ଅଟୋ ଡ୍ରାଇଭରଙ୍କ ନିଆରା ପଦକ୍ଷେପ, ନିଜ ଷ୍ଟାର୍ଟଅପ୍ ପାଇଁ କଲେ…
ବେଙ୍ଗାଲୁରୁ: ବେଙ୍ଗାଲୁରୁ ସହରରେ ଷ୍ଟାର୍ଟଅପ କରିବାକୁ ଅନେକ ଲୋକ ସେମାନଙ୍କ ନୂତନ ଚିନ୍ତାଧାରା ଧରି ପ୍ରଚେଷ୍ଟା କରିବାରେ ଲାଗିଥାନ୍ତି। କିନ୍ତୁ ଷ୍ଟାର୍ଟଅପ୍ ପାଇଁ ବାଧକ ସାଜେ ପାଣ୍ଠି। ତେବେ ଷ୍ଟାର୍ଟଅପ୍ ନିମନ୍ତେ ପାଣ୍ଠି ସଂଗ୍ରହ କରିବା ପାଇଁ ଅନେକ ନିବେଶକଙ୍କ ନିକଟକୁ ଯାଇଥାନ୍ତି।…