ନଭେମ୍ବର ୨୦ରୁ ବରଗଡ଼ରୁ ଆରମ୍ଭ ହେବ ଧାନ ସଂଗ୍ରହ, ୧୫ ତାରିଖରୁ ଚାଷୀଙ୍କୁ ମିଳିବ ଟୋକେନ
ଭୁବନେଶ୍ୱର: ଖୁବ ଶୀଘ୍ର ହେବ ଧାନ ସଂଗ୍ରହ। ବ୍ୟବସ୍ଥିତ ଭାବରେ ନଭେମ୍ବର ୨୦ ରୁ ଆରମ୍ଭ ହେବ ଏହି ପ୍ରକ୍ରିୟା। ୨୦ ତାରିଖରେ ବରଗଡ ଜିଲ୍ଲାରୁ ଏହି ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେବ। ଏନେଇ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଲୋକସେବା ଭବନ ଠାରେ, ଆଗାମୀ ଧାନ ସଂଗ୍ରହ ବ୍ୟବସ୍ଥାକୁ…