Latest Odisha News

BREAKING NEWS

Yearly Archives

2024

ବ୍ରିଟେନ ଛତୁ ଦେଖିଲେ ହେବେ ତାଜୁବ, ଛତୁର ଓଜନ ୫କେଜି

ନୂଆଦିଲ୍ଲୀ: ବେଳେବେଳେ ନିଜରକୁ ଆସିଥିବ ଖାସ୍ କରି ବିଦେଶ ଚାଷୀଙ୍କ କ୍ଷେତରେ ବିଶାଳକାୟ କଖାରୁ ହୋଇଥାଏ ତ ହାତେ ଲମ୍ବାର ଗାଜର , ମୂଳା । ବହୁତ ଚାଷୀଙ୍କ ବିଶାଳକାୟ ପରିବାକୁ ବିଶ୍ବରେକର୍ଡରେ ସାମିଲ ମଧ୍ୟ କରାଯାଇଛି । ଏବେ ଏପରି ଏକ ଛତୁର ଚର୍ଚ୍ଚା ଚାରିଆଡେ ହେଉଛି ଯାହାର ଓଜନ ୫କେଜି ହେବ…

‘ମିସ୍‌ ଟିନ୍‌ ଇଣ୍ଡିଆ’ ହେଲେ ମାଲକାନଗିରିର ଝିଅ, ଛୁଟୁଛି ଶୁଭେଚ୍ଛାର ସୁଅ

ମାଲକାନଗିରି : ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଝିଅ ସୋନାକ୍ଷୀ ମହାପାତ୍ରଙ୍କୁ ମିଳିଛି ବଡ଼ ସଫଳତା। ରାଜ୍ୟକୁ ଗୌରବାନିତ୍ଵ କରିଥିବାରୁ ଛୁଟୁଛି ଶୁଭେଚ୍ଛା ସୁଅ।  ସେ 'ମିସ୍‌ ଟିନ୍‌ ଇଣ୍ଡିଆ' ଉପାଧି ହାସଲ କରିଛନ୍ତି।  ମାଲକାନଗିରି ଜିଲ୍ଲା ସଦର ମହାକୁମା ପାତ୍ରଗୁଡା ସାହିର…

ରାଜମୌଲୀଙ୍କ ୧୦୦୦ କୋଟି ବଜେଟ ଫିଲ୍ମରେ ଅଭିନୟ କରିପାରନ୍ତି ପ୍ରିୟଙ୍କା

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଫିଲ୍ମମେକର୍ସ ଏସଏସ ରାଜମୌଲୀ ତାଙ୍କ ଆଗାମୀ ବିଗ ବଜେଟ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବାହୂବଳୀ ଓ ଆରଆରଆର ପରେ ଏବେ ତାଙ୍କ ଫିଲ୍ମ ଉପରେ ଆନ୍ତର୍ଜାତୀୟ ଦର୍ଶକଙ୍କ ନଜର ମଧ୍ୟ ରହିଛି । ପିଙ୍କଭିଲ୍ଲାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି…

ଅମିତ ଶାହଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ ବାତିଲ

ନୂଆଦିଲ୍ଲୀ: ବାତିଲ ହୋଇଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତ  କାରଣରୁ ରାଷ୍ଟ୍ରୀୟ  ଶୋକକୁ ଦୃଷ୍ଟିରେ ରଖି ତାଙ୍କର ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି। ଏନେଇ…

କାଜାଖସ୍ତାନ ବିମାନ ଦୁର୍ଘଟଣା ନେଲା ନୂଆ ମୋଡ଼, ସନ୍ଦେହରେ ରୁଷିଆ

ନୂଆଦିଲ୍ଲୀ : କାଜାଖସ୍ତାନ ବିମାନ ଦୁର୍ଘଟଣା ଘଟଣା ନୂଆ ମୋଡ ନେଇଛି । ରୁଷିଆର କ୍ଷେପଣାସ୍ତ୍ର ମାଡ଼ରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ସହ ଖଣ୍ଡ ବିଖଣ୍ଡିତ ହୋଇ ଜଳି ଯାଇଥିବା ଅଭିଯୋଗ କରିଛନ୍ତି ପାଶ୍ଚାତ୍ୟ ଦେଶ । ହେଲେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ରୁଷିଆ । ପକ୍ଷୀ ମାଡ଼ରେ ବିମାନ…

ଟେଷ୍ଟ କ୍ରିକେଟରେ ଇତିହାସ ରଚିଲା ଜିମ୍ବାୱେ

ବୁଲାୱେ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚରେ ଜିମ୍ବାୱେ ଇତିହାସ ରଚିଛି । ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ଜିମ୍ବାୱେ ପ୍ରଥମ ଇନିଂସରେ ୫୮୬ ରନ କରି ଇନିଂସ ଘୋଷଣା କରିଛି । ଟେଷ୍ଟ କ୍ରିକେଟରେ ଏହା ଜିମ୍ବାୱେର ସର୍ବାଧିକ ସ୍କୋର । ଏହା ପୂର୍ବରୁ ୨୦୦୧ରେ ୱେଷ୍ଟଇଣ୍ଡିଜ…

୩୬ ବର୍ଷ ପରେ ଏହି ପୁସ୍ତକ ଉପରୁ ହଟିଲା ବ୍ୟାନ, ଏଥିରେ ଅଛି ସାଂଘାତିକ ସତ

ନୂଆଦିଲ୍ଲୀ : ଭାରତରେ ପ୍ରଖ୍ୟାତ ଔପନ୍ୟାସିକ ସଲମାନ୍ ରୁସ୍‌ଦିଙ୍କ ରଚିତ ପୁସ୍ତକ ଦି ସାଟାନିକ୍ ଭର୍ସେସ୍ ନେଇ ଏବେ ଚର୍ଚ୍ଚା ବଢ଼ିଛି । ପ୍ରକାଶନର ୩୬ ବର୍ଷ ପରେ ଭାରତର ବିଭିନ୍ନ ପୁସ୍ତକ ଦୋକାନରେ ଏହା ଉପଲବ୍‌ଧ ହୋଇଛି । ୧୯୮୮ରେ ସେତେବେଳର ରାଜୀବ ଗାନ୍ଧି ସରକାର, ଭାରତରକୁ ଏହି ବହିର…

କ’ଣ ଏହି ରାଷ୍ଟ୍ରୀୟ ଶୋକ? ପାଳନ ପଛରେ କ’ଣ ରହିଛି କାହାଣୀ ?

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂହଙ୍କ ପରଲୋକରେ ୭  ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ୯୨ ବର୍ଷ ବୟସରେ ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରଲୋକ ହୋଇଛି। ତାଙ୍କ ଦେହାନ୍ତରେ ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି। ଏହି ଦୁଃଖଦ ଘଟଣାରେ ରାଷ୍ଟ୍ରପତି,…

ଗଠନ ହେଲା ଓଡ଼ିଶା ଲ’ କମିଶନ; ଜଷ୍ଟିସ ବିଶ୍ବନାଥ ରଥ ଅଧ୍ୟକ୍ଷ

ଭୁବନେଶ୍ୱର: ଆଜି ଓଡ଼ିଶା ଲ’ କମିଶନ ଗଠିତ ହୋଇଛି । ଜଷ୍ଟିସ ବିଶ୍ବନାଥ ରଥ ହେଲେ ନୂଆ ଆଇନ କମିଶନ ଅଧ୍ୟକ୍ଷ । ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ କମିଶନ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଓଡିଶା ଲ’ କମିଶନରେ…

୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ଅବଦ୍ଦୁଲ ରହେମନ ମକ୍କୀର ମୃତ୍ୟୁ

ଲାହୋର: ମୁମ୍ବାଇ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦର ଶଳା ଏବଂ ପ୍ରତିବନ୍ଧିତ ଜମାତ-ଉଦ-ଦାବାର ଉପ ପ୍ରମୁଖ ହାଫିଜ ଅବଦ୍ଦୁଲ ରହେମନ ମକ୍କୀର ଶୁକ୍ରବାର ହୃଦଘାତରେ ମୃତ୍ୟୁ ହୋଇଛି । ଜମାତ-ଉଦ-ଦାବା (ଜେୟୁଡି) ଅନୁଯାୟୀ ଅବଦୁଲ ରେହମାନ ମକ୍କୀ ଗତ କିଛି ଦିନ ହେବ ଅସୁସ୍ଥ ଥିଲା ଏବଂ…