Latest Odisha News

BREAKING NEWS

Yearly Archives

2024

ଧୋନିଙ୍କ ପାଇଁ ୭ଟଙ୍କିଆ କଏନ!

ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନିଙ୍କୁ ସମ୍ମାନ ଦେବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ତାଙ୍କ ନାମରେ ସାତ ଟଙ୍କାର ମୁଦ୍ରା ଜାରି କରୁଛି। କାରଣସାତ ହେଉଛି ଧୋନିଙ୍କ ଜର୍ସି ନମ୍ବର। ସୋସିଆଲ ମିଡିଆରେ ଏଭଳି ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଧୋନିଙ୍କ ନାମରେ ଏକ ସାତ…

ଯନ୍ତ୍ରୀଙ୍କ ସୁନା ଗଦାକୁ ବିଳାସ ପୂର୍ଣ୍ଣ ଜୀବନ, ଘର ତ ଘର ଛାତ ବି ମନମୋହୁଛି..

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଓଡିଶା ପୋଲିସ୍ ହାଉସିଂ ଓ୍ବେଲଫେୟାର କର୍ପୋରେସନ ବ୍ରହ୍ମପୁର ଡିଭିଜନ ଡିଜିଏମ୍ ସୁବାସ ଚନ୍ଦ୍ର ପଣ୍ଡା । ଆଜି ସକାଳେ ଭିଜିଲାନ୍ସ ଆୟ ବହିର୍ଭୂତ ସଂପତ୍ତି ଠୂଳ ଅଭିଯୋଗରେ ଯନ୍ତ୍ରୀ ବାବୁଙ୍କ ଘରେ ଚଢାଉ କରିଥିବା ଏଯାବତ କେଜିଏ ସୁନା, ଆଇଗିଣିଆରେ ୩ ମହଲା…

ଉପ-ଜିଲ୍ଲାପାଳଙ୍କ ମାଳ ମାଳ କୋଠା, ଭୁବନେଶ୍ବରରୁ ଭଦ୍ରକ ଲମ୍ବିଛି..

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଏବେ ଭିଜିଲାନ୍ସ ହାବୁଡରେ ପଡିଛନ୍ତି । ଆଜି ଏକାଧିକ ଘରେ ଭିଜିଲାନ୍ସ ଚଢାଉ କରିଥିବା ବେଳେ ବାବୁଙ୍କ କୋଠାର ତାଲିକା ଦେଖି ତାଜୁବ ହୋଇଯାଇଚି ଭିଜିଲାନ୍ସ । ଭୁବନେଶ୍ବର ଠାରୁ ଆରମ୍ଭ କରି ଭଦ୍ରକ…

୨୦୨୪ରେ ସାଉଦି ଆରବରେ ୧୦୦ ବିଦେଶୀଙ୍କୁ ଫାଶୀ

ଦୁବାଇ: ସାଉଦି ଆରବରେ ଚଳିତ ବର୍ଷ ୧୦୦ରୁ ଅଧିକ ବିଦେଶୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ସାଉଦି ପ୍ରେସ ଏଜେନ୍ସି ସୂତ୍ରରୁ ପ୍ରକାଶ ଯେ  ଶନିବାର ଦିନ ଦକ୍ଷିଣ-ପଶ୍ଚିମରେ ଥିବା ନାଜରାନରେ ଜଣେ ୟେମେନ ନାଗରିକଙ୍କୁ ଡ୍ରଗ୍ସ କାରବାରରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ମୃତ୍ୟୁଦଣ୍ଡ…

‘ଜାନୁଆରୀ ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି’

ଭୁବନେଶ୍ବର: ଆସନ୍ତା ଜାନୁଆରୀ ଶେଷ ସୁଦ୍ଧା ରତ୍ନଭଣ୍ଡାର ଗଣତି ମଣତି ଶେଷ ହେବ । ରତ୍ନଭଣ୍ଡାର ମରାମତି ସହ ଅଳଙ୍କାର ଗଣତି ମଣତି କାମ ସଂପୂର୍ଣ୍ଣ ହେବା ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏନେଇ ମନ୍ତ୍ରୀ କହିଛନ୍ତି, କାର୍ତ୍ତିକ ମାସରେ ଭକ୍ତଙ୍କ ପ୍ରବଳ ଭିଡ଼…

କେଜ୍ରିଓ୍ବାଲଙ୍କ ହାତ ଛାଡିଥିଲେ, ଆଜି ପଦ୍ମ ଧରିଲେ ଗେହଲଟ

ନୂଆଦିଲ୍ଲୀ: ପଦ୍ମ ଧରିଲେ ପୂର୍ବତନ ଆପ୍ ନେତା କୈଳାଶ ଗେହଲଟ । ଆଜି ବିଧିବଦ୍ଧ ଭାବେ ବିଜେପି ଦିଲ୍ଲୀ ମୁଖ୍ୟାଳୟକୁ ଆସି ବିଜେପିରେ ସାମିଲ ହୋଇଛନ୍ତି ଗେହଲଟ । କେନ୍ଦ୍ରମନ୍ତ୍ରୀ ମନୋହରଲାଲ ଖଟ୍ଟର ଏବଂ ବିଜେପି ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ…

ମୋଦିଙ୍କୁ ରାହୁଲଙ୍କ କଡା ନିଶାନା: କହିଲେ, ‘ଏକ ହେ, ତୋ ସେଫ ହେ’…ମୋଦି-ଆଦାନୀ ସଂପର୍କ

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଆଉ ଦିନଟେ ମାତ୍ର । ଏହାକୁ ନେଇ ସରଗରମ ହୋଇଛି ନିର୍ବାଚନ ମଇଦାନ । ଭୋଟରଙ୍କୁ ନିଜ ଆଡକୁ ଆକର୍ଷଣ କରିବା ପାଇଁ ନିଜ ନିଜର ରଣନୀତି ଦେଖାଇଛନ୍ତି ବିଭିନ୍ନ ଦଳ । ଜାତୀୟ ଦଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଏଠି କଡା ଟକ୍କର । ଏହାରି ଭିତରେ…

ଅଚ୍ୟୁତ ସାମନ୍ତଙ୍କୁ ଏଫ୍‍ଆଇଭିବି ଗ୍ରାଣ୍ଡ କ୍ରସ୍‍ ସମ୍ମାନ

ଭୁବନେଶ୍ୱର: କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଅନ୍ତର୍ଜାତୀୟ ଭଲିବଲ୍‍ ଫେଡେରେସନ୍‍ (ଏଫ୍‍ଆଇଭିବି)ର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ କ୍ରସ୍‍ ସମ୍ମାନ’ ପ୍ରଦାନ କରାଯାଇଛି। ନଭେମ୍ବର ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ପର୍ତ୍ତୁଗାଲର ପର୍ତ୍ତୋଠାରେ ଚାଲିଥିବା…

ଶୁଖୁଛି ଜଳଭଣ୍ଡାର: ଚାରି ଆଡେ ବାଲି, ଦୃଶ୍ୟମାନ ହେଲାଣି ୧୩୦ ବର୍ଷ ପୁରୁଣା ମନ୍ଦିର ଚୂଡ

ଗଞ୍ଜାମ: ଜଳବାୟୁ ପରିବର୍ତ୍ତନର ଏବେ ଉତ୍କଟ ରୂପ ଦେଖୁଛି ଦୁନିଆ । କେଉଁଠି ପାଣି ଶୁଖି ମରୁଭୂମି ପାଲଟିଲାଣି ତ, ଆଉ କେଉଁଠି ମରୁଭୂମି ସବୁଜମୟ ଦେଖାଗଲାଣି । ନା ଠିକ୍ ସମୟରେ ଋତୁ ଅନୁଭୂତ ହେଉଛି, ନା ଆବଶ୍ୟକ ଅନୁଯାୟୀ ମିଳୁଛି ବର୍ଷା, ଖରା । ଏହା କାରଣରୁ ଏବେ ରାଜ୍ୟରେ ବିଭିନ୍ନ ଜଳାଶୟରେ…

ତେଜୁଛି ବଙ୍ଗଳା ହିଂସା: କର୍ଫ୍ୟୁ ଲାଗୁ, ଇଣ୍ଟରନେଟ୍‌ ସେବା ବନ୍ଦ

କୋଲକାତା: ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲ୍ଲା ସାମ୍ପ୍ରଦାୟିକ ହିଂସା। ମୁର୍ସିଦାବାଦର ବେଲଡାଙ୍ଗା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଯାହା ପରେ କର୍ତ୍ତୃପକ୍ଷଙ୍କୁ ଉକ୍ତ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରିଛି। ଡିଜିଟାଲ ଡିସ୍‌ପ୍ଲେ ବୋର୍ଡରେ ଆପତ୍ତିଜନକ ବାର୍ତ୍ତା ପ୍ରଦର୍ଶନକୁ ନେଇ…