Latest Odisha News

BREAKING NEWS

Yearly Archives

2024

ପ୍ରଥମ ଟେଷ୍ଟରେ ଚୂଡାନ୍ତ ଏକାଦଶକୁ ନେଇ ଦ୍ୱନ୍ଦ୍ୱରେ ଟିମ ଇଣ୍ଡିଆ

ପର୍ଥ: ନଭେମ୍ବର ୨୨ରୁ ଭାରତ ଏବଂ ଅଷ୍ଟ୍ରେଲିଆ କ୍ରିକେଟ ଦଳ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯିବ । ଆଶେସ ସିରିଜ ଜରେ ଏହି ସିରିଜ ଉପରେ ସମସ୍ତଙ୍କ ନଜର ରହିଛି । ପର୍ଥ ଟେଷ୍ଟରେ ଭାରତ ୩ ପେସର କିମ୍ବା ୨ ସ୍ପିନର ଖେଳାଇବ ସେ ନେଇ ଦ୍ୱନ୍ଦ୍ୱରେ ରହିଛି ।…

ପାକିସ୍ତାନ ଅଭିନେତ୍ରୀ ହାନିଆଙ୍କ ପ୍ରେମରେ ବାଦଶାହ!

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ରାପର ତଥା ଗାୟକ ବାଦଶାହ ଏବଂ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିରଙ୍କୁ ଏକାଠି ଦେଖିବାକୁ ମିଳୁଛି। କେତେବେଳେ ଦୁବାଇରେ, କେତେବେଳେ ଲଣ୍ଡନରେ ସେମାନଙ୍କୁ ଏକାଠି ଦେଖିବାକୁ ମିଳୁଛି। ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଥିଲା ବେଳେ ଦୁହିଁଙ୍କୁ ନେଇ…

୪୦ ଆଇସିୟୁ ବେଡ୍ ବିଶିଷ୍ଟ ହେବ କ୍ୟାପିଟାଲ ହସ୍ପିଟାଲ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ବଢିବ ଆଇସିୟୁ ବେଡ୍ ସଂଖ୍ୟା। ଖୁବଶୀଘ୍ର ବେଡ ସଂଖ୍ୟା ବୃଦ୍ଧି ପାଇ ୪୦ରେ ପହଞ୍ଚିବ।  ୪୦ ଆଇସିୟୁ ବେଡ୍ ବିଶିଷ୍ଟ ହେବ କ୍ୟାପିଟାଲ ହସ୍ପିଟାଲ। ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ଅଧ୍ୟକ୍ଷା ତଥା ଭୁବନେଶ୍ୱର ସାଂସଦ…

ଋଣ ବୋଝରେ ସରକାର, ନିଲାମ ହେବ ହିମାଚଳ ଭବନ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଏକ ବିଜୁଳି କମ୍ପାନୀର ଟଙ୍କା ଫେରସ୍ତ ନକରିବାରୁ ହାଇକୋର୍ଟ ଦିଲ୍ଲୀରେ ଥିବା ସରକାରୀ ସମ୍ପତ୍ତି ନିଲାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଏହି ଆଦର୍ଶ ହେତୁ ହିମାଚଳ ପ୍ରଦେଶ ସରକାର ବିବାଦ ଘେରରେ ରହିଛନ୍ତି। ୬୪ କୋଟି ଟଙ୍କାର ବକେୟା ପରିଶୋଧ…

ଆଇପିଏଲ ମେଗା ନିଲାମ: ୨୫ କୋଟି ଛୁଇଁ ପାରନ୍ତି ପନ୍ତ, ଶ୍ରେୟାଶ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ମେଗା ନିଲାମ ୨୪ ଓ ୨୫ ନଭେମ୍ବରରେ ସାଉଦି ଆରବର ଜେଦାହରେ ଆୟୋଜିତ ହେବ । ଏହା ପୂର୍ବରୁ ଫ୍ରାଂଚାଇଜରମାନେ ରିଟେନ କରିଥିବା ଖେଳାଳିଙ୍କ ନାମ ଘୋଷଣା କରି ସାରିଛନ୍ତି । ରିଷଭ ପନ୍ତ ଓ ଶ୍ରେୟାଶ ଆୟାରଙ୍କ ଏଥର ନିଲାମରେ ବେଶ ଚାହିଦା ରହିବ ବୋଲି ଅନୁମାନ କରାଯାଉଛି ।…

ଓଡ଼ିଶା ପିସିସି ଷ୍ଟିୟରିଂ କମିଟି ପକ୍ଷରୁ ରାଜ୍ୟ ପଦୂଷଣ ବୋର୍ଡ ସଦସ୍ୟଙ୍କୁ ସ୍ମାରକ ପତ୍ର ପ୍ରଦାନ

ଭୁବନେଶ୍ୱର: ଜିନ୍ଦଲ କମ୍ପାନୀ ଦେଶର ସର୍ବାଧିକ ପ୍ରଦୂଷଣ କରୁଥିବା ଶିଳ୍ପସଂସ୍ଥା । ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଏବଂ ଅନୁଗୁଳ ସହରର ପ୍ରାୟ ୬୦ଟି ଗ୍ରାମର ଜନସାଧାରଣ ଜିନ୍ଦଲ କମ୍ପାନୀ ଦ୍ୱାରା ନିର୍ଗତ ପାଉଁଶ ପୋଖରୀ ପାଣିଦ୍ୱାରା ମାରାତ୍ମକ ରୋଗର ଶୀକାର ହେଉଛନ୍ତି । ଏହି…

ଅଷ୍ଟ୍ରେଲିଆରେ ଟିମ ଇଣ୍ଡିଆ: ଡ୍ରାଭିଡଙ୍କ ଇନିଂସ ଶ୍ରେଷ୍ଠ

ମେଲବୋର୍ଣ୍ଣ: ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟରଙ୍କ ପ୍ରଦର୍ଶନ ଉପରେ ଏକ ପୋଲ କରାଯାଇଛି । ଆଡିଲେଡରେ ୨୦୦୩ରେ ଖେଳାଯାଇଥିବା ଟେଷ୍ଟରେ ରାହୁଲ ଡ୍ରାଭିଡ ଇନିଂସକୁ ସର୍ବଶ୍ରେଷ୍ଠ ଘୋଷଣା କରାଯାଇଛି । ଏଥିରେ ଡ୍ରାଭିଡ ୨୩୩ ଓ ୭୨ ରନର ଇନିଂସ ଖେଳିଥିଲେ ।…

ଖୁବଶୀଘ୍ର ଭାରତ ଆସିବେ ପୁଟିନ

ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୁବ ଶୀଘ୍ର ଭାରତ ଗସ୍ତ କରିବେ। ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତ ସମ୍ପର୍କରେ କ୍ରେମଲିନ୍ ପ୍ରେସ ସଚିବ ଦିମିତ୍ରୀ ପେସ୍କୋଭ କହିଛନ୍ତି ଯେ ଆମେ ଋଷ ରାଷ୍ଟ୍ରପତିଙ୍କ ଗସ୍ତ ତାରିଖ ଉପରେ କାର୍ଯ୍ୟ କରୁଛୁ। ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ…

ଡ୍ୟୁଟି ଅବଧି ସରିଲା; ଅନ୍ତର୍ଜାତୀୟ ବିମାନକୁ ଜୟପୁରରେ ଛାଡି ପଳାଇଲେ ପାଇଲଟ୍

ଜୟପୁର: ଏୟାର ଇଣ୍ଡିଆ ଅନ୍ତର୍ଜାତୀୟ ବିମାନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏୟାର ଇଣ୍ଡିଆର ଏକ ଅନ୍ତର୍ଜାତୀୟ ବିମାନଟିକୁ ଜଣେ ପାଇଲଟ ଜୟପୁର ବିମାନବନ୍ଦରରେ ଛାଡି ଚାଲି ଯାଇଥିବା ଭଳି ଘଟଣା ସାମ୍ନାକୁ ଆସିଛି। ତେବେ ପ୍ୟାରିସରୁ ଦିଲ୍ଲୀ ଆସୁଥିବା ଏହି ବିମାନରେ ୧୮୦ରୁ ଅଧିକ ଯାତ୍ରୀ…

ଭାରତୀୟ ସେନାରେ ଇତିହାସ ପାଲଟିବ ‘ଗୋର୍ଖା ବାହିନୀ’!

ନୂଆଦିଲ୍ଲୀ: ଯଦି କିଏ ମୃତ୍ୟୁକୁ ଡରେନି ବୋଲି କହୁଥାଏ ତବେ ସିଇ ମିଛ କହୁଛି କିମ୍ବା ସେ ଜଣେ ନିଶ୍ଚିତ ଭାବେ ଗୋର୍ଖା ହୋଇଥିବ । ୧୮୧୪ରେ ନେପାଳର ଗୋର୍ଖା ବାହିନୀ ସହ ଇଂରେଜ ସେନାର ଭୟଙ୍କର ଲଢେଇ ହୋଇଥିଲା । ଆଉ ସେହି ଦିନ ନେପାଳୀମାନେ କେତେ ବୀର ଓ ଦୁର୍ଦ୍ଧଷ ତାହା ଦେଖିଥିଲେ ଇଂରେଜ ।…