Latest Odisha News

BREAKING NEWS

Yearly Archives

2024

ଏମ୍ସ ଡାକ୍ତରଙ୍କ ପାଇଁ ପୁନର୍ଜନ୍ମ ପାଇଲେ ଯବାନ,୨ ଘଣ୍ଟା ବନ୍ଦ ହୋଇଥିଲା ହୃଦ ସ୍ପନ୍ଦନ

ଭୁବନେଶ୍ବର: ପ୍ରାୟ ଦୁଇଘଣ୍ଟା ବନ୍ଦ ହୋଇଯାଇଥିଲା ହୃତ ସ୍ପନ୍ଦନ । କାମ କରୁ ନଥିଲା ହୃତପିଣ୍ଡ। ହେଲେ ଚିକିତ୍ସା ବିଜ୍ଞାନ ଦେଖାଇଲା ଚମତ୍କାରିତା। ଜଣେ ୨୪ ବର୍ଷୀୟ ରୋଗୀ ପାଇଲେ ନୂଆ ଜୀବନ। ଏପରି ଘଟଣା ଘଟିଛି ଭୁବନେଶ୍ୱର ଏମ୍‌ସ ହସପିଟାଲରେ। ମୃତ ଯୁବକ ତଥା ଭାରତୀୟ ସେନାର ଯବାନ ଶୁଭକାନ୍ତ…

ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ବିୟୋଗରେ ଶୋକ ପ୍ରକାଶ କଲା ବିଜେଡି

ଭୁବନେଶ୍ୱର: ଆଜି ଅପରାହ୍ନରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ଦେହାନ୍ତ ହୋଇଛି। କଟକର ଏକ ଘରୋଇ ହସ୍ପିଟାଲରେ କିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ଯୁ ହୋଇଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ଶୋକ ବ୍ୟକ୍ତ କରାଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ…

ଆମ୍ବ ଟାକୁଆ ଜାଉ ପ୍ରସଙ୍ଗରେ ବିଜେଡିର ଦାବି: ଯୋଗାଣ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ

ଭୁବନେଶ୍ୱର : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ମାଣ୍ଡିପଙ୍କା ଗ୍ରାମରେ ଆମ୍ବ କୋଇଲି ଜାଉ ଖାଇ ମୃତ୍ୟୁ ଘଟଣାରେ ଆଜି ଆଉ ଜଣଙ୍କ ମୃତ୍ୟୁ ହୋଇଛି।  ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୩ରେ ପହଁଞ୍ଚିବା ପରେ, ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡ଼ି। ଏନେଇ ସାମ୍ବାଦିକ ସମ୍ମିଳନୀ କରିଛି…

ଜୁନିୟର ଏସିଆ କପ ହକି: ଭାରତୀୟ ଦଳରେ ୩ ଓଡିଆ

ଭୁବନେଶ୍ୱର: ଜୁନିୟର ପୁରୁଷ ଏସିଆ କପ ହକି ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ମସ୍କାଟରେ ନଭେମ୍ବର ୨୬ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ୧୬ଜଣିଆ ଘୋଷିତ ଦଳରେ ୩ଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଅନମୋଲ ଏକ୍କା, ରୋଶନ କୁଜୁର ଓ ମୁକେଶ ଟପ୍ପୋ । ଅମୀର…

ଆମ୍ବ ଟାକୁଆ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କା ଆମ୍ବ ଟାକୁଆ ଜାଉ ଖାଇବା ଘଟଣାରେ ପୁଣି ଜଣଙ୍କ ଜୀବନ ଯାଇଛି। ମୃତ୍ୟୁ ସଂଖ୍ୟା ୩ ରେ ପହଞ୍ଚିଛି। କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ମହିଳାଙ୍କର ଆଜି ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାଁ ଜିତା ମାଝୀ। ମୃତକ ଜିତାଙ୍କୁ ମିଶାଇ ଆମ୍ବ…

ବର୍ଡର-ଗାଭାସ୍କର ଟ୍ରଫି: ଟିମ ଇଣ୍ଡିଆକୁ ଅସୁବିଧାରେ ପକାଇପାରେ ଏହି ୫ କାରଣ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ୫ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଖେଳିବା ପାଇଁ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଏହି ସିରିଜରେ ସ୍ମରଣୀୟ ପ୍ରଦର୍ଶନ କରିବାକୁ ପଡିବ । ତେବେ ଏହି ୫ଟି କାରଣ ଟିମ ଇଣ୍ଡିଆକୁ…

ସରକାରୀ ଜମିରେ ରହିଛି ଶ୍ରୀ ବୈକୁଣ୍ଠ ଧାମ ଆଶ୍ରମ, ସ୍ପଷ୍ଟ କଲା ଜିଏ ବିଭାଗ

ଭୁବନେଶ୍ବର: ସରକାରୀ ଜମିରେ ରହିଛି ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ। ସାଧାରଣ ପ୍ରଶାସନ(ଜିଏ) ପକ୍ଷରୁ ମାପଚୁପ ପରେ ଏହା ସ୍ପଷ୍ଟ ହୋଇଛି। ୧୪୦ ଡିସିମିଲ୍‌ ସରକାରୀ ଜମିରେ ରହିଛି ଏହି ଆଶ୍ରମ। ଛୋଟ ପିଲାର ପାଦରେ ତୁଳସୀ ଦେଇ ଭଗବାନ ସଜାଇବା ପ୍ରସଙ୍ଗରେ ବିବାଦ ପରେ ଆଜି ଆଶ୍ରମ ଜମି ମାପଚୁପ…

ନୂଆ ଲୁକରେ ଟାଇଗର, ଘୋଷଣା ହେଲା ବାଗୀ ୪ର ରିିଲିଜ ତାରିଖ

ମୁମ୍ବାଇ: ଟାଇଗର ଶ୍ରଫଙ୍କ ବାଗୀ ୪ର ରିଲିଜ ତାରିଖ ଘୋଷଣା ହୋଇଛି । ଫିଲ୍ମର ଫାଷ୍ଟ ଲୁକ ଜାରୀ କରାଯିବ ସହ ପ୍ରଡ୍ୟୁସର ସାଜିଦ ନାଡିୟାଡୱାଲା ଏହା ୫ ସେପ୍ଟମ୍ବର ୨୦୨୫ ରିଲିଜ ହେବ ବୋଲି କହିଛନ୍ତି । ନୂଆ ପୋଷ୍ଟରରେ ଟାଇଗରଙ୍କୁ ସମ୍ପୂର୍ଣ୍ଣ ଏକ ଭିନ୍ନ ରୂପରେ ଦର୍ଶକ ଦେଖିବାକୁ ପାଇବେ ।…

‘ଭୁଲଭୁଲେୟା ୩’କୁ ଟକ୍କର ଦେଇ ଭୁଲ୍ କଲେ: ଆମୀର

ମୁମ୍ବାଇ: ଚଳିତ ବର୍ଷ ଦୀପାବଳିରେ ରୋହିତ ଶେଟ୍ଟୀଙ୍କ 'ସିଂଘମ ଏଗେନ' ଏବଂ ଅନିସ୍ ବାଜମିଙ୍କ 'ଭୁଲ୍ ଭୁଲେୟା ୩' ଏକାସାଙ୍ଗରେ   ରିଲିଜ୍ ହୋଇଥିଲା। ରିଲିଜ୍ ହେବାର ତିନି ସପ୍ତାହ ପରେ ଆକଳନରୁ ଜଣାପଡିଛି ଯେ 'ଭୁଲ୍ ଭୁଲେୟା' ବକ୍ସ ଅଫିସରେ ବାଜି ମାରିବାରେ ସଫଳ ହୋଇପାରିଛି। ଏହାରି ମଧ୍ୟରେ…

କ୍ରିଶ ୪ ଘୋଷଣା କରିବା ପରେ ନିର୍ଦ୍ଦେଶନାରୁ ଅବସର ନେବେ ରାକେଶ ରୋଶନ

ମୁମ୍ବାଇ: ବଲିଉଡରେ କ୍ରିଶ ଫିଲ୍ମ ମାଧ୍ୟମରେ ହ୍ରିତିକ ରୋଶନ ଓ ତାଙ୍କ ବାପା ରାକେଶ ରୋଶନ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିଛି । କ୍ରିଶର ୩ଟି ଯାକ ସଂସ୍କରଣ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି । ଏବେ ଦର୍ଶକ ବ୍ୟଗ୍ରତା ସହକାରେ ଏହାର ଚତୁର୍ଥ ସଂସ୍କରଣକୁ ଅପେକ୍ଷା କରିଛନ୍ତି । ୨୦୧୩ରେ…