Latest Odisha News

BREAKING NEWS

Yearly Archives

2024

ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ସାଜିଛି ସଚିନଙ୍କ ପୋଷ୍ଟ

ମୁମ୍ବାଇ: ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଏକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିଛି । ସଚିନ ୩ଟି ବଡ ଗଛ ସମ୍ମୁଖରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳୁଛି । ସେ ତାଙ୍କ ପ୍ରଶଂସକଙ୍କୁ ପ୍ରଶ୍ନ କରିଛନ୍ତି ଯେ, କେଉଁ ଅମ୍ପାୟର ଷ୍ଟମ୍ପସ…

‘ଦ ସାବରମତି ରିପୋର୍ଟ’କୁ ମୋଦିଙ୍କ ପ୍ରଶଂସା; କହିଲେ ସତ ସାମ୍ନାକୁ ଆସୁଛି

ନୂଆଦିଲ୍ଲୀ: ଅଭିନେତା ବିକ୍ରାନ୍ତ ମେସିଙ୍କ ଫିଲ୍ମ 'ଦ ସାବରମତି ରିପୋର୍ଟ' ନିକଟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ର ଗୋଧ୍ରା ଘଟଣା ଉପରେ ଆଧାରିତ ହୋଇଥିବା ବେଳେ ଫିଲ୍ମଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ଯ ଦୃଷ୍ଟି ଆକର୍ଷଣ କରିଛି। ସେ ଏହି ଫିଲ୍ମକୁ ପ୍ରଶଂସା କରିବା ସହ…

କିଏ କହିଲେ ମୁଁ ସାମୀଙ୍କୁ ଅଷ୍ଟ୍ରେଲିଆ ଗସ୍ତରେ ସଙ୍ଗେ ସଙ୍ଗେ ପଠାଇ ଦିଅନ୍ତି

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତ ଜୋରଦାର ପ୍ରସ୍ତୁତି ଚଳାଇଛି । ଅବଶ୍ୟ ଏଥିନେଇ କେତେଜଣ ଖେଳାଳି ଆଘାତ ସମସ୍ୟାରେ ମଧ୍ୟ ପଡିଛନ୍ତି । ଇତି ମଧ୍ୟରେ ଭାରତର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପେସ ବୋଲର ମହମ୍ମଦ ସାମୀଙ୍କୁ ନେଇ ଚକିତ କରିବା…

ଖାଲି ପେଟରେ ଚା’ ପିଉଛନ୍ତି କି? ଅଭ୍ୟାସ ନେଇପାରେ ଜୀବନ…

ଭୁବନେଶ୍ବର: ଚା’ କିଛି ବ୍ୟକ୍ତିଙ୍କ ପାଇଁ ଏକ ଭାବାବେଗ । ଆମ ଦେଶରେ ପାଖାପାଖି ୭୨ ପ୍ରତିଶତ ବ୍ୟକ୍ତି ଦୈନନ୍ଦିନ ଭାବରେ ଚା’ ପିଅନ୍ତି । ଏମିତି କି ଆମ ଦେଶରେ ଚା’ର ବହୁଳ ମାତ୍ରାରେ ବ୍ୟବହାର ଯୋଗୁଁ ଏବେ ଭାରତକୁ ‘ଚା’ ଦେଶ’ ବୋଲି କୁହାଯାଉଛି । ଏଠି ପିଲାଙ୍କ ଠାରୁ ବଡ ଯାଏଁ ଚା’ ଏକ…

ଡମ୍ପିଂୟାର୍ଡରେ ଖତ ଖାଉଛି ପିଲାଙ୍କ ସ୍କୁଲ୍ ପୋଷାକ-ଜୋତା

ଜୟପୁର: ପିଲାଙ୍କୁ ସମାନତା ଏବଂ ଶିକ୍ଷା ପ୍ରତି ଅଧିକ ଆଗ୍ରହ ବଢାଇବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପ୍ରୋତ୍ସାହନ ଦିଆଯାଉଛି । ମଧ୍ୟାହ୍ନ ଖାଇବା ସାଙ୍ଗକୁ ସ୍କୁଲ୍ ୟୁନିଫର୍ମ ଏବଂ ଜୋତା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ହେଲେ ପିଲାଙ୍କୁ ତାହା ଯୋଗାଇ ନଦିଆଯାଇ,…

ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କଲେ ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଅଷ୍ଟ୍ରେଲୀୟ ପୂର୍ବତନ ଅଧିନାୟକ ଟିମ୍ ପେନ୍ ଭାରତୀୟ ଦଳର କୋଚ୍ ଗୌତମ ଗମ୍ଭୀରଙ୍କ କୋଚିଂକୁ ସମାଲୋଚନା କରିଛନ୍ତି। ତେବେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର…

‘କୈଳାଶଙ୍କ ଇସ୍ତଫା ପଛରେ ବିଜେପିର ଷଡଯନ୍ତ୍ର, ଚାପ ଯୋଗୁଁ ଦଳ ଛାଡିଲେ’

ନୂଆଦିଲ୍ଲୀ: ଦିଲ୍ଲୀ ମନ୍ତ୍ରୀ ତଥା ଆପ ବରିଷ୍ଠ ନେତା କୈଳାଶ ଗେହଲଟ ଦଳରୁ ଇସ୍ଥଫା ଦେବା ପରେ ଏହାକୁ ନେଇ ବିଜେପି ଉପରେ ସଙ୍ଗୀନ ଅଭିଯୋଗ ଆଣିଛି ଆପ । କୈଳାଶଙ୍କ ଇସ୍ତଫା ପଛରେ ବିଜେପିର ହିଁ ଷଡଯନ୍ତ୍ର ବୋଲି ଆପ ଦାବି କରିଛି । ଏହାକୁ ନେଇ ଆପ ସାଂସଦ ସଞ୍ଜୟ ସିଂହ କହିଛନ୍ତି, ଆଉ…

‘ମୋ ପୁଅ ଠାକୁର ନୁହେଁ’: ବିବାଦ ତେଜିବା ପରେ ମୁହଁ ଖୋଲିଲେ ନାବାଳକ ବାବାଙ୍କ ବାପା

ଭୁବନେଶ୍ବର: ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମରେ ଜଣେ ନାବାଳକଙ୍କୁ କଳ୍‌କୀ ଅବତାର କହି, ତାଙ୍କ ପାଦ ତଳେ ତୁଳସୀ ଥୋଇ ପୂଜା କରିବା ପ୍ରସଙ୍ଗ ତେଜିବା ପରେ ଏବେ ଏଥିରେ ମୁହଁ ଖୋଲିଛନ୍ତି ନାବାଳକଙ୍କ ବାପା କାଶୀନାଥ ମିଶ୍ର । ଏନେଇ କାଶୀନାଥ ସ୍ପଷ୍ଟିକରଣ ରଖି କହିଛନ୍ତି, ମୋ ପୁଅ ଠାକୁର…

ଝାନ୍ସି ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି 

ଝାନ୍ସି: ଉତ୍ତରପ୍ରଦେଶର ଝାନ୍ସି ସ୍ଥିତ ଲକ୍ଷ୍ମୀବାଇ ମେଡିକାଲ କଲେଜର ଏନଆଇସିୟୁରେ ଅଗ୍ନିକାଣ୍ଡ ଯୋଗୁଁ ନବଜାତକଙ୍କ ମୃତ୍ୟୁ ଘଟିଥିଲା। ଏବେ ଏହି ଦୁର୍ଘଟଣାରେ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ନବଜାତ ଶିଶୁର ମୃତ୍ୟୁ ଘଟିଛି। ଝାନ୍ସୀ ଜିଲ୍ଲା…

ଟ୍ରମ୍ପଙ୍କୁ ସମର୍ଥନ କରି ଅଡୁଆରେ ମସ୍କ, ଏକ୍ସ ଛାଡି ଏହି ସବୁ ପ୍ଲାଟଫର୍ମ ଆଡକୁ ମୁହାଁଉଛନ୍ତି ୟୁଜର୍ସ

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଡୋନାଲ୍ଡ ଟ୍ରମ୍ପ ଜିତିଛନ୍ତି। ଆଉ କିଛି ଦିନ ପରେ ଶପଥ ନେବେ ଟ୍ରମ୍ପ। ଏଥିରେ ଆମେରିକୀୟ ବ୍ୟବସାୟୀ ଏଲୋନ୍ ମସ୍କଙ୍କର ମଧ୍ୟ ଏକ ବଡ଼ ଭୂମିକା ରହିଛି। ନିର୍ବାଚନ ପ୍ରଚାର ସମୟରେ ମସ୍କ ଟ୍ରମ୍ପଙ୍କୁ ଖୋଲାଖୋଲି ସମର୍ଥନ କରିଥିଲେ। କିନ୍ତୁ ଏହି…