Latest Odisha News

BREAKING NEWS

Yearly Archives

2024

ଓପିଏଚଡବ୍ଲ୍ୟୁସି ଡିଜିଏମଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଓପିଏଚଡବ୍ଲ୍ୟୁସି (ଓଡ଼ିଶା ଷ୍ଟେଟ ପୁଲିସ ହାଉସିଂ ଆଣ୍ଡ ଓ୍ବେଲଫେୟାର କର୍ପୋରେସନ) ବ୍ରହ୍ମପୁର ଡିଭିଜନ୍‌ର ଡିସିଏମ। ଡିଜିଏମ୍(ଡେପୁଟି ଜେନେରାଲ ମ୍ୟାନେଜର) ସୁବାଷ ଚନ୍ଦ୍ର ପଣ୍ଡାଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ୍‌। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ…

ମଣିପୁରରେ ଭୟଙ୍କର ସ୍ଥିତି: ଆକ୍ସନ ମୋଡରେ ଗୃହମନ୍ତ୍ରୀ

ଇମ୍ଫାଲ: ଅଶାନ୍ତ ମଣିପୁର। ଲାଗି ରହିଛି ଉତ୍ତେଜନା। ଜଳୁଛି ସାରା ରାଜ୍। ଇମ୍ଫାଲରେ ବିଜେପି ବିଧାୟକ କଙ୍ଗଖାମ୍ ରବିନ୍ଦୋଙ୍କ ପୈତୃକ ବାସଭବନରେ ଶନିବାର ଉତ୍ତ୍ୟକ୍ତ ଲୋକ ଆକ୍ରମଣ କରିଛନ୍ତି। ଏଥିସହ ମନ୍ତ୍ରୀଙ୍କ ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଅନେକ ଗାଡିରେ ମଧ୍ୟ ନିଆଁ ଲଗାଇ…

ଲାଞ୍ଚ ନେଇ ବନ୍ଧା ହେଲେ ଇଷ୍ଟକୋଷ୍ଟ ରେଲୱେ ଡିଆରଏମ୍

ମୁମ୍ବାଇ: ଲାଞ୍ଚ ନେଇ ବନ୍ଧା ହେଲେ ଇଷ୍ଟକୋଷ୍ଟ ରେଲୱେ ଡିଆରଏମ୍। ୱାଲଟିୟର ଡିଭିଜନ୍ ଡିଆରଏମଙ୍କୁ ଗିରଫ କରିଛି ସିବିଆଇ। ୨୫ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଧରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ମୁମ୍ବାଇ ସ୍ଥିତ ଏକ ଘରୋଇ ଫାର୍ମ ମାଲିକଙ୍କଠାରୁ ଲାଞ୍ଚ ନେଉଥିଲେ। ଏହି ଘଟଣାରେ…

ଦିଲ୍ଲୀରେ ଉତ୍କଟ ବାୟୁ ପ୍ରଦୂଷଣ: ଆଜିଠୁ ଜିଆରଏପି-୪ ଲାଗୁ

ନୂଆଦିଲ୍ଲୀ: ବିଷ ବଳୟରେ ରାଜଧାନୀ ବାୟୁ। ଦିନକୁ ଦନି ଯେତେ ଶୀତ ବଢୁଛି ବାୟୁ ପ୍ରଦୂଷଣ ସେତେ ବଢୁଛି। ଉତ୍କଟ ହେଲାଣି ବାୟୁ ପ୍ରଦୂଷଣ। ବାୟୁର ମାନ ସିଭିୟର୍ ପ୍ଲସ୍ ବା ଅତି ଖରାପ ବର୍ଗରେ ପହଁଞ୍ଚିଛି। ରେକର୍ଡ ଭାଙ୍ଗିଛି AQI। ଆଜି ସକାଳୁ ଦିଲ୍ଲୀରେ ବାୟୁର ମାନ ୪୮୦ ଉପରେ ଥିବା ରେକର୍ଡ…

ବିଦ୍ୟୁତ୍‌ ନେଲା ୩ ହାତୀଙ୍କ ଜୀବନ!

ରେଢ଼ାଖୋଲ: ଜଙ୍ଗଲରୁ ୩ଟି ହାତୀର ମୃତଦେହ ଉଦ୍ଧାର ହୋଇଛି। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଂଜ ବୁରମାଲ ଜଙ୍ଗଲରୁ ଆଜି ସକାଳେ ୩ଟି ହାତୀର ମୃତଦେହ ଉଦ୍ଧାର ହୋଇଛି। ୨ଟି ବଡ଼ ହାତୀ ସହ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଛି। ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା କୁହାଯାଉଛି। ବାରହା ଶିକାର…

ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳୀନ ୧୦ଟି ସ୍ଥାନରେ ରେଡ୍

ଢେଙ୍କାନାଳ: କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ରେଡ୍। ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ ହୋଇଛି। ଅଫିସ, ସରକାରୀ କ୍ବାର୍ଟସ୍ ସମେତ ୧୦ଟି ସ୍ଥାନରେ ଏକକାଳୀନ ଚାଲିଛି ରେଡ୍।…

ଏଲିନା କଲେ ଡେଷ୍ଟିନେସନ୍ ୱେଡିଂ, ଟେର୍ ପାଇଲେନି ଫ୍ୟାନ୍ସ

ଭୁବନେଶ୍ୱର: ଅଭିନେତ୍ରୀ ଏଲିନାଙ୍କ ଡେଷ୍ଟିନେସନ ୱେଡିଂ। ବାଜିଲା ଏଲିନାଙ୍କ ସାହାନାଇ। ହେଲେ ଚେର୍ ପାଇଲେନି ଫ୍ୟାନ୍ସ। ଓଡିଶାରେ କି ଭାରତର କୌଣସି ସ୍ଥାନରେ ନୁହେଁ ବରଂ ସେ ଇଣ୍ଡୋନେସିଆ ବାଲିରେ ବିବାହ କରିଛନ୍ତି। ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କ ବହୁ ଦିନର ବନ୍ଧୁ ଅନୁରାଗ ପଣ୍ଡାଙ୍କୁ…

କଟକ ବାଲିଯାତ୍ରାରେ ବଡ ଅଘଟଣ: ବିଦ୍ୟୁତ ଆଘାତରେ ନାବାଳକ ମୃତ

କଟକ : କଟକ ବାଲିଯାତ୍ରାରେ ବଡ ଅଘଟଣ।  କରେଣ୍ଟ ଲାଗି ନାବାଳକ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି। ସାଙ୍ଗମାନଙ୍କ ସହ ବାଲିଯାତ୍ରା ବୁଲିବା ସମୟରେ ସଜା ହୋଇଥିବା ଲିଚୁ ଲାଇଟ୍ ଧରି ଦେବାରୁ ବିଦ୍ୟୁତ ଆଘାତରୁ ନାବାଳକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ନାବାଳକ ଜଗତସିଂହପୁରର…

ସଡ଼କ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

ରଣପୁର: ରଣପୁର ବ୍ଲକ ଅନ୍ତର୍ଗତ ଲୋଧାଚୁଆ ଛକଠାରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି।  ଏହି ଦୁର୍ଘଟଣାରେ ଦୁଇ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ  ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ରଣପୁର ଏନଏସି  ୯ ନମ୍ବର ମଣିନାଗ ସାହିର ବାସୁଦେବ ମହାପାତ୍ରଙ୍କ ପୁଅ କାଳିଆ…

ଓଡ଼ିଆ ବିଭବର ୭ମ ଜନ୍ମଦିନ: ଲୋକାର୍ପିତ ହେଲା ଶିଖା ଓ ରାଁସା ପତ୍ରିକାର ୱେବ୍‌ ପେଜ୍

ଭୁବନେଶ୍ବର: ଲୋକାର୍ପିତ ହେଲା ଶିକ୍ଷା ସନ୍ଧାନର ଶିଖା ଓ ରାଁସା ପତ୍ରିକାର ୱେବ୍‌ ପୃଷ୍ଠା । ଓଡ଼ିଆ ବିଭବର ୭ମ ଜନ୍ମଦିନରେ ଏହା ଲୋକାର୍ପିତ କରାଯାଇଛି। ଶିକ୍ଷାସନ୍ଧାନ ସଭାଗୃହରେ ଏହି ଦୁଇ ପତ୍ରିକାର ୱେବ୍‌ ପୃଷ୍ଠା ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି। ବହି ବା ପତ୍ରିକା ପଢିବା…