ପୁଣି ରାଜଧାନୀରେ ଲଜ୍ଜା: ୭ ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗ
ଭୁବନେଶ୍ୱର: ଦିନକୁ ଦିନକୁ ଅସୁରିକ୍ଷିତ ହେବାରେ ଲାଗିଛି ସ୍ମାର୍ଟ ସିଟି ଭୁବନେଶ୍ବର । ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଲିଙ୍ଗରାଜ ଥାନା ଅଞ୍ଚଳରେ ୭ ବର୍ଷୀୟ ଝିଅକୁ ଅପହରଣ ପରେ ଦୁଷ୍କର୍ମ ନେଇ ଥାନାରେ ଏତଲା ହୋଇଥିବା ବେଳେ ଏନେଇ ଅଧିକ ତଦନ୍ତ କରୁଛି ପୋଲିସ୍ ।…