ଡୋଙ୍କଠାରୁ କେଉଁ ଫୁଟବଲ ଖେଳାଳି ଅଧିକ ଧନୀ

ନୂଆଦିଲ୍ଲୀ: ବିଶ୍ୱ ଫୁଟବଲରେ ଲିଓନେଲ ମେସୀ ଓ କ୍ରିଷ୍ଟିଆନ ରୋନାଲ୍ଡୋଙ୍କୁ ଲୋକପ୍ରିୟ ଓ ଧନୀ ଖେଳାଳି ଭାବେ ବିବେଚନା କରାଯାଏ । ତେବେ ସେମାନଙ୍କଠାରୁ ଆଉ ଜଣେ ଧନୀ ଫୁଟବଲର ଅଛନ୍ତି । ତାଙ୍କ ପାଖରେ ୧୬ ହଜାର କୋଟି ଟଙ୍କାର ସମ୍ପିତି ରହିଛି । ମେସୀଙ୍କ ପାଖରେ ୬୦୦ ଓ ରୋନାଲ୍ଡୋଙ୍କ ନିକଟରେ…

ଫିଲ୍ମ ସେଟରେ ମହିଳାଙ୍କ ସୁରକ୍ଷାକୁ ନେଇ ଭୁମି ପେଡନେକର କଲେ ବଡ ଖୁଲାସା..

ମୁମ୍ବାଇ: ନିକଟରେ ଗୋଆରେ ୫୫ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ (ଆଇଏଫଏଫଆଇ) ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ଅନେକ ତାରକା ଅଂଶଗ୍ରହଣ କରିଥିଲେ । ଏଥିରେ 'ଦମ୍ ଲଗା କେ ହଇଶା' ଅଭିନେତ୍ରୀ ଭୁମି ପେଡନେକର ମଧ୍ୟ ଅଂଶଗ୍ରହଣ କରିଥିଲେ । ପ୍ୟାନେଲ ଆଲୋଚନାରେ ଅଭିନେତ୍ରୀ ଅନେକ…

ଅଷ୍ଟ୍ରେଲିଆରେ ଆଜି ପର୍ଯ୍ୟନ୍ତ ଭାରତୀୟ ଟେଷ୍ଟ ଟିମର ପ୍ରଦର୍ଶନ

ପର୍ଥ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବର୍ଡର-ଗାଭାସ୍କର ଟ୍ରଫି ନଭେମ୍ବର ୨୨ରୁ ଏଠାରେ ଆରମ୍ଭ ହେବ । ବିଶ୍ୱ କ୍ରିକେଟର ଦୁଇ ଶକ୍ତିଶାଳୀ ଟିମ ମଧ୍ୟରେ ହେବାକୁ ଥିବା ଏହି ମୁକାବିଲା ଉପରେ ସମସ୍ତ କ୍ରିକେଟପ୍ରେମୀଙ୍କ ନଜର ରହିଛି । ଆସନ୍ତୁ ନଜର ପକାଇବା ୧୯୪୭ରୁ…

ଭୟଙ୍କର ସ୍ଥିତିରେ ଦିଲ୍ଲୀର ବାୟୁ ପ୍ରଦୂଷଣ; ବଦଳିଲା କର୍ମଚାରୀଙ୍କ ଅଫିସ୍ ସମୟ

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ର ସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଯାହା ୪୦୦ ଅତିକ୍ରମ କରିଛି । ଏହି ପରିପ୍ରେକ୍ଷୀରେ, ଦିଲ୍ଲୀ ଏନସିଆରରେ ଗ୍ରୁପ୍-୪ ପ୍ରତିବନ୍ଧକ ଲାଗୁ ହୋଇଛି । ଏ ସମ୍ପର୍କରେ କେନ୍ଦ୍ର ସରକାର ଦିଲ୍ଲୀ ଏନସିଆରର କେନ୍ଦ୍ରୀୟ…

ଅଚ୍ୟୁତ ସାମନ୍ତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ୱର: ୪୩ତମ ବିଶ୍ୱ କବି ସମ୍ମିଳନୀ ଅବସରରେ ଶିକ୍ଷାବିତ୍‍ ଓ ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ଓ ରବୀନ୍ଦ୍ର ନାଥ ଟାଗୋର ସମ୍ମାନ ପ୍ରଦାନ କରାଯାଇଛି। ଶିକ୍ଷା, ସମାଜସେବା, କଳା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ବିକାଶ…

ବିବାହରେ ସୁନା ଖଚିତ ଶାଢୀ ପିନ୍ଧିବେ ଶୋଭିତା

ଚେନ୍ନାଇ: ଅଭିନେତ୍ରୀ ଶୋଭିତା ଧୁଲିପାଲା ଏବଂ ନାଗା ଚୈତନ୍ୟଙ୍କ ବିବାହ ଡିସେମ୍ବର ୪ରେ ହେବାକୁ ଯାଉଛି। ଏହି ଖାସ ଦିନରେ ଶୋଭିତା କଣ ପିନ୍ଧିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅସଲି ସୁନା ଜରି ଖଚିତ ଥିବା ପାରମ୍ପାରିକ କାଞ୍ଜିଭରମ ରେଶମୀ ଶାଢି ପିନ୍ଧିବେ ବୋଲି ଜଣାପଡିଛି। ଅଭିନେତ୍ରୀ…

ରାଜ୍ୟରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱ ବିଦ୍ୟାଳୟ: ମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱ ବିଦ୍ୟାଳୟ ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ସରକାରଙ୍କ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ୨୩୦୦ କୋଟି ଟଙ୍କାର ଯୋଜନା ଆରମ୍ଭ ହୋଇଛି । ବିଶ୍ୱ ମତ୍ସ୍ୟ ଦିବସରେ ସୂଚନା ଦେଲେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ…