ସରକାରୀ ଜମିରେ ଆଶ୍ରମ: ଯୁବତୀ ଖୋଲିଲେ ବାବାଙ୍କ ଗୁମର…
ଭୁବନେଶ୍ବର: ଖଣ୍ଡଗିରି ସ୍ଥିତ ଶ୍ରୀବୈକୁଣ୍ଠ ଧାମ ଆଶ୍ରମ ବିବାଦ ତେଜିବା ପରେ ଏବେ ସତ ସାମ୍ନାକୁ ଆସିଛି । ସରକାରୀ ଜମିରେ ବେଆଇନ ଭାବରେ ନିର୍ମାଣ ହୋଇଛି ଆଶ୍ରମ । ଏନେଇ ଜିଏ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ତେବେ ଖଣ୍ଡଗିରି ସ୍ଥିତ ଶ୍ରୀବୈକୁଣ୍ଠ ଧାମର ଜଣେ ନାବାଳାକ ବାବାଙ୍କ…