ବିବାଦ ମଧ୍ୟରେ ନୟନତାରାଙ୍କୁ ମିଳିଲା ଜାହ୍ନବୀ କପୁରଙ୍କ ସମର୍ଥନ
ମୁମ୍ବାଇ: ଗତକିଛି ଦିନ ହେବ ନୟନତାରା-ଧନୁଷଙ୍କ ମଧ୍ୟରେ ଲାଗି ରହିଛି ବିବାଦ। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସାଉଥ୍ ଲେଡି ସୁପରଷ୍ଟାର୍ ନୟନତାରା ତାଙ୍କ ଡକ୍ୟୁମେଣ୍ଟାରୀ 'ନୟନତାରା: ବିଉଣ୍ଡ୍ ଫେରି ଟେଲ୍' ପାଇଁ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏହା ୧୮ ନଭେମ୍ବରରେ…