Latest Odisha News
Yearly Archives

2024

‘ମୁଫାସା: ଦ ଲାୟନ କିଙ୍ଗ’ର ଟ୍ରେଲରରେ ଶାହରୁଖ ଓ ପୁଅ… 

ମୁମ୍ବାଇ: 'ମୁଫାସା: ଦ ଲାୟନ କିଙ୍ଗ'ର ହିନ୍ଦୀ ଟ୍ରେଲର ରିଲିଜ ହୋଇ ସାରିଛି। ଶାହରୁଖ ଖାନ ଏବଂ ମହେଶ ବାବୁ ଯଥାକ୍ରମେ ଏହାର ହିନ୍ଦୀ ଏବଂ ତେଲୁଗୁ ଭାଷାରେ ସ୍ୱର ପ୍ରଦାନ କରିଛନ୍ତି। ତେବେ ଦୁଇ ମିନିଟର ଏକ ଟ୍ରେଲରରେ ଅନାଥ ମୁଫାସା ଏବଂ ତାକା ସହିତ ତାର ବନ୍ଧୁତ୍ୱର ସୁନ୍ଦର ଆନିମେଟେଡ୍…

ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ ହାତେଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ ହାତେଇଲେ ପ୍ରଧାନମନ୍ତ୍ରୀ ମୋଦି l ଡୋମିନିକାର ରାଷ୍ଟ୍ରପତି ସିଲ୍ଭେନି ବ୍ରୁଟୋନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଏହି ସମ୍ମାନରେ ସମ୍ମାନିତ କରିଛନ୍ତି l ଆଜି ଗୁୟାନାର ଜର୍ଜଟାଉନରେ ଦ୍ୱିତୀୟ ଭାରତ-କାରିକମ୍ ଶିଖର…

ଆତଙ୍କବାଦୀ ଛାନିଆ: ଏକାଧିକ ସ୍ଥାନରେ ଏନଆଇଏର ଚଢାଉ

ଶ୍ରୀନଗର: ଆତଙ୍କବାଦୀ ଅନୁପ୍ରବେଶ ମାମଲାର ଯାଞ୍ଚ ସଂପର୍କରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଗୁରୁବାର ଜମ୍ମୁ ଅଞ୍ଚଳର ଏକାଧିକ ସ୍ଥାନରେ ରେଡ କରିଛି। ରେସି, ଉଧମପୁର ଏବଂ ରାମବନ୍ ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିଛି ବୋଲି ସରକାରୀ ସୂତ୍ରରୁ ଜଣାପଡିଛି। ଜାମ୍ମୁ କାଶ୍ମୀରରେ…

ରାସ୍ତାପାର ହେବା ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ପଳାଶୁଣି ଛକରେ ଗୁରୁବାର ରାସ୍ତାପାର ହେବା ବେଳେ ଜଣେ ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ୍‌। ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ମହିଳା ଜଣଙ୍କ ପଳାଶୁଣି ଛକରେ ରାସ୍ତା ପାର ହେଉଥିଲେ। ଏହି ସମୟରେ ଏକ ଟ୍ରକ୍‌ ଦ୍ରୁତ ଗତିରେ ଆସି ତାଙ୍କ ଉପରେ ମାଡ଼ି ଯାଇଥିଲା।…

କ’ଣ ଏହି କୋଲ୍ଡ ମୁନ୍? କେବେ ଓ କେଉଁଠି ନଜର ଆସିବ..

ନୂଆଦିଲ୍ଲୀ: ୨୦୨୪ ବର୍ଷର ଶେଷ ମାସ ଡିସେମ୍ବର ଆରମ୍ଭ ହେବାକୁ ଯାଉଛି । ଏହି ଶେଷ ମାସରେ, ବିଶ୍ୱ ଏକ ବିରଳ ଜ୍ୟୋତିର୍ବିଜ୍ଞାନ ଘଟଣାର ସାକ୍ଷୀ ହେବ । ଏହି ମାସରେ ବିଶ୍ୱ କୋଲ୍ଡ ମୁନ୍ ବା ଶୀତଳ ଚନ୍ଦ୍ର ଦେଖିବ । ଆପଣ ହୁଏତ ଫୁଲମୁନ୍, ସୁପର ମୁନ୍, ହଣ୍ଟର୍ ମୁନ୍ ଦେଖିଥିବେ, କିନ୍ତୁ କୋଲ୍ଡ…

ଶପଥ ନେଲେ ଦେଶର ନୂତନ ସିଏଜି କେ. ସଞ୍ଜୟ ମୂର୍ତ୍ତି

ନୂଆଦିଲ୍ଲୀ: ଦେଶର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ ରୂପେ ଶପଥ ଗ୍ରହଣ କରିଛନ୍ତି ଶ୍ରୀ କେ. ସଞ୍ଜୟ ମୂର୍ତ୍ତି l ରାଷ୍ଟ୍ରପତି ଭବନ ଗଣତନ୍ତ୍ର ମଣ୍ଡପରେ ଆୟୋଜିତ ଏକ ସମାରୋହରେ ଶ୍ରୀ ମୂର୍ତ୍ତିଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ରାଷ୍ଟ୍ରପତିଙ୍କ ନିକଟରେ ପଦବୀର ଶପଥ…

ହିଂମାଶୁଙ୍କ ସାଂଘାତିକ ଅଭିଯୋଗ, ବବିଙ୍କ କଥାରେ…

ଭୁବନେଶ୍ବର: ବିଜେପି ନେତା ତଥା ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଗତକାଲି ରାତିରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ଘଟଣାର ତଦନ୍ତ ପ୍ରକ୍ରିୟା ପାଇଁ ପୋଲିସର ୩ଟି ଟିମ୍ ଗଠନ କରିଥିବା ବେଳେ ୧୦ ଜଣଙ୍କୁ ଗିରଫ କରାଯାଇଛି ।  ଆକ୍ରମଣକୁ ନେଇ…

ସମୁଦ୍ରରେ ପାଟ୍ରୋଲିଂ ସମୟରେ ବନବିଭାଗର ଟ୍ରଲର ଚାଳକଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଧୀନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ମଝି ସମୁଦ୍ରକୁ ପାଟ୍ରୋଲିଂ ପାଇଁ ଯାଇଥିବାବେଳେ ଛାତିରେ ଯନ୍ତ୍ରଣା କାରଣରୁ ସେଠାରେ ଟଳିପଡିଲେ ବନକର୍ମଚାରୀ । ମୃତ ବନକର୍ମଚାରୀଜଣକ ହେଲେ ଚଞ୍ଚଳ ମାଇତି (୫୬)।…

ଏ ହେଉଛି ଦେଶର ବହୁ ଚର୍ଚ୍ଚିତ ଦଙ୍ଗା, ଯେଉଁଥିରେ ଯାଇଥିଲା ହଜାର ହଜାର ଲୋକଙ୍କ ଜୀବନ

ନୂଆଦିଲ୍ଲୀ: ଆପଣମାନେ ସାଧାରଣତଃ ଦେଶର ବିଭିନ୍ନ ସ୍ଥାନରେ ଦଙ୍ଗା ହେଉଥିବା ଘଟଣା ପ୍ରାୟତଃ ଶୁଣିଥିବେ l ଏହି ଦଙ୍ଗାରେ ହଜାର ହଜାର ଲୋକ ନିଜର ପ୍ରାଣ ହରାଇଥାନ୍ତି l ବାସ୍ତବରେ ଆମ ଦେଶରେ ଦଙ୍ଗାର ଇତିହାସ ବହୁ ପୁରୁଣା l ଝିମିଟି ଖେଳରୁ ମହାଭାରତ ହେବ ପରି ସାମାନ୍ୟ ଘଟଣାକୁ ନେଇ ବିଭିନ୍ନ…