ମହାରାଣୀ ଲକ୍ଷ୍ମୀବାଇ ଅଗ୍ନିକାଣ୍ଡ ଘଟଣା, ୧୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
ଝାନ୍ସୀ: ଝାନ୍ସୀର ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟଣା । ଦିନକୁ ଦିନ ବଢୁଛି ମୃତ୍ୟୁ ସଂଖ୍ୟା । ଘଟଣା ଦିନ ୧୦ଜଣ ଶୀଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଗତ ଦୁଇ ଦିନ ତଳେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଆଜି ସକାଳୁ ଆଉ ୩ ଜଣ ଶୀଶୁଙ୍କ ମୃତ୍ୟୁ ହୋଇଛି ।…