Latest Odisha News

BREAKING NEWS

Yearly Archives

2024

ଏବେ ଘରେ ବସି ଜାଣିପାରିବେ ଯେ କୌଣସି ସ୍ଥାନର ଏୟାର କ୍ୱାଲିଟି ଇଣ୍ଡେକ୍ସ…

ନୂଆଦିଲ୍ଲୀ: ବଦଳୁଥିବା ପାଣିପାଗ ସହିତ ଦ୍ଵାର ମୁହଁରେ ପହଞ୍ଚିଲାଣି ଶୀତ । ଚାରିଆଡେ କୁହୁଡିର ଧଳା ଚାଦର । ଧୁଆଁ ଧୁଆଁ ପାହାନ୍ତି ସକାଳ । ଶୀତ ଋତୁ ପୂର୍ବରୁ ଦିଲ୍ଲୀ-ଏନସିଆରରେ ଦେଖିବାକୁ ମିଳିଛି ଧୂଆଁ ସଦୃଶ୍ୟ କୁହୁଡି । ତେବେ କହିରଖୁଛୁ ଯେ ଏହି କୁହୁଡି ଋତୁ କାଳୀନ ନୁହେଁ ଦିଲ୍ଲୀ ବାୟୁ…

ଆ – କା – ମା – ବୈ: ଶେଷ ହେଲା ଧର୍ମ ମାସ କାର୍ତ୍ତିକ

ଭୁବନେଶ୍ଵର: କାର୍ତ୍ତିକ ପୂର୍ଣ୍ଣିମାପାଇଁ ଚଳଚଞ୍ଚଳ ସାରା ଓଡ଼ିଶା । ଭୋରୁ ଭୋରୁ ହଜାର ହଜାର ଶଦ୍ଧାଳୁ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି । ପୁରୀ ବେଳାଭୂମି, ଭୁବନେଶ୍ୱର ବିନ୍ଦୁସାଗର, କୁଆଖାଇରେ ଶ୍ରଦ୍ଧାଳକୁ ମାନେ ଭୋର ୪ ଟାରୁ ଉଠି ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇଛନ୍ତି । ବିଶ୍ୱାସ ରହିଛି…

ଅଣନିଶ୍ଵାସୀ କରୁଛି ଦିଲ୍ଲୀ ପ୍ରଦୂଷଣ, ପ୍ରାଥମିକ ବିଦ୍ୟାଳୟ ବନ୍ଦ

ନୂଆଦିଲ୍ଲୀ: ଦିନକୁ ଦିନ ଅସମ୍ଭାଳ ହେଉଛି ଦିଲ୍ଲୀ ପ୍ରଦୂଷଣ । ଅଣନିଶ୍ଵାସୀ ହୋଇଗଲେଣି ଦିଲ୍ଲୀ ବାସୀ । ସହର ଓ ଆଖପାଖ ଅଞ୍ଚଳକୁ ଘେରି ରହିଛି ପ୍ରଦୂଷଣର ଚାଦର । ପ୍ରଦୂଷଣର ମୋଟା ଆସ୍ତରଣ ଓ ଧୂଆଁଳିଆ ପରିବେଶରେ ଲୋକମାନେ ଅଣନିଃଶ୍ୱାସୀ ଅନୁଭବ କରୁଛନ୍ତି ।ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର…

ଶିମିଳିପାଳକୁ ଆସିଲା ଦ୍ଵିତୀୟ ବାଘୁଣୀ

ମୟୂରଭଞ୍ଜ: ପ୍ରଥମେ ଯମୁନା ପରେ ଆଜି ପୁଣି ଶିମିଳିପାଳକୁ ଆସିଲା ଦ୍ବିତୀୟ ବାଘୁଣୀ । ମହାରାଷ୍ଟ୍ର ତାଡ଼ବା ଅନ୍ଧାରୀ ଟାଇଗର ରିଜର୍ଭରୁ ଆସି ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟରେ ପହଞ୍ଚିଛି ଆଉ ଏକ ବାଘୁଣୀ । ଭବିଷ୍ୟତରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ବାହାର ରାଜ୍ୟରୁ ଦୁଇଟି ବାଘୁଣୀ ଆଣିବା…

ରୂପାରେ ଛାଉଣି ହେବ ଶ୍ରୀମନ୍ଦିର ସଂହଦ୍ବାର ଓ ପତିତପାବନଙ୍କ ମନ୍ଦିର

ପୁରୀ: ଶ୍ରୀମନ୍ଦିର ସିଂହଦ୍ବାର ଜମଶିଳା ତଥା ଦ୍ବାର ବନ୍ଧ ଓ ପତିତପାବନଙ୍କ ମନ୍ଦିରକୁ ସଂପୂର୍ଣ୍ଣ ଭାବେ ରୂପାରେ ଛାଉଁଣି କରାଯିବ । ଏନେଇ ଗୁରୁବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ହୋଇଛି ।…

ଆସିଲା ନୂଆ ନିୟମ; ଆଗକୁ ପରୀକ୍ଷାରେ କପି କଲେ ୫ ବର୍ଷ ଜେଲ୍..

ଭୁବନେଶ୍ବର: କେନ୍ଦ୍ରର ମାର୍ଗ ଦର୍ଶନରେ ଓଡ଼ିଶା ବିଭିନ୍ନ ସରକାରୀ ଚାକିରି ପାଇଁ ନୂଆ ନୀତି ଆପଣାଇଛି । ଚାକିରି ପାଇଁ ହେଉଥିବା ପରୀକ୍ଷା ବା ଇଣ୍ଟରଭ୍ୟୁରେ ଅସାଧୁ ଉପାୟକୁ ରୋକ୍‍ ଦେବା ଲାଗି ସରକାରଙ୍କ ପକ୍ଷରୁ ଏହି ନିୟମରେ କଡ଼ା ଦଣ୍ଡ ବିଧାନ କରାଯାଇଛି । ଓଡ଼ିଶା ସରକାରଙ୍କ ବିଭିନ୍ନ…

ଜାତୀୟ ସିନିୟର ପୁରୁଷ ହକି: ସେମିରେ ଓଡିଶା-ମଣିପୁର ମୁକାବିଲା

ଚେନ୍ନାଇ: ଜାତୀୟ ସିନିୟର ପୁରୁଷ ହକି ଚାମ୍ପିୟନଶିପର ସେମିଫାଇନାରେ ଓଡିଶା ପ୍ରବେଶ କରିଛି । ଶୁକ୍ରବାର ଖେଳାଯିବାକୁ ଥିବା ସେମିରେ ମଣିପୁରକୁ ଭେଟିବ ଓଡିଶା । କ୍ୱାର୍ଟରଫାଇନାଲ ମୁକାବିଲାରେ ଓଡିଶା ସଂଘର୍ଷପୂର୍ଣ୍ଣ ମ୍ୟାଚରେ କର୍ଣ୍ଣାଟକକୁ ପରାସ୍ତ କରିଥିଲା । ୦-୨ରେ ପଛୁଆ ରହିଥିବା ଓଡିଶା…

‘ସମବାୟ ସମିତି ଗୁଡିକ ସରକାରୀ ନିୟମ ଅନୁଯାୟୀ ଧାନ ସଂଗ୍ରହ କରନ୍ତୁ, ନହେଲେ ଦୃଢ କାର୍ଯ୍ୟାନୁଷ୍ଠାନ…

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ସ୍ଥିତ ସମବାୟ ଭବନ ପରିସରରେ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନର ଉଦ୍‌ଘାଟନ କରିଛନ୍ତି । ନଭେମ୍ବର ୧୪ ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ସମବାୟ ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ଉପସ୍ଥିତ ବିଭିନ୍ନ ସମବାୟ…

ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଥାଇଲାଣ୍ଡକୁ ହରାଇଲା ଭାରତ

ପାଟନା: ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଗୁରୁବାର ଭାରତ ୧୩-୦ ବୃହତ ଗୋଲ ବ୍ୟବଧାନରେ ଥାଇଲାଣ୍ଡକୁ ପରାସ୍ତ କରିଛି । ୨୧ ବର୍ଷୀୟା ଦୀପିକା ୫ଟି ଗୋଲ ସ୍କୋର କରିଥିଲେ । ଲାଲରେମାସିୟାମି କ୍ୟାରିୟରର ୧୫୦ତମ ମ୍ୟାଚ ଖେଳିଛନ୍ତି । ପ୍ରଥମ କ୍ୱାର୍ଟରରେ ଦୀପିକା, ପ୍ରୀତି ଦୁବେ ଓ…

ରଣଜୀ ଟ୍ରଫି: ଇତିହାସ ରଚିଲେ ସ୍ନେହଲ- କାଶ୍ୟପ

ପାଣାଜୀ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଗୋଆର ସ୍ନେହାଲ କୌଥାଙ୍କର ଓ କାଶ୍ୟପ ୱାକଲେ ଇତିହାସ ରଚିଛନ୍ତି । ପ୍ଲେଟ ଗ୍ରୁପର ଏକ ମ୍ୟାଚରେ ଗୋଆର ଏହି ଦୁଇ ବ୍ୟାଟ୍ସମ୍ୟାନ ୬୦୬ ରନର ଅପରାଜିତ ପାର୍ଟନରଶିପ ସଂଗ୍ରହ କରି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସ୍ନେହଲ ୨୧୫ ବଲରେ ୩୧୪ ଓ ୱାକଲେ…