ବକ୍ସିଂ ଡେ ଟେଷ୍ଟ: ପନ୍ତ, ସୁନ୍ଦରଙ୍କ ଉପରେ ଭାରତର ଭାଗ୍ୟ ନିର୍ଭର
ମେଲବୋର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟରେ ଭାରତ ପୂନର୍ବାର ବ୍ୟାଟିଂ ବିପର୍ଯର୍୍ୟୟର ସମ୍ମୁଖୀନ ହୋଇଛି । ଅଷ୍ଟ୍ରେଲିଆର ୪୭୪ ରନ ଜବାବରେ ଭାରତ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୫ ୱିକେଟ ହରାଇ ୧୬୪ ରନ ସଂଗ୍ରହ କରିଛି । ୧୫୩ ରନରେ ଭାରତ ୩ଟି ୱିକେଟ ହରାଇଥିଲା । ମାତ୍ର ଏହା…