Latest Odisha News

BREAKING NEWS

Yearly Archives

2024

‘ହେରା ଫେରି’ର ସୁଟିଂକୁ ନେଇ ଅକ୍ଷୟ କୁମାରଙ୍କ ବଡ଼ ଖୁଲାସା

ମୁମ୍ବାଇ: ଅକ୍ଷୟ କୁମାର ଅନେକ ମହାନ ଚଳଚ୍ଚିତ୍ର ଏବଂ ତାଙ୍କ କ୍ୟାରିୟରରେ ତାଙ୍କର ଅଭିନୟ ସହିତ ଦର୍ଶକଙ୍କୁ ମନୋରଞ୍ଜନ କରିଛନ୍ତି। ତାଙ୍କର ଏପରି ଏକ ଚିତ୍ତାକର୍ଷକ ଚଳଚ୍ଚିତ୍ର ହେଉଛି 'ହେରା ଫେରି'। ଏହାର ପରବର୍ତ୍ତୀ ଭାଗର ଚାହିଦା କ୍ରମାଗତ ଭାବରେ ବୃଦ୍ଧି ପାଇଛି। ସମ୍ପ୍ରତି ଅଭିନେତା ଏହି…

ଅଟକିଲା କଣ୍ଠଶିଳ୍ପୀଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ: ଅସୀମା ପଣ୍ଡାଙ୍କୁ ଷ୍ଟେଜରୁ ଓହ୍ଲାଇଦେଲା ପୋଲିସ

କଟକ: ଆରମ୍ଭ ହୋଇଯାଇଛି କଟକ ପ୍ରସିଦ୍ଧ ବାଲିଯାତ୍ରା। ଗତକାଲି ଅନୁଷ୍ଠିତ ହୋଇଯାଇଛି କଟକ ବାଲିଯାତ୍ରା ମହୋତ୍ସବର ଉଦଘାଟନୀ ସମାରୋହ। ଏହାସାଙ୍ଗକୁ ଆରମ୍ଭ ହୋଇଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। କିନ୍ତୁ ଏହି ବାଲିଯାତ୍ରାରେ ଶନିବାର ରାତିରେ ଘଟିଛି ଅପ୍ରୀତିକର ପରିସ୍ଥିତି। ଓଲିଉଡ କଣ୍ଠଶିଳ୍ପୀ…

ବାଲିଯାତ୍ରାରେ ବିଧାୟକଙ୍କ ମୁହଁରୁ ଅନର୍ଗଳ ଇଂରାଜୀ ଭାଷଣ ଶୁଣି ଲୋକେ ତାଜୁବ, ଭିଡିଓ ଭାଇରାଲ

ଭୁବନେଶ୍ୱର: ସୋସିଆଲ ମିଡିଆରେ ଭାଇରାଲ ହେଉଛି କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଇଂରାଜୀ ଭାଷଣ। ଗତକାଲି ଅନୁଷ୍ଠିତ କଟକ ବାଲିଯାତ୍ରା ମହୋତ୍ସବର ଉଦଘାଟନୀ ସମାରୋହରେ କଟକ ସଦର ବିଧାୟକ ଇଂରାଜୀରେ ଭାଷଣ ଦେଇଥିଲେ। ଯାହା ଆଜି ସୋସିଆଲ୍ ମିଡିଆରେ ପ୍ରବଳ ଭାଇରାଲ୍ ହେଉଛି। ଏହି…

୧୭ ବର୍ଷ ପରେ ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ଗସ୍ତରେ ମୋଦୀ: ଅବୁଜାରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ: ୩ଟି ଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଥମେ ନାଇଜେରିଆରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ନାଇଜେରିଆର ରାଜଧାନୀ ଅବୁଜାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ତେବେ ଦୀର୍ଘ ୧୭ ବର୍ଷ ପରେ ଏହି ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ଗସ୍ତରେ ଅଛନ୍ତି…

ଅଶାନ୍ତ ମଣିପୁର: ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରେ ଆକ୍ରମଣ

ଇମ୍ଫାଲ: ଜିରବାମ ଜିଲ୍ଲାରେ ୬ ଜଣଙ୍କୁ ଅପହରଣ କରିବା ଏବଂ ପରେ ୩ ଜଣଙ୍କ ମୃତଦେହ ମିଳିବା ପରେ ଇମ୍ଫାଲ ଅଞ୍ଚଳରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଲୋକେ । ମୁଖ୍ୟମନ୍ତ୍ରୀଙ୍କ ସମେତ ୩ ମନ୍ତ୍ରୀ ଏବଂ ୬ ବିଧାୟକଙ୍କ ବାସଭବନ ଉପରେ ଆକ୍ରମଣ କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ସୂଚନା ଅନୁସାରେ, ଗତକାଲି…

ଆତଙ୍କ ସୃଷ୍ଟି କଲେଣି ବୁଲା କୁକୁର, ଗୋଟିଏ ଦିନରେ ୧୭ ଜଣ ଆହତ

ଟିଟିଲାଗଡ: ଘାରିଲାଣି କୁକୁର ଆତଙ୍କ। ସହରରେ କୁକୁରଙ୍କ ଦୌରାତ୍ମ୍ୟ ସୀମା ଲଂଘିଲାଣି। କେତେବେ‌ଳେ ବାଇକ୍‌ଆରେହୀ ତ କେତେବେଳେ ସ୍କୁଲ ପିଲା ବୁଲା କୁକୁରଙ୍କ ଶିକାର ହେଉଛନ୍ତି। ପରିସ୍ଥିତି ଏମିତି ହେଲାଣି ଯେ ଏହି ବୁଲାକୁକୁର ଏଣେତେଣେ ଲୋକଙ୍କୁ ଆକ୍ରମଣ କଲେଣି। ବଲାଙ୍ଗୀର ଜିଲ୍ଲା…

ନିୟମ ନମାନିବାରୁ କଡ଼ା କାର୍ଯ୍ୟାନୁଷ୍ଠାନ, ସିଲ୍ ହେଲା ୨ଟି ବାର୍

ଭୁବନେଶ୍ୱର: ରାଜଧାନୀରେ ଅବକାରୀ ବିଭାଗର ବଡ଼ ଆକ୍ସନ। ଅପରାହ୍ନରୁ ରାତି ପର୍ଯ୍ୟନ୍ତ ବାରରେ ଚାଲିଲା ଚଢ଼ଉ। ଶେଷରେ ସିଲ୍ ହେଲା ଦୁଇଟି ବାର୍। ଶନିବାର ଅବକାରୀ ସ୍କ୍ୱାଡ ରାଜଧାନୀର ବିଭିନ୍ନ ବାରରେ ଚଢାଉ କରିଥିଲା। ବାରଗାର୍ଲଙ୍କୁ ନଚାଉଥିବା ଅଭିଯୋଗରେ ଏହି ଚଢାଉ କରାଯାଇଥିଲା। ଚଢାଉ…

ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଭ୍ୟାନ୍: ଜଣେ ମୃତ, ୧୩ ଆହତ

ମୋହନା: ପିକନିକ ହେଲା କାଳ। ଗଜପତି ଜିଲ୍ଲା ମୋହନା କେନ୍ଦୁ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ ମିନି ଭ୍ୟାନ୍ ଘାଟିରେ ଓଲଟି ପଡିଛି। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଯାତ୍ରୀ ଗୁରୁତର ହୋଇଥିବା ସୂଚନା ମିଳିଛି। ମୃତକ ଭୁବନେଶ୍ୱରର ସରୋଜିନୀ ବେହେରା ।…

ଜମିବ ଛାଡ଼ଖାଇ: ସକାଳୁ ସକାଳୁ ଆମିଷ ଦୋକାନରେ ଭିଡ, ଆକାଶ ଛୁଆଁ ଦର

ଭୁବନେଶ୍ଵର: ଗତକାଲି ଆମିଷ ବାର ନଥିଲା । ଆଜି ରବିବାର ଥିବାରୁ ଜମିବ ଛାଡଖାଇ । ସକାଳୁ ସକାଳୁ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଆମିଷ ବଜାରରେ ଗହଳି ଲାଗୁଥିବା ଦେଖିବାକୁ ମିଳିଛି । ଏହାପୂର୍ବରୁ ବଜାରରେ ଆମିଷ ଦର ଉଚ୍ଚା ରହିଛି । ସେପଟେ ସତର୍କ ରହିଛି ଖାଦ୍ୟ ସୁରକ୍ଷା ବିଭାଗ ।…

ଜାତୀୟ ପ୍ରେସ୍ ଦିବସ-୨୦୨୪; ଖୁବ ଶୀଘ୍ର ସାମ୍ବାଦିକଙ୍କୁ ମିଳିବ ପେନସନ : ରାଜ୍ୟପାଳ 

ଭୁବନେଶ୍ୱର : ରାଜ୍ୟର ସାମ୍ବାଦିକମାନଙ୍କ ପାଇଁ ଓଡ଼ିଶାରେ ପେନସନ ଯୋଜନା ଲାଗୁ କରିବାକୁ ରାଜ୍ୟପାଳଙ୍କୁ ସରକାର ପ୍ରସ୍ତାବ ଦେଲେ ତାହା କାର୍ଯ୍ୟକାରୀ କରାଯିବ । ଆସନ୍ତା ବର୍ଷ ଜାତୀୟ ପ୍ରେସ୍ ଦିବସ ପୂର୍ବରୁ ଏହି ବ୍ୟବସ୍ଥା ଲାଗୁ ହେବା ଦିଗରେ ପ୍ରଚେଷ୍ଟା ହେବ । ଏଥିସହିତ ପ୍ରତି ଜିଲ୍ଲାରେ…