Latest Odisha News

BREAKING NEWS

Yearly Archives

2024

ଶ୍ମଶାନରୁ ଅର୍ଦ୍ଧଦଗ୍ଧ ଶବ ଜବତ, ବୋହୁ କରୁଥିଲା ଶାଶୁର ଶବଦାହ

ଭୁବନେଶ୍ଵର: ଭୁବନେଶ୍ବର ସତ୍ୟନଗର ଶ୍ମଶାନରୁ ଅର୍ଦ୍ଧଦଗ୍ଧ ଶବ ଜବତ । ବୋହୂ କାହାକୁ ନ ଜଣାଇ ଶାଶୁର ଶବ ଦାହ କରାଉଥିବା ଅଭିଯୋଗ ହୋଇଛି । ମୃତକ ହେଲେ ବ୍ରହ୍ମଗିରି ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ଧର୍ମପତ୍ନୀ । ତେବେ ପୋଷ୍ଟମର୍ଟମ ନ କରି ଶବ ଦାହ କରୁ୍ଥିବା ନେଇ ଅଭିଯୋଗ କରିଥିଲେ ସମ୍ପର୍କୀୟ…

ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ପ୍ଲାଷ୍ଟିକ ମନା

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ଅଣବିଘଟନ ପ୍ଲାଷ୍ଟିକ ମନା । ଛାତ୍ରଛାତ୍ରୀ କିଭଳି ପ୍ଲାଷ୍ଟିକ ବ୍ୟବହାର ନ କରିବେ ସେନେଇ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଯିବ । କଲେଜ କ୍ୟାଣ୍ଟିନ୍, ହଷ୍ଟେଲକୁ ଏକକ ବ୍ୟବହାର ପ୍ଲାଷ୍ଟିକ ଆସିବନି । ତେବେ ପ୍ଲାଷ୍ଟିକ ବୋତଲ ବଦଳରେ ଅନ୍ୟ…

“କନଫାଇନଡ୍ ସ୍ନେକ ରେସ୍କ୍ୟୁ” କର୍ମଶାଳା: ସାପ ଧରିବେ କେମିତି?

ଭୁବନେଶ୍ଵର: ସ୍ନେକ୍ ହେଲ୍ପ ଲାଇନ ଏବଂ ସିଟି ଫରେଷ୍ଟ ଡିଭିଜନ ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି "କନଫାଇନଡ୍ ସ୍ନେକ ରେସ୍କ୍ୟୁ" କର୍ମଶାଳା । ଏଇ କର୍ମଶାଳାରେ ରାଜ୍ୟର ବିଭିନ୍ନ କୋଣରୁ ପ୍ରାୟ ୭୫ ଜଣ ସାପ ଉଦ୍ଧାରକାରୀ ଏବଂ ସିଟି ଫରେଷ୍ଟ ଏବଂ ଚନ୍ଦକା ଡିଭିଜନ ର ମୋଟ ୪୦ ଜଣ ବନ…

ଖଣ୍ଡଗିରି ଓଭରବ୍ରିଜରେ ସିଏନଜି ଟ୍ୟାଙ୍କରରୁ ଗ୍ୟାସ ଲିକ୍

‌ଭୁବନେଶ୍ବର :  ଭୁବନେଶ୍ବର ଖଣ୍ଡଗିରି ସ୍ଥିତ ହାଇଓ୍ବେ ଉପରେ ସିଏନଜି ଟ୍ୟାଙ୍କରରୁ ଗ୍ୟାସ ଲିକ୍ । ଫଳରେ ଖଣ୍ଡଗିରି ଅଞ୍ଚଳ ଗ୍ୟାସରେ ଗନ୍ଧମୟ ହୋଇପଡିଛି। ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଉଭୟ ପଟରୁ ଗାଡି ଚଳାଚଳ ବନ୍ଦ ରହିଛି। ଖବର ପାଇବା ପରେ ଘଟଣା ସ୍ଥଳରେ…

ଏଏମୟୁରେ କେବଳ ମୁସଲମାନଙ୍କ ସଂରକ୍ଷଣ ବିରୋଧରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଅଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟକୁ ନେଇ ମୁସଲମାନଙ୍କ ସଂରକ୍ଷଣ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଉତ୍ତର ପ୍ରଦେଶରେ  ରାଜନୀତି ଜୋର ଧରିଛି । ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଲିଗଡ଼ର ଖେର ଆସନରେ ନିର୍ବାଚନ ପ୍ରଚାର ସମୟରେ ଅଲିଗଡ଼ ମୁସିଲମ୍…

କଶ୍ମୀରର ବାରାମୁଲାରେ ୨୪ ଘଣ୍ଟାରେ ପୁଣି ଏନକାଉଣ୍ଟର, ଜଣେ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ବାରାମୁଲା ଜିଲ୍ଲାରେ ଶନିବାର ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ୨୪ ଘଣ୍ଟା ମଧ୍ୟରେ ପୁଣି ଏନକଉଣ୍ଟର ହୋଇଛି। ସୋପୋରର ରାମପୁର ଅଞ୍ଚଳରେ ଏହି ଗୁଳି ବିନିମୟ ହୋଇଥିଲା। କାଶ୍ମୀର ଜୋନ୍ ପୋଲିସ ସୂଚନା ଅନୁଯାୟୀ, ରାମପୁର ଅଞ୍ଚଳରେ…

ଭୁବନେଶ୍ୱର ଆଇଟିଏଫ ୱାର୍ଲ୍ଡ ଟେନିସ ଟୁର: କବୀର-ରିଷବ ରନର୍ସଅପ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମର ଟେନିସ ସେଂଟରରେ ଚାଲିଥିବା ଏମ୨୫ ଭୁବନେଶ୍ୱର ଆଇଟିଏଫ ୱାର୍ଲ୍ଡ ଟେନିସ ଟୁର ୨୦୨୪ରେ ଓଡିଶାର କବୀର ହନ୍ସ ଓ ତାଙ୍କ ସାଥୀ ରିଷବ ଅଗ୍ରୱାଲ ଅଳ୍ପକେ ଚାମ୍ପିୟନ ହେବାରୁ ରହି ଯାଇଛନ୍ତି । ପୁରୁଷ ଡବଲ୍ସରେ ସେମାନେ ରନର୍ସପଅ ହୋଇଛନ୍ତି । ଫାଇନାଲ ମୁକାବିଲାରେ…

ରାମ ମନ୍ଦିର ନିର୍ମାଣରେ ଲାଗିବ ଆହୁରି ୩ ମାସ, ସୂଚନା ଦେଲେ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ

ନୂଆଦିଲ୍ଲୀ:  ଅଯୋଧ୍ୟାରେ ରାମ ମନ୍ଦିର ଜୁନ୍ ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ହୋଇପାରିବ ନାହିଁ। ନିର୍ମାଣରେ ଆହୁରି ୩ ମାସ ଅଧିକ ସମୟ ଲାଗିବ ଓ ଏହା ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ପୁରା ହେବା ନେଇ ସୂଚନା ମିଳିଛି। ଅଯୋଧ୍ୟାରେ ଚଳିତ ବର୍ଷ ଆରମ୍ଭରୁ ୨୨ ଜାନୁଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ସିକେ ନାୟୁଡୁ ଟ୍ରଫି: ୪୦୦ ବ୍ୟକ୍ତିଗତ ରନ କରି ଇତିହାସ ରଚିଲେ ଯଶବର୍ଦ୍ଧନ, ରହିଛି ୫୦୦ ରନ କରିବା ସୁଯୋଗ

ନୂଆଦିଲ୍ଲୀ: ଚଳିତ ସିକେ ନାୟୁଡୁ ଟ୍ରଫିରେ ହରିୟାଣାର ଓପନର ଯଶବର୍ଦ୍ଧନ ଦଲାଲ ଇତିହାସ ରଚିଛନ୍ତି । ସେ ପ୍ରଥମ ବ୍ୟାଟ୍ସମ୍ୟାନ ଏହି କ୍ରିକେଟର ଏହି ଫର୍ମାଟରେ ୪୦୦ରୁ ଊର୍ଦ୍ଧ୍ୱ ସ୍କୋର କରିଛନ୍ତି । ମୁମ୍ବାଇ ବିପକ୍ଷ ମୁକାବିଲାର ଦ୍ୱିତୀୟ ଦିବସରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି ।…

ଦୁବାଇରେ ଅନୁଷ୍ଠିତ ହେଲା ମୋଦୀ@୨୦ ଅନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ୱର: ପୂର୍ବ ଭାରତର ଅଗ୍ରଣୀ କଳା ଅନୁଷ୍ଠାନ ସୁଭଦ୍ରା ଆର୍ଟ ଗ୍ୟାଲେରୀ, ଭୁବନେଶ୍ୱର, ଦୁବାଇ ଓଡ଼ିଆ ସମାଜ ଏବଂ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଆଜି ଦୁବାଇ ଇଣ୍ଟରନ୍ୟାସନାଲ ଆର୍ଟ ସେଣ୍ଟର ଠାରେ ମୋଦୀ@୨୦ ଅନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି।…