Latest Odisha News

BREAKING NEWS

Yearly Archives

2024

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର; ଭୁବନେଶ୍ୱର-ଝାରସୁଗୁଡାରୁ ଏହି ସହରକୁ ଆରମ୍ଭ ହେବ ବିମାନ ସେବା

ଭୁବନେଶ୍ୱର: ଯୋଗାଯୋଗ ବ୍ୟବସ୍ଥା କୁ ଆହୁରି ସୁଦୃଢ଼ କରିବାକୁ ରାଜ୍ୟ ସରକାର ନୂଆ ପଦକ୍ଷେପ ନେଉଛନ୍ତି । ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦରରୁ ଦେଶର ଆହୁରି ଅଧିକ ସହରକୁ ସିଧାସଳଖ ବିମାନ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି । ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ…

ମେଡିକାଲ କଲେଜରେ ଅଘଟଣ: ଜୀଅନ୍ତା ଜଳିଗଲେ ୧୦ ନବଜାତ

ଝାନ୍ସୀ: ଝାନ୍ସୀର ରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜରେ ଅଘଟଣ । ମେଡିକାଲରେ ନିଆଁ ଲାଗି ୧୦ ନବଜାତ ଜୀବନ୍ତ ଦଗ୍ଧ । ନିଆଁ କବଳରୁ ପ୍ରାୟ ୩୫ ଜଣ ନବଜାତଙ୍କୁ ଉଦ୍ଧାର କରାଯାଇ ଅନ୍ୟତ୍ର ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ମେଡିକାଲ୍‌ର ଏନଆଇସିୟୁରେ ଲାଗିଥିଲା ନିଆଁ । ତେବେ…

ଛାଡଖାଇରେ ସଂକ୍ରାନ୍ତି, ଖାଁ ଖାଁ ଆମିଷ ବଜାର

ଭୁବନେଶ୍ଵର: ଶେଷ ହୋଇଛି ଧର୍ମ ମାସ କାର୍ତ୍ତିକ । ଆଜି ହେଉଛି ଛାଡଖାଇ । ଆଜି ଘରେ ଘରେ ଆମିଷ ହୋଇଥାନ୍ତା । କାହା ଘରେ ମାଛ ତ କାହା ଘରେ ମାଂସ କସା ହୋଇଥାନ୍ତା । କେଉଁ ରାତିରୁ ଦୋକାନରେ ଗ୍ରାହକଙ୍କ ଲାଇନ ଲାଗିଥାନ୍ତା । ଚଳଚଞ୍ଚଳ ହୋଇ ଉଠିଥାନ୍ତା ଆମିଷ ବଜାର । ଭଲ ଦୁଇ ପଇସା ବେପାର…

ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ ଉପରେ ଥିବା କଟକଣା ଅବଧି ୬ମାସକୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଯେଭଳି ପ୍ରଭାବିତ ନହେବ ସେଥିପାଇଁ ଜରୁରୀକାଳୀନ ମେଡିକାଲ ସେବା ଯୋଗାଉଥିବା ଆମ୍ବୁଲାନ୍ସ କର୍ମଚାରୀମାନଙ୍କ ଆନ୍ଦୋଳନ ଉପରେ ଥିବା କଟକଣା ଅବଧିକୁ ବୃଦ୍ଧି କରାଯାଇଛି । ଆଉ ୬ ମାସ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଗୃହ ବିଭାଗ ପକ୍ଷରୁ…

‘ମୁସଲମାନଙ୍କ ଅବସ୍ଥା ବିରିୟାନୀରେ ତେଜ ପତ୍ର ଭଳି’: ବ୍ରଜେଶ ପାଠକ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁରଦାବାଦରେ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ସମାଜବାଦୀ ପାର୍ଟି (ସପା) କୁ କଡା ଟାର୍ଗେଟ କରିଛନ୍ତି। ସେ ମୁସଲମାନଙ୍କୁ ତେଜ ପତ୍ର ସହ ତୁଳନା କରିଛନ୍ତି। ସେ କହିଛନ୍ତି, ମୁସଲମାନଙ୍କ ଅବସ୍ଥା ବିରିୟାନୀରେ ଥିବା ତେଜପତ୍ର ଭଳି ହୋଇ ଯାଇଛି। ସବୁ ଦଳ ଏମାନଙ୍କୁ…

ପଶ୍ଚିମବଙ୍ଗ ଟ୍ୟାବ ସ୍କାମ: ୧୯୧୧ ଛାତ୍ରଙ୍କ ସହ ଧୋକା, ୧୧ ଗିରଫ

କୋଲକାତା : ପଶ୍ଚିମବଙ୍ଗରେ ଟ୍ୟାବ ସ୍କାମ। ୧୯୧୧ ଛାତ୍ରଛାତ୍ରୀଙ୍କ ସହ ଧୋକା। ପଥ ପଢାରେ ଉନ୍ନତି ପାଇଁ ପଶ୍ଚିମବଙ୍ଗ ସରକାର ମେଧାବୀ ଛାତ୍ରମାନଙ୍କୁ ୧୦୦୦୦ ଟଙ୍କା ଟ୍ୟାବ କିଣିବାକୁ ଦେଇଥିଲେ। ସେମାନଙ୍କ ବ୍ଯାଙ୍କ ଆକାଉଣ୍ଟକୁ ଏହି ତାଙ୍କ ଯାଇଥିଲା। ସ୍କୁଲର ୟୁଜର ଆଇଡି ଓ ପାସୱାର୍ଡ ହ୍ୟାକ…

ରାଜ୍ୟସ୍ତରୀୟ କଳା ଉତ୍ସବ: କଳା କ୍ଷେତ୍ରରେ ଓଡ଼ିଶାର ଅବଦାନ ଅତୁଳନୀୟ

ଭୁବନେଶ୍ଵର: କଳା କ୍ଷେତ୍ରରେ ଓଡ଼ିଶାର ଅବଦାନ ଅତୁଳନୀୟ। ରାଜ୍ୟସ୍ତରୀୟ କଳା ଉତ୍ସବ ୨୦୨୪  ୟୁନିଟ-୬  ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି । ଉଦଘାଟନୀ ସମାରୋହରେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଭାବେ…

ଆଇପିଏଲ ମେଗା ନିଲାମ ପାଇଁ ଜାରୀ ହେଲା ଶର୍ଟଲିଷ୍ଟ

ମୁମ୍ବାଇ: ଆଇପିଏଲ ୨୦୨୫ ମେଗା ନିଲାମ ପାଇଁ ଖେଳାଳିଙ୍କ ଶର୍ଟଲିଷ୍ଟ ଜାରୀ କରାଯାଇଛ । ଓଭରାଲ ୧୫୭୪ ଖେଳାଳି ନିଜ ନାମ ରେଜିଷ୍ଟର୍ଡ କରିଥିଲେ । ଏବେ କେବଳ ୫୭୪(୩୬୬ ଭାରତୀୟ, ୨୦୮ ବିଦେଶୀ, ଆସୋସିଏଟ ଦେଶର ୨) ଖେଳାଳିଙ୍କୁ ନିଲାମରେ ସାମିଲ କରାଯିବ । ସାଉଦି ଆରବର ଜେଦାହରେ ୨୪ ଓ ୨୫…

ଜାଣନ୍ତୁ କେବେ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ଚଳିତ ନଭେମ୍ବର ୧୮ ଏବଂ ୨୫ ତାରିଖ ଉଭୟ ସୋମବାରରେ ଭୁବନେଶ୍ୱର, ୟୁନିଟ -୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ବନ୍ଦ ରହିବ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ…