ନୂଆ ବାଘୁଣୀର ନାଁ ଜିନତ୍, ଶିମିଳିପାଳ ସଫ୍ଟ ଏନକ୍ଲୋଜରରେ ଛଡ଼ାଯିବା ନେଇ ସୂଚନା
ବାରିପଦା: ମହାରାଷ୍ଟ୍ରରୁ ଅଣାଯାଇଥିବା ନୂଆ ବାଘୁଣୀକୁ ଶିମିଳିପାଳ କବାଟଘାଇ ଅଞ୍ଚଳରେ ପ୍ରସ୍ତୁତ ସଫ୍ଟ ଏନକ୍ଲୋଜରରେ ଛଡ଼ାଯିବ ।ସଫ୍ଟ ଏନକ୍ଲୋଜରରେ ଛଡ଼ାଯିବା ନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ । ଶିମିଳିପାଳ ନର୍ଥର ଚହଲା ନିକଟ ସଫ୍ଟ ଏନକ୍ଲୋଜରରେ ଛଡ଼ାଯିବ । ତେବେ ତଡ଼ବା…