Latest Odisha News

BREAKING NEWS

Yearly Archives

2024

ଗୌତମ ଆଦାନୀଙ୍କ ଉପରେ ଠକେଇ ଅଭିଯୋଗ ଲଗାଇଲା ଆମେରିକା

ନୂଆଦିଲ୍ଲୀ: ଭାରତର ବିଶିଷ୍ଟ ଶିଳ୍ପପତି ତଥା ଆଦାନୀ ଗ୍ରୁପର ମୁଖ୍ୟଙ୍କ ଉପରେ ବଡ଼ ଠକେଇ ଏବଂ ଲାଞ୍ଚ ଅଭିଯୋଗ ଲଗାଇଛି ଆମେରିକାର ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ କମିଶନ (ସିଇସି)। ସିଇସିଙ୍କ ଅନୁଯାୟୀ, ଗୌତମ ଅଦାନୀ ଆମେରିକୀୟ ନିବେଶକଙ୍କୁ ଠକିଛନ୍ତି। ଏହା ଉପରେ ଆମେରିକାର କୋର୍ଟରେ…

‘ଓଡିଶାର ସର୍ଦ୍ଦାର ପଟେଲ ଥିଲେ ମହତାବ’

ନୂଆଦିଲ୍ଲୀ: ଆଜି ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜୟନ୍ତୀ ଅବସରରେ କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ଦିଲ୍ଲୀ ବିଜ୍ଞାନ ଭବନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,…

ସାଇବର ଠକେଇ ମାମଲାରେ ବଡ଼ ଆକ୍ସନ: ୧୭ ହଜାର ହ୍ୱାଟସ୍‌ଆପ୍‌ ଆକାଉଣ୍ଟ ବ୍ଲକ୍‌

ନୂଆଦିଲ୍ଲୀ: ଡିଜିଟାଲ ଆରେଷ୍ଟ ଓ ସାଇବର୍‌ ଠକେଇ ମାମଲାରେ ବଡ଼ ଆକ୍ସନ ନେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ଡିଜିଟାଲ ଗିରଫ ଠକେଇ ଉପରେ କଟକଣା ଜାରି କରି ଗୃହ ମନ୍ତ୍ରଣାଳୟ (MHA) ୧୭ ହଜାରରୁ ଅଧିକ ହ୍ୱାଟସ୍ ଆପ୍ ଆକାଉଣ୍ଟକୁ ବ୍ଲକ କରିଛି। ଏହି ସନ୍ଦିଗ୍ଧ ଆକାଉଣ୍ଟଗୁଡିକର ଲିଙ୍କ୍ ଡିଜିଟାଲ୍…

ବିଶ୍ୱର ପ୍ରଦୂଷିତ ୧୦୦ ସହର ତାଲିକାରେ ଭାରତର ୩୯…

ନୂଆଦିଲ୍ଲୀ: ବିଶ୍ୱର ପ୍ରଦୂଷିତ ୧୦୦ଟି ସହର ତାଲିକାରେ ଭାରତର ସର୍ବାଧିକ ସହର ଥିବାବେଳେ ଚୀନ୍ ବହୁ ପଛରେ ରହିଛି। ପ୍ରଦୂଷଣ କ୍ଷେତ୍ରରେ ପାକିସ୍ତାନ, ବାଂଲାଦେଶ ଏବଂ ନେପାଳର ସହର ମଧ୍ୟ ପଛରେ ପଡି ନାହାଁନ୍ତି। ବର୍ତ୍ତମାନ ସମୟରେ ଦିଲ୍ଲୀର ଲୋକମାନେ ଅତ୍ୟଧିକ ପ୍ରଦୂଷଣର ସମ୍ମୁଖୀନ…

ମଂଜ୍ରେକରଙ୍କ ଉପରେ ରାଗିଗଲେ ସାମୀ

ମୁମ୍ବାଇ: ପୂର୍ବ କ୍ରିକେଟର ସଞ୍ଜୟ ମଂଜ୍ରେକରଙ୍କ ଉପରେ ମହମ୍ମଦ ସାମୀ ରାଗି ଯାଇଛନ୍ତି । ସେ ମଂଜ୍ରେକରଙ୍କୁ ନେଇ ଇନଷ୍ଟାଗ୍ରାମରେ ଶେୟାର କରିଥିବା ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ଆଇପିଏଲ ମେଗା ନିଲାମ ପୂର୍ବରୁ ମଂଜ୍ରେକର କହିଥିଲେ, ଫ୍ରାଂଚାଇଜମାନେ ଏଥର ମୋଟା ଅର୍ଥରେ ସାମୀଙ୍କୁ…

ଏଇଠି ମିଳୁଛି ମାତ୍ର ୯୦ ଟଙ୍କାରେ ଘର, ଜାଣନ୍ତୁ…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ କମଳା ହାରିସଙ୍କୁ ପରାସ୍ତ କରି ବାଜି ମାରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପଙ୍କ ବିଜୟକୁ ନେଇ ଆମେରିକାର ଅନେକ ଜନତା ବହୁତ ଖୁସି ଥିବା ବେଳେ କିଛି ଲୋକ ଏହାକୁ ଗ୍ରହଣ କରିପାରି ନାହାଁନ୍ତି। ଯେଉଁଥିପାଇଁ ସେମାନେ ଦେଶ…

କୋହଲିଙ୍କୁ ଭୂୟସୀ ପ୍ରଶଂସା କଲେ ବୁମରାହ

ପର୍ଥ: ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଯଶପ୍ରୀତ ବୁମରାହ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । କୋହଲି ନେଟ୍ସରେ ଫର୍ମରେ ଥିବା ଜଣାପଡୁଛି । ତାଙ୍କ ଉପରେ କାହାର ନଜର ନ ପଡୁ ।…

କୃତ୍ରିମ ବର୍ଷା କ’ଣ, ଏଥିପାଇଁ କେତେ ଖର୍ଚ୍ଚ ହୁଏ? ଜାଣନ୍ତୁ ଏହାର ପର୍ଯ୍ୟାୟ…

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀକୁ ଏକ ଗ୍ୟାସ ଚାମ୍ବର କୁହାଯାଉଛି। ଏହା କହିବା ଭୁଲ ନୁହେଁ। କାରଣ ରାଜଧାନୀରେ ବାୟୁର ଗୁଣବତ୍ତା ସାଙ୍ଘାତିକ ହେବାରେ ଲାଗିଛି। ମଙ୍ଗଳବାର ସକାଳ ୭ ଟାରେ ଦିଲ୍ଲୀର ଅନେକ ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୫୦୦ରୁ ଅଧିକ ରେକର୍ଡ କରାଯାଇଛି। ଦିଲ୍ଲୀର…

ନେଟଫ୍ଲିକ୍ସ, ଜିଓ ସିନେମାକୁ ଟକ୍କର ଦେବ ପ୍ରସାର ଭାରତୀ ‘ଓ୍ବେଭ୍ସ’

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପବ୍ଲିକ୍ ସର୍ଭିସ ବ୍ରୋଡକାଷ୍ଟର ପ୍ରସାର ଭାରତୀ ଏବେ ନିଜସ୍ୱ ଓଟିଟି ପ୍ଲାଟଫର୍ମ ଲଞ୍ଚ୍ କରିଛି । ନେଟ୍‌ଫ୍ଲିକ୍ସ, ଆମାଜନ ପ୍ରାଇମ୍, ଜିଓ ସିନେମା ଏବଂ ହଟ୍‌ଷ୍ଟାର ଭଳି ଏବେ ପ୍ରସାର ଭାରତୀ ନିଜର ଓଟିଟି ପ୍ଲାଟଫର୍ମ ‘ଓ୍ବେଭ୍ସ’ ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ…