Latest Odisha News

BREAKING NEWS

Yearly Archives

2024

ଆରପାରିରେ ସୁଜୁକିର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକି

ନୂଆଦିଲ୍ଲୀ: ଆରପାରିରେ ସୁଜୁକିମୋଟରର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକି । ୯୪ ବର୍ଷରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ ସୁଜୁକିକୁ ଏକ ବିଶ୍ୱସ୍ତରୀୟ କମ୍ପାନୀରେ ପରିଣତ କରିଥିଲେ ଓ ଭାରତରେ ସୁଜୁକିର ସ୍ଥିତି ଦୃଢ଼ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ସେ ରକ୍ତ…

ୱେଡିଙ୍ଗ ପ୍ଲାନର ଭାବେ ଆରମ୍ଭ କରନ୍ତୁ ନିଜ କ୍ୟାରିଅର..

ଭୁବନେଶ୍ବର:  ନିଜର ବିବାହକୁ ସମସ୍ତେ ସ୍ମରଣୀୟ କରିବା ପାଇଁ ଚାହିଁ ଥାଆନ୍ତି । ଆଜିର ଦିନରେ ସମୟର ଅଭାବ ସାଙ୍ଗକୁ ମହତ୍ୱାକଂକ୍ଷା ଅଧିକ ହୋଇଥିବାରୁ  ୱେଡିଙ୍ଗ ପ୍ଲାନରଙ୍କ ଆବଶ୍ୟକତା ଦିନକୁ ଦିନ ବଢିବାରେ ଲାଗିଛି । ଏଥିପାଇଁ ୱେଡିଙ୍ଗ ପ୍ଲାନର ହିସାବରେ କ୍ୟାରିଅର ଗଢିବା  ଆଜିର…

ଅମୃତଭଣ୍ଡା ଫେସପ୍ୟାକ୍ ଲଗାନ୍ତୁ, ଦାଗହୀନ ଚେହେରା ପାଆନ୍ତୁ

ଭୁବନେଶ୍ବର: ଅମୃତଭଣ୍ଡା କେବଳ ସ୍ବାସ୍ଥ୍ୟ ପାଇଁ ନୁହେଁ ଆମର ତ୍ବଚା ପାଇଁ ମଧ୍ୟ ଭଲ । ଆପଣଙ୍କୁ  ଗ୍ଲୋ ଫେସ୍ ପାଇଁ ମହଙ୍ଗା ବ୍ୟୁଟି ପ୍ରଡକ୍ଟ ଲଗାଇବା ଦରକାର ନାହିଁ । ଆପଣ ଘରେ ଅମୃତଭଣ୍ଡାରୁ ଫେସ୍ ପ୍ୟାକ୍ ପ୍ରସ୍ତୁତ କରି ଲଗାଇପାରିବେ । ଏଥିରେ ଫେସରୁ ବ୍ରଣ ଦାଗ ଦୂର ହେବା ସହ ଗ୍ଲୋ…

ଗ୍ୟାସ,କୋଷ୍ଠକାଠିନ୍ୟ,ଏସିଡିଟି ପାଇଁ ରାମବାଣ ‘ବଜ୍ରାସାନ ‘

ଭୁବନେଶ୍ବର: ଆଜିକାଲି ଗ୍ୟାସ,କୋଷ୍ଠକାଠିନ୍ୟ,ଏସିଡିଟି ସାଧାରଣ ଭାବେ ସମସ୍ତଙ୍କ ଠାରେ ଦେଖିବାକୁ ମିଳୁଛି । ଏବେର ବ୍ୟସ୍ତବହୁଳ ଆରମଦାୟକ ଜୀବନଯାପନ ପ୍ରଣାଳୀ ଏହାର ମୁଖ୍ୟ କାରଣ ଅଟେ । ସେଥିପାଇଁ ଦିନଚର୍ଯ୍ୟାରେ ଯୋଗକୁ ସାମିଲ କରିବା ଜରୁରୀ ହୋଇପଡିଛି । ଜାଣିଛନ୍ତି କି, ଏହି ବଜ୍ରାସାନ…

ଶିଖ ଧର୍ମରେ କିପରି ହୋଇଥାଏ ଅନ୍ତିମ ସଂସ୍କାର ? ହିନ୍ଦୁ ଧର୍ମ ସହିତ କେତେ ରହିଛି ସମାନତା..

ନୂଆଦିଲ୍ଲୀ: ଶିଖ ଧର୍ମରେ ଅନ୍ତିମ ସଂସ୍କାରକୁ "ଅନ୍ତିମ ଅରଦାସ' କୁହାଯାଏ। ଏହି ପ୍ରକ୍ରିୟା ଶିଖ ପରମ୍ପରା ଉପରେ ଆଧାରିତ। ଏହି ଧର୍ମରେ ମୃତ୍ୟୁକୁ ଆତ୍ମା ସହ ପରମାତ୍ମାର ମିଳନ ବୋଲି ବିଶ୍ବାସ ରହିଛି। ତେଣୁ ସେମାନେ ଏହାକୁ ଏକ ଆଧ୍ୟାତ୍ମିକ ଯାତ୍ରା ଭାବରେ ଦେଖିଥାନ୍ତି। ଏହି ଧର୍ମର ଅନ୍ତିମ…

୪୯ ବର୍ଷ ପରେ ଘରକୁ ଫେରିଲେ, ୮ ବର୍ଷର ବୟସରେ ହଜିଯାଇଥିଲେ

ନୂଆଦିଲ୍ଲୀ: ୪୯ ବର୍ଷ ପରେ ପରିବାର ସହ ମିଶିଲେ ଉତ୍ତର ପ୍ରଦେଶର ୫୭ ବର୍ଷୀୟ ଫୁଲମତି । ୧୯୭୫ ମସିହାରେ ମୋରାଦାବାଦକୁ ମେଳା ଦେଖିବାକୁ ଯାଇଥିବା ବେଳେ ସେ ହଜି ଯାଇଥିଲେ । ହଜି ଯାଇ ନଥିଲେ, ବରଂ ତାଙ୍କୁ ଅପହରଣ କରି ନିଆ ଯାଇଥିଲା । ସେତେବେଳେ ସେ ମାତ୍ର ୮ ବର୍ଷର ହୋଇଥିଲେ । ଜଣେ ବୟସ୍କ…

ଆସିଲା ୨୦୨୪ର ଫୁଡ୍ ଡେଲିଭରୀ ରିପୋର୍ଟ; ହୋସ୍ ଉଡାଇଦେବ ସ୍ବିଗି-ଜୋମାଟୋର ତଥ୍ୟ

ନୂଆଦିଲ୍ଲୀ: ଅନଲାଇନ୍ ଫୁଡ୍ ଡେଲିଭରୀ କମ୍ପାନୀ ସ୍ବିଗି ୨୦୨୪ ପାଇଁ ଏହାର ତଥ୍ୟ ପ୍ରକାଶ କରିଛି । ଏଥିରେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଏହି ବର୍ଷ ଅଧିକାଂଶ ଲୋକ କ’ଣ ଖାଇଲେ? କେଉଁ ସହରର ଲୋକମାନେ ଅଧିକ ମଦ ଅର୍ଡର ଦେଇଥିଲେ? କେଉଁ ଦିନ ଅଧିକାଂଶ ଲୋକ ଖାଇଥିଲେ? ଜଣେ ବ୍ୟକ୍ତି ଗୋଟିଏ…

ଜ୍ୟାକଲିନଙ୍କୁ ପୁଣି ପ୍ରେମ ପତ୍ର ଲେଖିଲା ସୁକେଶ, ଦେଲା ଏହି ବଡ ଉପହାର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପ୍ରେମପତ୍ର ଲେଖି ପୁଣି ଥରେ ଚର୍ଚ୍ଚାରେ ମହାଠକ ସୁକେଶ ଚନ୍ଦ୍ରଶେଖର । ଏହି ଚିଠିରେ ସେ ନିଜକୁ ଜାକଲିନଙ୍କ ସାଣ୍ଟା ବୋଲି ବର୍ଣ୍ଣନା କରିଛନ୍ତି ଏବଂ ତାଙ୍କୁ ଫ୍ରାନ୍ସର ଏକ ସମ୍ପୂର୍ଣ୍ଣ ଅଙ୍ଗୁର ବଗିଚା ଉପହାର ଦେଇଥିବା ଲେଖିଛନ୍ତି ।…

ପ୍ରେମିକାଙ୍କ ପାଇଁ ନିଜ କମ୍ପାନିରୁ ସବୁ ଲୁଟିନେଲେ, ଉପହାରରେ ଦେଲେ BMW କାର

ଲକ୍ଷ୍ନୌ : ପ୍ରେମ ପାଇଁ ସବୁ ସାରିଦେଲେ ଯୁବକ । କେବଳ ନିଜ ଆକାଉଣ୍ଟ ଖାଲି କରିନାହାନ୍ତି ସେ କାମ କରୁଥିବା କମ୍ପାନିର ମଧ୍ୟ ଆକାଉଣ୍ଟ ଖାଲି କରିଦେଇଛନ୍ତି । ଆଉ ଏହି ଟଙ୍କାରେ ନିଜ ପ୍ରେମିକାଙ୍କ ପାଇଁ ହୀରା, ବିଳାସପୂର୍ଣ୍ଣ କାର ଏବଂ ୪-ବିଏଚକେ ଫ୍ଲାଟ କିଣି ଦେଇଛନ୍ତି । ଏପରି କାଣ୍ଡ…

ଯୁବକଙ୍କ ଅନ୍ତନଳୀରୁ ବାହାରିଲା ସେଭିଂ ରେଜର୍

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ୨୦ ବର୍ଷ ବୟସ୍କ ଯୁବକ ଏଠାରେ ଥିବା ସାର୍ ଗଙ୍ଗା ରାମ ହସ୍ପିଟାଲରେ ପହଞ୍ଚିଥିଲେ । ଯୁବକ ଜଣକ ତାଙ୍କ ପେଟରେ ଏକ ରେଜର ଥିବା ବିଷୟରେ କହିଥିଲେ । ପ୍ରଥମେ ଡାକ୍ତରମାନେ ଏହାକୁ ବିଶ୍ୱାସ କରିନଥିଲେ । କିନ୍ତୁ ତାଙ୍କ…