Latest Odisha News

BREAKING NEWS

Yearly Archives

2024

ମହାରାଷ୍ଟ୍ରରେ ପ୍ରତିଶ୍ରୁତିର ପେଡି ଖୋଲିଲା ବିଜେପି: ଟାର୍ଗେଟରେ ମହିଳା, କୃଷକ, ଯୁବକ

ମୁମ୍ବାଇ: ବାଜି ସାରିଲାଣି ନିର୍ବାଚନୀ ବିଗୁଲ । ମଇଦାନରେ ନିଜର ପାଓ୍ବାର ଶୋ କରୁଛନ୍ତି ବିଭିନ୍ନ ଦଳ । ଗୋଟେ ପଟେ ଭାଇ ଭାଇ ଲଢେଇ ଏଥରର ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ରୋଚକ କରିଥିଲା ବେଳେ ବିଜେପି ମଧ୍ୟ ଭୋଟରଙ୍କୁ ନିଜ ଆଡକୁ ଢଳିବାକୁ ଥୋପ ଫିଙ୍ଗିସାରିଛି । ମହାରାଷ୍ଟ୍ର…

ନିର୍ବାଚନ ପରେ ଆର୍ଥିକ ସଙ୍କଟରେ କମଲା ହାରିସ୍‌, ସହାୟତା କରିବେ କି ଟ୍ରମ୍ପ ?

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପରେ ଆର୍ଥିକ ସଙ୍କଟରେ ଯୁଝୁଛନ୍ତି କମଲା ହାରିସ୍‌। କମଲା ହାରିସ୍‌ଙ୍କ ଉପରେ ରହିଛି ୨୦ ମିଲିୟନ ଡଲାରର ଋଣ। ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ନିର୍ବାଚନ ପ୍ରଚାରରେ କମଲା ହାରିସ୍ ଖର୍ଚ୍ଚ କରିବା ପରେ ଏବେ ସେ ଆର୍ଥିକ ସଙ୍କଟ ଦେଇ ଗତି…

ଝାରଖଣ୍ଡରେ ରଣହୁଙ୍କାର ଭରିବେ ମୋଦି, କରିବେ ରୋଡ ଶୋ

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନକୁ ଆଉ ଦିନ କେଇଟା । ଭୋଟରକୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଜୋର ସୋରରେ ଲାଗିପଡିଛନ୍ତି ଉଭୟ ହେମନ୍ତ ସରକାର ଏବଂ ବିଜେପି । ଆଜି ଏହାକୁ ନେଇ ଖୋଦ୍ ପ୍ରଧାନମନ୍ତ୍ରୀ ମଇଦାନକୁ ଓହ୍ଲାଇବେ । ଆଜି ପ୍ରଧାନମନ୍ତ୍ରୀ ମୋଦି ରାଞ୍ଚି ଠାରେ ମେଗା ରୋଡ…

ବିଜେପିର ରାଜନୈତିକ ଫସଲରେ ବଢୁଛି ରୋଗ, କୀଟନାଶକ ଦରକାର: ନୀତିନ ଗଡକରୀ

ନୂଆଦିଲ୍ଲୀ: ବିଜେପି ବରିଷ୍ଠ ନେତା ନୀତିନ ଗଡକରୀ ନିଜର ବୟାନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ନିର୍ଭୀକ ଓ ସ୍ପଷ୍ଟବାଦୀ ବୟାନ ପାଇଁ ବେଳେ ବେଳେ ପ୍ରଶଂସିତ ହୁଅନ୍ତି ଏବଂ ବେଳେ ବେଳେ ସମାଲୋଚନାର ମଧ୍ୟ ଶିକାର ହୁଅନ୍ତି। ସେ ନିଜ ଦଳ ବିଜେପିକୁ ମଧ୍ୟ ସମାଲୋଚନା କରିବାକୁ…

ମାନିଲାନି ଇସ୍କନ; କଲା ଅଦିନିଆ ରଥଯାତ୍ରା

ଭୁବନେଶ୍ଵର: ଏତେ ବିବାଦ ସତ୍ବେ ନିଜ ଜିଦରେ ଅଟଳ ରହିଲା ଇସ୍କନ। ଆମେରିକା ହ୍ୟୁଷ୍ଟନରେ ଅଦିନରେ ଗଡ଼ିଲା ନନ୍ଦିଘୋଷ । ଫେଷ୍ଟିଭାଲ ଅଫ ବ୍ଲିସ ନାଁରେ ରଥଯାତ୍ରା କରିଛି ଇସ୍କନ । ରଥରେ ଚତୁର୍ଦ୍ଧା ମୂର୍ତ୍ତି ନଥିଲେ ବି ନନ୍ଦିଘୋଷ ଭଳି ଅବିକଳ ରଥ ନିର୍ମାଣ କରି ଟାଣିଛି ଇସ୍କନ । ସୂଚନା…

ଭାରତୀୟ ନାଗରିକତାର ମୂଲ୍ୟ ମାତ୍ର ୧୦ ହଜାର ଟଙ୍କା !

କୋଲକାତା: ଦେଶରେ ନାଗରିକତା ସଂଶୋଧନ ଅଧିନିୟମ (CAA) ଲାଗୁ ହୋଇଛି। ଆଇନ ଅନୁଯାୟୀ କେତେ ଲୋକ ନାଗରିକତ୍ୱ ନେଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ ବଙ୍ଗଳାର ସିଲିଗୁଡ଼ିରେ ଭାରତୀୟ ନାଗରିକତ୍ୱ ପାଇବା ପାଇଁ ପ୍ରତ୍ୟେକଙ୍କୁ ଦଶ ହଜାର ଟଙ୍କାରେ ବିକ୍ରି ହେଉଛି। ନକଲି ଆଧାର…

ପୁଣି ମାତିଲେ ଲୁଟେରା: ବନ୍ଧୁକ ମୁନରେ ଲୁଟିନେଲେ ସୁନା ଚେନ୍

କଟକ: ମାଡ଼ମାରି ଫାଙ୍କା ଗୁଳି ଚଳାଇ ଲୁଟିନେଲେ ସୁନା ଚେନ୍‌ । ନରାଜ-ବିଦ୍ୟାଧରପୁର ପାହାଡ଼ ନିକଟରେ ଆତଙ୍କ ଖେଳାଇଲେ ଲୁଟେରା । ଏକ ଦମ୍ପତ୍ତିଙ୍କ ଠାରୁ ବନ୍ଧୁକ ଦେଖାଇ ସୁନା ଚେନ୍ ନେଇଗଲେ ୬ ଦୁର୍ବୃତ୍ତ । ଏନେଇ ବାରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି ଉକ୍ତ ଦମ୍ପତ୍ତି । ସୂଚନା ଅନୁସାରେ,…

ସାବାଡ ହେବେ ଶତ୍ରୁ: ନୌସେନାରେ ସାମିଲ ହେବ ଆଇଏନଏସ ତୁଶିଳ

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା। କାରଣ ବହୁ ଦିନର ଅପେକ୍ଷାରେ ଅନ୍ତ ଘଟିବାକୁ ଯାଉଛି । ଆସନ୍ତା ଡିସେମ୍ବରରେ ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଛି ଆଇଏନଏସ ତୁଶିଳ। ଫଳରେ ଶତ୍ରୁକୁ କଡା ଜବାବ ଦେବ ଭାରତୀୟ ସେନା। ସାବାଡ ହେବେ ଶତ୍ରୁ । ଡିସେମ୍ବର ୯ ତାରିଖରେ…

ପବିତ୍ର ଅଁଳା ନବମୀ, ଓଡିଆଣୀ ବେଶରେ ଶ୍ରୀରାଧା

ପୁରୀ: ଆଜି ପବିତ୍ର ଅଁଳା ନବମୀ । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିକୁ ଅଁଳା ନବମୀ ଭାବରେ ପାଳନ କରାଯାଏ । ଏହାକୁ ଅକ୍ଷୟ ନବମୀ ବୋଲି ମଧ୍ୟ କୁହାଯାଏ । ଆଜି ରାଧାପାଦ ମଧ୍ୟ ଦର୍ଶନ କରିବାର ସୌଭାଗ୍ୟ ପାଇଥାନ୍ତି ଶ୍ରଦ୍ଧାଳୁ । ହିନ୍ଦୁ ଧର୍ମରେ ଅଁଳା ନବମୀର ବିଶେଷ ମହତ୍ତ୍ବ ରହିଛି ।…

ପୁରୀ ଆସିବେ ରାଷ୍ଟ୍ରପତି, ନୌସେନାର ଦିବସରେ ହେବେ ସାମିଲ

ଭୁବନେଶ୍ଵର: ଡିସେମ୍ବର ପ୍ରଥମ ସପ୍ତାହରେ ଓଡ଼ିଶା ଆସିବେ ରାଷ୍ଟ୍ରପତି । ଡିସେମ୍ବର ୪ରେ ପୁରୀ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତୀୟ ନୌସେନାର ସମରାଭ୍ୟାସରେ ହେବେ ସାମିଲ । ଡିସେମ୍ବର ୪ ନୌସେନା ଦିବସ ଉପଲକ୍ଷେ ଆୟୋଜିତ ହେବ ସମରାଭ୍ୟାସ । ପୁରୀର ବ୍ଲୁ ଫ୍ଲାଗ ବେଳାଭୂମିରେ…