ମହାରାଷ୍ଟ୍ର ମହାସମର, କିଏ ଜିତିବ ବାଜି?
ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାବିକାଶ ଅଘାଡି ଓ ମହାୟୁତି ମଧ୍ୟରେ କାଣ୍ଟେ କି ଟକ୍କର । ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ୩ଟି ସରକାର, ୩ମୁଖ୍ୟମନ୍ତ୍ରୀ ଓ ୪ଜଣ ଡେପୁଟି ସିଏମଙ୍କୁ ଦେଖିବାକୁ ମିଳିଛି । ଶିବସେନା ଓ ଏନସିପିରେ ବିଭାଜନ ରାଜ୍ୟ ରାଜନୈତିକ ସମୀକରଣକୁ ଏପଟ ସେପଟ…