Latest Odisha News

BREAKING NEWS

Yearly Archives

2024

ବିଜେପିର ନିର୍ବାଚନୀ ରାଲିରେ ମିଥୁନଙ୍କ ପର୍ସ ଚୋରି

ଧାନବାଦ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ​​ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସିଥିବା ମିଥୁନ ଚକ୍ରବର୍ତ୍ତୀଙ୍କ ପର୍ସ ଚୋରି ହୋଇଯାଇଛି। ସୂଚନା ଅନୁଯାୟୀ, ସେ ଧନବାଦ୍ ଜିଲ୍ଲାର ନିର୍ସା ବିଧାନସଭାରୁ ବିଜେପି ପ୍ରାର୍ଥୀ ଅପର୍ନା ସେନ୍ ଗୁପ୍ତାଙ୍କ ପାଇଁ ପ୍ରଚାର କରିବାକୁ…

ନିଲାମ ହେଲା ଟିପୁ ସୁଲତାନଙ୍କ ଖଣ୍ଡା

ନୂଆଦିଲ୍ଲୀ: ନିଲାମ ହୋଇଛି ଟିପୁ ସୁଲତାନଙ୍କ ଖଣ୍ଡା l ଏହି ଖଣ୍ଡା ଟିପୁ ସୁଲତାନଙ୍କ ବ୍ୟକ୍ତିଗତ ଅସ୍ତ୍ରଶସ୍ତ୍ରର ମଧ୍ୟରୁ ଏକ ଅଂଶ ଥିଲା l ଶ୍ରୀରଙ୍ଗପଟ୍ଟନମ ଯୁଦ୍ଧରେ ଏହି ଅସ୍ତ୍ରକୁ ବ୍ୟବହାର କରିଥିଲେ ଟିପୁ l ରିପୋର୍ଟ ଅନୁଯାୟୀ, ଏହି ଖଣ୍ଡା ବୋନହମ୍ସ ନିଲାମ ହାଉସରେ 3.17 ଲକ୍ଷ…

କାହାଣୀ ତମ୍ବୋରା ଆଗ୍ନେୟଗିରି ଉଦଗୀରଣର, ଅନେକ ଦିନ ପର୍ଯ୍ୟନ୍ତ ପଡିନଥିଲା ସୂର୍ଯ୍ୟ କିରଣ

ଭୁବନେଶ୍ୱର: ବିଗତ ଦିନରେ ପୃଥିବୀରେ ଏପରି ଅନେକ ପ୍ରାକୃତିକ ଘଟଣା ଘଟିଛି, ଯାହା ସମଗ୍ର ମାନବ ସଭ୍ୟତାକୁ ପ୍ରଭାବିତ କରିଛି l ସେଥିମଧ୍ୟରୁ ତମ୍ବୋରା ଆଗ୍ନେୟଗିରି ଉଦଗୀରଣ ଘଟଣା ଏକ l ଏହି ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ଘଟିବ ପରେ ମଧ୍ୟ ଅନେକ ଦିନ ପର୍ଯ୍ୟନ୍ତ ସେହିସ୍ଥାନରେ ସୂର୍ଯ୍ୟ…

ଆମେରିକାରେ ଟ୍ରମ୍ପ ଆସିବା ପରେ ଦୁର୍ବଳ ହେଉଛି ଭାରତର ଟଙ୍କା!

ନୂଆଦିଲ୍ଲୀ: ଦିନକୁ ଦିନ ଦୁର୍ବଳ ହେଉଛି ଟଙ୍କା। ଆମେରିକୀୟ ଡଲାର ଶକ୍ତିଶାଳୀ ହେବା ପରଠୁ ସବୁଠୁ ଦୟନୀୟ ସ୍ଥିତି ଦେଇ ଗତି କରୁଛି ଭାରତୀୟ ଟଙ୍କା। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ କ୍ରମାଗତ ଭାବେ ହ୍ରାସ ଧାରା ଜାରି ରହିଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ…

ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ; କିଛି ଜିଲ୍ଲାରେ ହାଲୁକା ବର୍ଷା, ୧୬ ପରେ ବଢ଼ିପାରେ ଶୀତ

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଥିବା କାରଣରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଛଅ ଗୋଟି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଉକ୍ତ ଜିଲ୍ଲା ଗୁଡିକ ହେଲା ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି । ଏହି ଜିଲ୍ଲା ଗୁଡିକର ଗୋଟିଏ…

ଘନ କୁହୁଡ଼ି ସହ ଭୟଙ୍କର ପ୍ରଦୂଷଣରେ କଲବଲ ଦିଲ୍ଲୀବାସୀ

ନୂଆଦିଲ୍ଲୀ: ଘନ କୁହୁଡି ଓ ପ୍ରଦୂଷଣ କାରଣରୁ ଅସ୍ତବ୍ୟସ୍ତ ହୋଇପଡିଛନ୍ତି ରାଜଧାନୀବାସୀ । ପାରଦର ହ୍ରାସ କାରଣରୁ ଥଣ୍ଡାର ପ୍ରକୋପ ବଢିବାରେ ଲାଗିଛି ଏହା ସହ ପ୍ରଦୂଷଣର ମାତ୍ରା ମଧ୍ୟ ବୃଦ୍ଧି ପାଉଛି । ଯୁଆଡେ ଦେଖିଲେ ଖାଲି ଧୂଆଁମୟ ପରିବେଶ । ବୁଧବାର ସକାଳୁ ଦିଲ୍ଲୀ-ଏନସିଆର୍‌,…

ରାସ୍ତାକଡ଼ରୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ଭଦ୍ରକ: ପୂର୍ବତନ ସରପଞ୍ଚଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର। ଭଦ୍ରକରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଅଭିଯୋଗ। ଗ୍ରାମାଞ୍ଚଳ ଥାନା ଅଧୀନ ବନ୍ଧ ଗାଁର ପୂର୍ବତନ ସରପଞ୍ଚ ଚିତ୍ତ ରଞ୍ଜନ ରାଉତଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅମ୍ୱରୋଲି ସମବାୟ ସମିତିର ସଭାପତି ଥିଲେ ବିଜେଡି ନେତା…

ଶୀଘ୍ର ଆଧାର କାର୍ଡ ସହ ପାନ ଲିଙ୍କ୍ କରିଦିଅନ୍ତୁ, ଏହି ଦିନ ରହିଛି ଶେଷ ତାରିଖ..

ଭୁବନେଶ୍ବର: ଆଇ-ଟି ବିଭାଗ ଭାରତର ସମସ୍ତ ଟିକସଦାତାଙ୍କ ପାଇଁ ଆଧାର କାର୍ଡ ସହିତ ପାନକୁ ଲିଙ୍କ କରିବା ବାଧ୍ୟତାମୂଳକ କରିଛି । ଚଳିତବର୍ଷ ଡିସେମ୍ବର ୩୧ରେ ଆଧାର କାର୍ଡ ସହିତ ପାନକୁ ଲିଙ୍କ୍ କରିବାର ପ୍ରକ୍ରିୟା ଶେଷ ହେବାକୁ ଥିବା ବେଳେ ଏହା ପୂର୍ବରୁ ଆଧାର କାର୍ଡ ସହିତ ନିଜ ପାନ କାର୍ଡକୁ…

ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ଜାରି ରହିବ କି ପ୍ରତିବନ୍ଧକ?

ନୂଆଦିଲ୍ଲୀ: ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ଆଜି ଆସିବ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି। ବୁଲଡୋଜର କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧରେ ସୁପ୍ରିମକୋର୍ଟ ଜାରି କରିପାରନ୍ତି ନିର୍ଦ୍ଦେଶାବଳୀ। କେବଳ ନିଷ୍ପତ୍ତି ଅନୁଯାୟୀ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ସେପ୍ଟେମ୍ବର ୧୭ ରେ…

ଏଲଏସିରେ ଶେଷ ହେଲା ଭାରତ-ଚାଇନାର ପ୍ରଥମ ପାଟ୍ରୋଲିଂ, ଡେମଚୋକ-ଦୀପସାଙ୍ଗକୁ ଉଭୟ ସେନାଙ୍କ ଫୋକସ୍

ଲଦାଖ: ପୂର୍ବ ଲଦାଖର ଡେମଚୋକ ଓ ଦୀପସାଙ୍ଗର ବିବାଦୀୟ ଅଞ୍ଚଳରେ ଉଭୟ ଭାରତ ଏବଂ ଚାଇନା ପ୍ରଥମ ରାଉଣ୍ଡ ପାଟ୍ରୋଲିଂ ଶେଷ କରିଛନ୍ତି। ନିକଟରେ ଦୁଇ ଦେଶ ପରସ୍ପର ସହ ଚୁକ୍ତି କରି ବିବାଦୀୟ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିଥିଲେ। ଏଥିସହ ଭିତ୍ତିଭୂମିକ ମଧ୍ୟ ହଟାଇଥିଲେ। ଅସନ୍ତୋଷ ପ୍ରକ୍ରିୟାର…