Latest Odisha News

BREAKING NEWS

Yearly Archives

2024

ଅର୍ଥମନ୍ତ୍ରୀ ଥିବାବେଳେ ମନମୋହନ ସିଂ ନେଇଥିଲେ ଯୁଗାନ୍ତକାରୀ ପଦକ୍ଷେପ

ନୂଆଦିଲ୍ଲୀ: ଭାରତର ଅର୍ଥନୀତିକୁ ଏକ ନୂତନ ଦିଗ ଦେଇଥିବା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କର ଗୁରୁବାର ରାତିରେ ୯୨ ବର୍ଷ ବୟସରେ ଦେହାନ୍ତ ଘଟିଛି । ଆସନ୍ତୁ ଜାଣିବା ଅର୍ଥମନ୍ତ୍ରୀ ଥିବାବେଳେ ସେ କିପରି ଭାରତର ଅର୍ଥନୀତିକୁ ମଜବୁତ କରିଥିଲେ । ବୈଦେଶିକ ମୁଦ୍ରା…

ଜିରୋ ନାଇଟ ପାଇଁ ଦିଆଯିବ ନାହିଁ ଅସ୍ଥାୟୀ ଲାଇସେନ୍ସ, ଚୋରା ମଦ ବିକିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଜିରୋ ନାଇଟ୍ ସେଲିବ୍ରେସନ ନେଇ କଟକଣା ଜାରି କରିଛି କମିଶନରେଟ ପୋଲିସ । ୩୧ ଡିସେମ୍ବର ସନ୍ଧ୍ୟାରୁ କଡ଼ାକଡ଼ି ଚେକିଂ ହେବ। ମଦ୍ୟପାନ କରି ଗାଡି ଚଳାଇଲେ ପୋଲିସ ବାନ୍ଧିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି। ଅନ୍ୟପଟେ ଜିରୋ ନାଇଟ୍କୁ ନେଇ ମଧ୍ୟ ଅବକାରୀ ବିଭାଗ ସମ୍ପୂର୍ଣ୍ଣ…

ଚୀନର ଫାଇଟର ଜେଟ୍ ହ୍ୱାଇଟ ଇମ୍ପରରକୁ ଟକ୍କର ଦେବ ‘ତେଜସ୍ ମାର୍କ ୧ଏ’, ଜାଣନ୍ତୁ ଏହାର ବିଶେଷତା

ନୂଆଦିଲ୍ଲୀ: ଚୀନ୍‌ର ଷଷ୍ଠ ପିଢ଼ି ଯୁଦ୍ଧ ବିମାନର ପ୍ରଥମ ବିମାନକୁ ବିଶ୍ୱ ଦେଖିଛି। ଆମେରିକାକୁ ପରାସ୍ତ କରି ଚୀନ୍ ଏହାର ପରବର୍ତ୍ତୀ ପିଢ଼ିର ଯୁଦ୍ଧ ବିମାନ ଉଡ଼ାଇଲା, ଯାହାର ପ୍ରଥମ ବିମାନ ସଫଳ ହୋଇଥିଲା। ଚୀନ୍‌ର ଏରୋସ୍ପେସ୍ ସାମର୍ଥ୍ୟରେ ଏହା ଏକ ବଡ ପଦକ୍ଷେପ ବୋଲି ବିବେଚନା କରାଯାଉଛି।…

ହ୍ବାଟସଆପ୍ ର ଏହି ନୀଳ ବୃତ୍ତକୁ କିପରି ବ୍ୟବହାର କରିବେ..

ଭୁବନେଶ୍ବର: ମେଟା ଏଆଇ ହ୍ବାଟସଆପର ଏକ ବଢିଆ ଫିଚର । ୟୁଜର୍ସଙ୍କ ପ୍ରଶ୍ନର ଉତ୍ତର ଦେବା, ପାଠ୍ୟ ବିଷୟବସ୍ତୁ ତିଆରି କରିବା, ଇମେଜ ସୃଷ୍ଟି କରିବା ଏବଂ ଅନୁବାଦରେ ସାହାଯ୍ୟ କରିଥାଏ । ବର୍ତ୍ତମାନ ଏହା ଇଂରାଜୀରେ ଉପଲବ୍ଧ ଅଛି । ଏହା ଭାରତ, ଆମେରିକା,ୟୁକେ, ଅଷ୍ଟ୍ରେଲିଆ,କାନାଡା ଏବଂ…

ଏହି ୫ଟି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ପାଇଁ ମନମୋହନ ସିଂଙ୍କ ଆଗରେ ନତମସ୍ତକ ପୁରା ଦେଶ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଗୁରୁବାର ୨୬ ଡିସେମ୍ବର ରାତିରେ ଦିଲ୍ଲୀର ଏମ୍ସ ଠାରେ ରାତି ୯.୫୧ ସମୟରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ସେ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ୧୯୯୧ ମସିହାରେ ମନମୋହନ ସିଂ ରାଜନୀତିରେ ପ୍ରବେଶ…

ଆମେରିକାର କଠୋରତା! ପ୍ରତି ୬ ଘଣ୍ଟାରେ ଜଣେ ଭାରତୀୟ ୟୁଏସରୁ ହେଉଛନ୍ତି ନିର୍ବାସିତ

ନୂଆଦିଲ୍ଲୀ: ଯଦିଓ ଭାରତ ଏବଂ ଆମେରିକା ମଧ୍ୟରେ ଭଲ କୂଟନୈତିକ ସମ୍ପର୍କ ବିଷୟରେ ଆଲୋଚନା ହେଉଛି, ତଥାପି ଭାରତୀୟମାନଙ୍କୁ ନିର୍ବାସିତ କରିବା ପ୍ରକ୍ରିୟା ଜାରି ରହିଛି। ଏକ ରିପୋର୍ଟ ଅନୁଯାୟୀ, ଆମେରିକାରୁ ଭାରତୀୟ ପ୍ରବାସୀମାନଙ୍କୁ ବହିଷ୍କାର କରିବାର ଗତି ବଢିଚାଲିଛି। ଯଦି ୨୦୨୪ ମସିହାର…

ରାଜ୍ୟରେ ରହିଛନ୍ତି ନକଲି ଚାଷୀ, ଚିହ୍ନଟ ପାଇଁ ହେବ ପଞ୍ଜିକରଣ

ଭୁବନେଶ୍ବର: ରାଜ୍ୟରେ ଅନେକ ନକଲି ଚାଷୀ ବା ଅଣଚାଷୀ ରହିଛନ୍ତି । ଚାଷୀ ନହୋଇ ବି ଚାଷୀ ହେବାର ସମସ୍ତ ଫାଇଦା ଲାଭ କରୁଛନ୍ତି । ଏଥିପାଇଁ ସରକାର ପୁଣି ପଞ୍ଚିକରଣ କରିବେ । କିଛି ଏମିତି କହି ଅଣଚାଷୀଙ୍କୁ ପୂର୍ବରୁ ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।…

ଜାନୁଆରୀରୁ କଂଗ୍ରେସର ପଦଯାତ୍ରା: ବିଜେପି ବିରୋଧରେ ଭରିବ ରଣହୁଙ୍କାର

ନୂଆଦିଲ୍ଲୀ: ଜାନୁଆରୀ ୨୬ରୁ ପଦଯାତ୍ରା କରିବ କଂଗ୍ରେସ । ଆମ୍ବେଦକରଙ୍କ ବିଚାରଧାରାକୁ ନେଇ କଂଗ୍ରେସ କରିବ ସମ୍ବିଧାନ ବଞ୍ଚାଅ ଯାତ୍ରା । କଂଗ୍ରେସ ଜାନୁଆରୀ ୨୬ରୁ ସମ୍ବିଧାନ ବଞ୍ଚାଅ ପଦଯାତ୍ରା କରିବ ବୋଲି ସିଡବ୍ଲୁସିର ବୈଠକ ପରେ ସୂଚନା ଦେଇଛନ୍ତି କଂଗ୍ରେସ ନେତା ଜୟରାମ ରମେଶ । ବିଜେପି…

ମୁକେଶ ଅମ୍ବାନୀଙ୍କ ନୂଆ ବର୍ଷର ଗିଫ୍ଟ , ଏହି ପ୍ଲାନ ରିଚାର୍ଜରେ ମିଳିବ ୨୧୫୦ଟଙ୍କାର ଲାଭ

ଭୁବନେଶ୍ବର: ଆପଣ ଜିଓ ସିମ୍ ବ୍ୟବହାର କରୁଛନ୍ତି କି? ତେବେ ମୁକେଶ ଅମ୍ବାନୀଙ୍କ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ନୂଆ ବର୍ଷ ଅବସରରେ ଉପଭୋକ୍ତାମାନଙ୍କ ପାଇଁ ଏକ ମାଗଣା ଉପହାର ଦେଉଛି | କମ୍ପାନୀ ଜିଓ ଉପଭୋକ୍ତାଙ୍କୁ ୨୧୫୦ଟଙ୍କା ମୂଲ୍ୟର ଲାଭ ପ୍ରଦାନ କରୁଛି, ତେବେ ଏହି ଅଫର କ’ଣ ଏବଂ ଆପଣ…

“ଯେତେବେଳେ ମନମୋହନ ସିଂ କଥା ହୁଅନ୍ତି, ସେତେବେଳେ ସମଗ୍ର ବିଶ୍ୱ ଶୁଣନ୍ତି”: ଓବାମାଙ୍କ ପୁସ୍ତକରେ…

ନୂଆଦିଲ୍ଲୀ: ଆଉ ନାହାନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ଦିଲ୍ଲୀ ଏମ୍ସରେ ୯୨ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି । ଆଜି ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏମ୍ସର ଏମର୍ଜେନ୍ସି ୱାର୍ଡରେ…