କେବଳ ଭାରତରେ ନୁହେଁ ବରଂ ଏହି ସବୁ ଦେଶରେ ମଧ୍ୟ ଚାଲେ ଭାରତୀୟ ମୁଦ୍ରା…
ନୂଆଦିଲ୍ଲୀ: ସାଧାରଣ ଭାବେ ବିଦେଶକୁ ଗଲେ ଆମକୁ ସେହି ଦେଶର କରେନ୍ସି କୁ ନେଇ ଚଳିବାକୁ ପଡିଥାଏ। କିନ୍ତୁ ଆପଣ ଜାଣନ୍ତି କି ଭାରତୀୟ ମୁଦ୍ରା ରୁପି (Rupee) କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ଚାଲିଥାଏ। ଭାରତ ବ୍ୟତୀତ ଏମିତି କିଛି ଦେଶ ଅଛି ଯେଉଁଠାରେ ଟଙ୍କାର ପ୍ରଚଳନ ଏବେ ବି ଜାରି…