Latest Odisha News

BREAKING NEWS

Yearly Archives

2024

ଦିଲ୍ଲୀ ରାଜନୀତିରେ ହଲଚଲ୍: ଗୋଟେ ପଟେ ବିଦାୟ, ଅନ୍ୟପଟେ ସ୍ବାଗତ

ନୂଆଦିଲ୍ଲୀ: ଏବେ ନିର୍ବାଚନ ମାହୋଲ ଗରମ ରହିଥିବା ବେଳେ ରାଜ୍ୟ ତଥା ଦେଶରେ ଚାଲିଛି ଦଳ ଡିଆଁ ରାଜନୀତି । ବିରୋଧୀ ଶାସକ ଦଳକୁ, ଶାସକ ଦଳ ବିରୋଧୀ ଦଳକୁ । କେଉଁଠାରୁ ନେତା ହାତ ଛାଡୁଛନ୍ତି ତ ଆଉ କେଉଁଠି ଯାଇ ହାତ ମିଶାଉଛନ୍ତି । ଯାହାର ପ୍ରଭାବରେ ଏବେ ଦିଲ୍ଲୀ ରାଜନୀତିରେ ବଡ ହଲଚଲ୍…

ଶୀତୁଆ ସକାଳରେ ସୁନେଲି ଚାଦର ଢାଙ୍କି ହାତ ଠାରି ଡାକେ ଅଳସୀ କ୍ଷେତ…

କୋରାପୁଟ: ଶୀତୁଆ ସକାଳର ସବୁଜ କାକର । ଆଉ ଶୀତର ଆଗମନରେ ଅଳସୀର ସମ୍ଭାର । ସୁନାର ଚାଦର ଘୋଡାଇ ହୋଇ ଯେମିତି ପର୍ଯ୍ୟଟକଙ୍କୁ ହାତଠାରି ଡାକେ କୋରାପୁଟର ପ୍ରକୃତି ରାଣୀ । ଶୀତର ଆଗମନରେ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ ହୋଇଛି ଆକର୍ଷଣୀୟ ଓ ଆନମନା କରୁଛି ପର୍ଯ୍ୟଟକଙ୍କୁ। ସକାଳର କୁହୁଡି…

ଦ୍ୱିତୀୟ ବିଶ୍ବଯୁଦ୍ଧରେ ପଡ଼ିଥିଲା ବୋମା, ତଥାପି ଅକ୍ଷୁର୍ଣ୍ଣ ହାୱଡା, ଜାଣନ୍ତୁ ଏହାର ଇତିହାସ…

କୋଲକାତା: ନିଜର ଡିଜାଇନ୍ ଏବଂ ସୋନ୍ଦର୍ଯ୍ୟ ପାଇଁ କୋଲକାତାର ହାୱଡା ବ୍ରିଜ ପୁରା ବିଶ୍ୱରେ ପ୍ରସିଦ୍ଧ। ଏହା ହୁଗୁଳି ନଦୀ ଉପରେ ନିର୍ମିତ ।୧୯୩୬ ମସିହାରେ ଏହି ବ୍ରିଜର କାମ ଆରମ୍ଭ ହୋଇ ୧୯୪୨ରେ ଶେଷ ହୋଇଥିଲା। ପରେ ଏହାକୁ ୧୯୪୩ ମସିହା ଫେବ୍ରୁଆରୀ ୩ ତାରିଖରେ ସାଧାରଣ ଲୋକଙ୍କ ପାଇଁ…

ଆମ ଚାରି ପାଖରେ ଥିବା ଏହି ଛୋଟ ଜୀବ ବାସ୍ତବରେ ସବୁଠାରୁ ବୁଦ୍ଧିମାନ …

ଭୁବନେଶ୍ଵର: ସାଧାରଣତଃ ଆମେମାନେ ମହୁମାଛିକୁ ମହୁ ତିଆରି କରୁଥିବା ଏକ ଛୋଟ କୀଟ ବୋଲି ଭାବିଥାଉ । କିନ୍ତୁ ଆପଣ ଜାଣନ୍ତି କି ଏହି କ୍ଷୁଦ୍ର ଜୀବମାନେ ପୃଥିବୀର ସବୁଠାରୁ ବୁଦ୍ଧିମାନ ପ୍ରାଣୀ ଅଟନ୍ତି । ମହୁମାଛିଙ୍କର ଜଟିଳ ସାମାଜିକ ଗଠନ, ଅତ୍ୟାଧୁନିକ ସଂଚାର ପ୍ରଣାଳୀ ଏବଂ ଅସାଧାରଣ…

ବିଗିଡିଲା ସ୍ବାସ୍ଥ୍ୟବସ୍ଥା, ପ୍ରଚାର ଅଧାରୁ ଫେରିଲେ ଗୋବିନ୍ଦା

ମୁମ୍ବାଇ: ମହାରାଷ୍ଟ୍ରର ଜାଲଗାଓଁ ଜିଲ୍ଲାରେ ଶନିବାର ଦିନ ବଲିଉଡ ଅଭିନେତା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟ ହଠାତ୍ ବିଗିଡି ଯାଇଥିଲା। ସେ ସମୟରେ ରାଜ୍ୟରେ ଶାସକ ଦଳ ପାଇଁ ଏକ ରୋଡ୍ ଶୋ'ରେ ପ୍ରଚାର କରୁଥିଲେ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ପରେ ଅଭିନେତା ରୋଡ ଶୋ ଛାଡି ଅଧାରୁ ମୁମ୍ବାଇ…

ରାଜଧାନୀରେ କଳ୍କୀ ଅବତାରରେ ଶିଶୁ ବାବା ଉଭା: ମାମଲା ରୁଜୁ

ଭୁବନେଶ୍ବର: ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ଜଣେ ନାବାଳକଙ୍କୁ କଳ୍କୀ ଅବତାର କହି ପୂଜା କରିବା ପ୍ରସଙ୍ଗ ଏବେ ତେଜିବାରେ ଲାଗିଲାଣି । ଆଶ୍ରମ ଟ୍ରଷ୍ଟିଙ୍କ ବୟାନ ଏବଂ ଆଶ୍ରମ ପରିସର ଭିତକୁ ପ୍ରବେଶ ନକରେଇ ଦେବା ସନ୍ଦେହ ବଢାଇଛି । ଜଣେ ଶିଶୁକୁ ଭଗବାନଙ୍କ ଅବତାର କହି ପୂଜା କରୁଥିବାରୁ ଏହି…

ଇନଷ୍ଟା-ଫେସବୁକରେ କରିପାରିବେନି ଲାଇଭ୍ ଆତ୍ମହତ୍ୟା, ଉଦ୍ୟମ ପଣ୍ଡ କରିବ ମେଟାର ନୂତନ ଟେକ୍ନୋଲୋଜି

ଆପଣ ଜାଣନ୍ତି କି ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ପରି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଲୋକଙ୍କ ଜୀବନ ରକ୍ଷା କରୁଛି? ସେମାନଙ୍କର ପ୍ୟାରେଣ୍ଟ୍ କମ୍ପାନୀ ମେଟା ଏକ ସ୍ୱତନ୍ତ୍ର ଟେକ୍ନୋଲୋଜି ଅଧୀନରେ କାମ କରେ, ଯାହା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଉପରେ ଆଧାରିତ। ଏହାର ସାହାଯ୍ୟରେ ମେଟା…

ବନ୍ଦେ ଭାରତ ଏକ୍ସପ୍ରେସ ଖାଦ୍ୟରେ ପୋକ

ନୂଆଦିଲ୍ଲୀ: ଖାଦ୍ୟ ସେବାକୁ ନେଇ ବନ୍ଦେ ଭାରତ ଏକ୍ସପ୍ରେସ ପ୍ରାୟ ସମୟରେ ବିବାଦ ଘେରରେ ରହିଥାଏ। ପୁଣି ଥରେ ଏହି ଟ୍ରେନରେ ପରଷା ଯାଇଥିବା ଖାଦ୍ୟରେ ପୋକ ବାହାରିଥିବା ସୂଚନା ମିଳିଛି। ଏନେଇ ଜଣେ ଯାତ୍ରୀ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଯାତ୍ରୀଙ୍କୁ ପରଷା…

୨୦୩୧ ସୁଦ୍ଧା ଭାରତର ଅର୍ଥନୀତି ୭ ଟ୍ରିଲିୟନ ଡଲାର ହେବା ସମ୍ଭାବନା

ନୂଆଦିଲ୍ଲୀ: ୨୦୩୧ ସୁଦ୍ଧା ଭାରତୀୟ ଅର୍ଥନୀତିର ମୂଲ୍ୟ ୭ ଟ୍ରିଲିୟନ ଡଲାର ହେବ ଓ ଏହି ଅବଧି ମଧ୍ଯରେ ଦେଶର ଜିଡିପିର ହାରାହାରି ବାର୍ଷିକ ଅଭିବୃଦ୍ଧି ହାର ପ୍ରାୟ ୬.୭ ପ୍ରତିଶତ ହେବ। ଏନେଇ ରେଟିଂ ଏଜେନ୍ସି କ୍ରିସିଲ୍ ଦ୍ୱାରା ପ୍ରକାଶିତ ରିପୋର୍ଟରେ ସୂଚନା ଦିଆଯାଇଛି। ଏହା ସହିତ ଆହୁରି…

ଏଲିଜାବେଥଙ୍କ ପରେ ମୋଦି ପାଇବେ ନାଇଜରର ଜିକନ୍ ସମ୍ମାନ

ନୂଆଦିଲ୍ଲୀ: ତିନୋଟି ଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନାଇଜେରିଆରେ ପହଞ୍ଚିଛନ୍ତି । ନାଇଜେରିଆ ରାଜଧାନୀ ଆବୁଜାରେ ପହଞ୍ଚିବା ପରେ ନାଇଜେରିଆର ପାରମ୍ପରିକ ନୃତ୍ୟ ବାଦ୍ୟ ସହିତ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଦୀର୍ଘ ୧୭ ବର୍ଷ ପରେ…