ବିଜେଡି-ବିଜେପି କର୍ମୀ ମୁହାଁମୁହିଁ, ୧୬୩ ଧାରା ଲାଗୁ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବଜାର ଦୁର୍ଗାମଣ୍ଡପ ଛକରେ ନୂଆବର୍ଷ ତୋରଣ ପୋତାକୁ ନେଇ ଦେଖାଦେଇଛି ବିବାଦ । ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି କର୍ମୀ । ବିବାଦ ଉଗ୍ର ରୂପ ନେବାରୁ ଉକ୍ତ ଅଞ୍ଚଳରେ ବିଏନଏସଏସ ଧାରା ୧୬୩ ଲାଗୁ ହୋଇଛି ।
ଖବର ମୁତାବକ, ନୂଆବର୍ଷ ପାଇଁ…