Latest Odisha News

BREAKING NEWS

Yearly Archives

2024

ଦାଢୀ କାଟିବାକୁ ଛାତ୍ରଙ୍କୁ କରାଯାଉଛି ବାଧ୍ଯ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ବେଙ୍ଗାଲୁରୁ: କର୍ଣ୍ଣାଟକର ଏକ କଲେଜରେ ପଢୁଥିବା ଜମ୍ମୁ କାଶ୍ମୀରର ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ କଲେଜ ପ୍ରଶାସନ ସେମାନଙ୍କୁ ଜୋର ଜବରଦସ୍ତ କରି ଦାଢି କାଟିବାକୁ ବାଧ୍ଯ କରୁଛନ୍ତି। ହାସନ ଜିଲ୍ଲାର ସରକାରୀ ନର୍ସିଂ କଲେଜର ଛାତ୍ରମାନେ ଦାବି କରିଛନ୍ତି ଯେ ସେମାନେ ଦାଢି ନ କାଟିଲେ…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: କାସର ଦ୍ୱାରସ୍ତ ହୋଇପାରେ ପିସିବି

ନୂଆଦିଲ୍ଲୀ: ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଖେଳାଯିବାକୁ ଅଛି । ସୁରକ୍ଷା ଦୃଷ୍ଟି କୋଣରୁ ଭାରତୀୟ ଟିମ ଏହି ଗସ୍ତରେ ଯିବାକୁ ମନା କରିଦେଇଛି । ଅବଶ୍ୟ ଏହା ବିଧିବଦ୍ଧ ଭାବେ ସ୍ପଷ୍ଟ ହୋଇନି । କେତେକ ମିଡିଆ ରିପୋର୍ଟ ଅନୁସାରେ ପାକିସ୍ତାନ କ୍ରିକେଟ ବୋର୍ଡ ଏ ନେଇ ଭାରତ ଉପରେ…

କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ? ସିଏମ ଚେହେରାକୁ ନେଇ କ’ଣ କହିଲେ ଅମିତ ଶାହ

ମୁମ୍ବାଇ: ନିର୍ବାଚନୀ ମାହୋଲ ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ମହାରାଷ୍ଟ୍ର ପାଇଁ ବିଜେପି ସଂକଳ୍ପ ପତ୍ର ଜାରି କରିଛନ୍ତି। ଏହାପରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦକୁ ନେଇ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଆମର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅଛନ୍ତି,…

ଅବସର ପରେ କ’ଣ କରିବେ ଡି.ୱାଇ ଚନ୍ଦ୍ରଚୂଡ଼… 

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ନଭେମ୍ବର ୧୦ରେ ଅବସର ନେଇଛନ୍ତି। ନଭେମ୍ବର ୧୧ରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଦେଶର ୫୧ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିବେ। ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ବୁଲଡୋଜର ଉପରେ ତାଙ୍କର ଶେଷ ରାୟ…

ଏମ୨୫ ଭୁବନେଶ୍ୱର ଆଇଟିଏଫ ୱାର୍ଲ୍ଡ ଟେନିସ ଟୁର: ଡେଲିବୋର ଜିତିଲେ ପୁରୁଷ ସିଙ୍ଗଲ୍ସ ଟାଇଟଲ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏମ୨୫ ଭୁବନେଶ୍ୱର ଆଇଟିଏଫ ୱାର୍ଲ୍ଡ ଟେନିସ ଟୁରରେ ଚେକ ରିପବ୍ଲିକର ଡେଲିବୋର ଭର୍ସିନିଆ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ରବିବାର ଅନୁଷ୍ଠିତ ଫାଇନାଲରେ ସେ ଆମେରିକାର ନିକ ଚ୍ୟାପେଲଙ୍କୁ ୬-୨, ୬-୦ ସିଧାସଳଖ ସେଟରେ ପରାସ୍ତ କରିଥିଲେ ।…

ଋଷ ଉପରେ ସବୁଠୁ ବଡ଼ ଆକ୍ରମଣ, ୩୪ ଡ୍ରୋନ ମାଡ଼ କଲା ୟୁକ୍ରେନ

କିଭ୍: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନି। ଏହାରି ମଧ୍ୟରେ ଋଷ ଉପରେ ୩୪ ଡ୍ରୋନ ମାଡ଼ କରିଛି ୟୁକ୍ରେନ। ମସ୍କୋ ଉପରେ ଏହା ସବୁଠାରୁ ବଡ ଆକ୍ରମଣ ବୋଲି କୁହାଯାଉଛି। ରବିବାର ଦିନ ୟୁକ୍ରେନ ଏହି ଆକ୍ରମଣ କରିଥିବା ଜଣାପଡିଛି। ୨୦୨୨ ମସିହାରୁ ଏହି ଯୁଦ୍ଧ ଆରମ୍ଭ…

ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ବିଜୟ ହେଲା ପାକିସ୍ତାନ

ସିଡନୀ: ପାକିସ୍ତାନ କ୍ରିକେଟ ଟିମ ୨୨ ବର୍ଷ ପରେ ଅଷ୍ଟ୍ରେଲିଆକୁ ତାର ଘରୋଇ ମାଟିରେ ଶୋଚନୀୟ ଭାବେ ପରାସ୍ତ କରି ଦିନିକିଆ ସିରିଜକୁ ୨-୧ରେ ହାତେଇଛି । ତୃତୀୟ ତଥା ନିର୍ଣ୍ଣାୟକ ଅନ୍ତିମ ଦିିନିକିଆରେ ପାକିସ୍ତାନ ୮ ୱିକେଟରେ ବିଜୟ ହାସଲ କରିଥିଲା । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୩୧.୫…

ରାଷ୍ଟ୍ରୀୟ ସାଂସ୍କୃତିକ ମହୋତ୍ସବରେ ଝଲସିବ ପିପିଲି ଚାନ୍ଦୁଆ

ଭୁବନେଶ୍ବର: ସାରା ଦେଶରେ ଚମକିବ ପିପିଲି ଚାନ୍ଦୁଆ । ରାଷ୍ଟ୍ରୀୟ ସାଂସ୍କୃତିକ ମହୋତ୍ସବରେ ସ୍ଥାନ ପାଇବ ଓଡିଶା କାରୀଗରୀଙ୍କ ହାତର କଳା । ପିପିଲି ଚାନ୍ଦୁଆକୁ ନେଇ ଏପରି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ରାଷ୍ଟ୍ରୀୟ ସାଂସ୍କୃତିକ ମହୋତ୍ସବରେ ପିପିଲି…

ଚାଷରେ ପଛରେ ପଡିଛି ଓଡିଶା, ଆନ୍ଧ୍ର ମଡେଲ ଅନୁସରଣ ପାଇଁ ପରାମର୍ଶ

ଭୁବନେଶ୍ବର: ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ଭାବେ ବେଶ୍ ଜଣାଶୁଣା । ଭାତ ଏଠିକାର ପ୍ରଧାନ ଖାଦ୍ୟ । ହେଲେ ଏବେ ଓଡିଶା କାଳେ ଚାଷ କ୍ଷେତ୍ରରେ ପଛରେ ପଡିଛି । କୃଷି ପ୍ରଧାନ ରାଜ୍ୟ ଓଡିଶା ଚାଷରେ ପଛୁଆ ରହିଛି । କୃଷିକ୍ଷେତ୍ର ନେଇ ସୂଚନା ଦେଇ କିଛି ଏପରି ରିପୋର୍ଟରେ ଦର୍ଶାଇଛି ନୀତି ଆୟୋଗ…

‘ପୂର୍ବର ସରକାରଙ୍କୁ ଅନୁକରଣ କରୁଛନ୍ତି ମୋହନ ସରକାର’

ଭୁବନେଶ୍ବର: ଯାହା ନବୀନ ସରକାର ଅମଳରେ ହୋଇଥିଲା, ତାହାକୁ ଅନୁକରଣ କରୁଛନ୍ତି ଏବେକା ସରକାର । ଓଡିଶାବାସୀଙ୍କୁ ଭ୍ରମିତ କରି ଖାଲି ମିଛରେ ବାହାଦୁରି ନେଉଛନ୍ତି ସରକାର । ନୂଆ ସରକାରରେ କିଛି ବି ନୂତନତ୍ବ ନାହିଁ ବୋଲି କହି ପ୍ରେସମିଟ କରି ବର୍ଷିଛନ୍ତି ବିଜେଡି ମୁଖପାତ୍ର ତଥା ମିଡିଆ…