Latest Odisha News

BREAKING NEWS

Yearly Archives

2024

କଟକ ଗଣଦୁଷ୍କର୍ମ ପ୍ରସଙ୍ଗ: ପୋଲିସ ଡିଜିଙ୍କୁ ଭେଟିଲେ ବିଧାୟିକା ସୋଫିଆ ଫିରଦୋସ୍

କଟକ : କଟକ ଗଣଦୁଷ୍କର୍ମ ମାମଲାରେ ପୋଲିସ ଡିଜିଙ୍କୁ ଭେଟିଛନ୍ତି କଟକ ବାରବାଟୀ ବିଧାୟିକା ସୋଫିଆ ଫିରଦୋସ୍ । ଏନେଇ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ପ୍ରତିକ୍ରିୟାରେ ସୋଫିଆ କହିଛନ୍ତି, ଦଶହରା ସମୟରୁ କଟକରେ ଏହି ଗଣଦୁଷ୍କର୍ମ ହୋଇଥିଲା। ପୀଡ଼ିତାଙ୍କ ପରିବାର ଲୋକ ଅଭିଯୋଗ ନେଇ…

ବିଶ୍ୱରେକର୍ଡଧାରୀଙ୍କୁ କୋଚ ନିଯୁକ୍ତ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଭାରତର ଜାଭେଲିନ ଥ୍ରେୟାର ନୀରଜ ଚୋପ୍ରା କୋଚ ବଦଳାଇଛନ୍ତି । ଶନିବାର ସେ ୩ ଥର ଅଲିମ୍ପିକ୍ସ ଚାମ୍ପିୟନ ଓ ବିଶ୍ୱରେକର୍ଡଧାରୀ ଜାନ ଜେଲଜନୀଙ୍କୁ ନିଜର ନୂତନ କୋଚ ଭାବେ ନିଯୁକ୍ତ କରିଛନ୍ତି । ଚେକ ରିପବ୍ଲିକର ଜାନ ୧୯୯୨, ୯୬ ଓ ୨୦୦୦…

ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ଜାତୀୟ ଶିକ୍ଷା ନୀତି

ଭୁବନେଶ୍ଵର: ଚଳିତ ବର୍ଷରୁ ଲାଗୁ ହେବ ଜାତୀୟ ଶିକ୍ଷା ନୀତି। ଉଚ୍ଚ ଶିକ୍ଷା କ୍ଷେତ୍ରରେ ୨୦୨୪-୨୫ ଶିକ୍ଷା ବର୍ଷରେ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ହେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ସରକାର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ…

ଖୁବ୍‌ଶୀଘ୍ର ପୂରଣ ହବ ରାଜ୍ୟରେ ଖାଲିଥିବା ହୋମ୍‌ ଗାର୍ଡ ପଦବୀ

ଭୁବନେଶ୍ୱର,୯।୧୧: ରାଜ୍ୟରେ ହୋମ୍‌ଗାର୍ଡଙ୍କ ନିଯୁକ୍ତି ଉପରେ ଥିବା ରହିତାଦେଶକୁ ପ୍ରତ୍ୟାହୃତ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହା ପ୍ରତ୍ୟାହୃତ ହୋଇଛି। ଏହାଦ୍ବାରା ରାଜ୍ୟରେ ଖାଲିଥିବା ହୋମ୍‌ଗାର୍ଡ ପଦବୀ ଖୁବ୍‌ଶୀଘ୍ର ପୂରଣ ହୋଇ ପାରିବ।…

ଆମ୍ବ ଟାକୁଆ ଜାଉ ମୃତ୍ୟୁ ବିବାଦ ଭିତରେ ଆଇଏଏସ୍‌ ସ୍ତରରେ ଅଦଳବଦଳ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରୁ ହଟିଲେ…

ଭୁବନେଶ୍ଵର: ଆଇଏଏସ୍‌ ସ୍ତରରେ ହୋଇଛି ବଡ ଅଦଳବଦଳ। ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । କନ୍ଧମାଳରେ ବିଷାକ୍ତ ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା ବିବାଦ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହାରି ଭିତରେ ବଦଳିଛନ୍ତି ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ ବୀର ବିକ୍ରମ…

ମହିଳାଙ୍କ ଅମାନୁଷିକ କାର୍ଯ୍ୟ, ପେଟ୍ରୋଲ ଢାଳି ୫ କୁକୁର ଛୁଆଙ୍କୁ ଜାଳିଦେଲେ

ମେରଟ: ମେରଟରେ ଏକ ଚାଞ୍ଚଲ୍ୟକର ଘଟଣା ଘଟି ଯାଇଛି।ଏଠାରେ ପାଞ୍ଚଟି ବୁଲା କୁକୁର ଛୁଆଙ୍କୁ ପେଟ୍ରୋଲ ପକାଇ ଜାଳି  ଦିଆଯାଇଛି। ଫଳରେ ସେମାନେ ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁବରଣ କରିଛନ୍ତି। ଏହି ଘଟଣାରେ ପୋଲିସ ଦୁଇଜଣ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅଭିଯୁକ୍ତ ମହିଳାମାନେ ଦୁଇ…

ଗମ୍ଭୀରଙ୍କୁ ଟେଷ୍ଟ କୋଚ ପଦରୁ ହଟା ଯାଇପାରେ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜରେ କ୍ଲିନ ସୁଇପ ହେବା ଯୋଗୁ ଭାରତୀୟ କ୍ରିକେଟ ଟିମର କୋଚ ଗୌତମ ଗମ୍ଭୀର ଓ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ବିସିସିଆଇ ଅସନ୍ତୁଷ୍ଟ ରହିଛି । ବର୍ଡର-ଗାଭାସ୍କର ଟ୍ରଫିରେ ଭାରତର ପ୍ରଦର୍ଶନ ଉପରେ ଗମ୍ଭୀରଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ନିର୍ଭର…

ପଦ୍ମ ପୁରସ୍କାର ବିଜେତାଙ୍କୁ ମାସିକ ୩୦ ହଜାର ଟଙ୍କା ପ୍ରଦାନ ଘୋଷଣା

ଭୁବନେଶ୍ୱର: ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ମାସିକ ୩୦ ହଜାର ଟଙ୍କା ପ୍ରଦାନ ନେଇ ଶନିବାର ଘୋଷଣା କରିଛନ୍ତି ଓଡିଶା ସରକାର। ସରକାରୀ ସୂତ୍ର ଅନୁଯାୟୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ)…

ବିଜେଡି କାଉନସେଲରଙ୍କ ଘରୁ ୪ ମାସର ଶିଶୁପୁତ୍ର ଉଦ୍ଧାର

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ରେମୁନାରେ ଥିବା ଜଣେ ବିଜେଡି କାଉନସିଲରଙ୍କ ଘରୁ ଶନିବାର ଦିନ ଏକ ଚାରି ମାସର ଶିଶୁପୁତ୍ର ଉଦ୍ଧାର କରାଯାଇଛି। ଶିଶୁଟିକୁ ବେଆଇନ ଭାବେ ସେଠାରେ ରଖାଯାଇଥିବା ଅଭିଯୋଗ ହୋଇଥିଲା। ସୂତ୍ରରୁ ପ୍ରକାଶ ଯେ ରେମୁନାରେ ୱାର୍ଡ ନମ୍ବର ୧୧ର ବିଜେଡି କାଉନସିଲରଙ୍କ…

ଦିନକୁ ୭ ଘଣ୍ଟାରୁ କମ୍ ଶୋଇବା ଭଲ ନା ଖରାପ ? ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ…

ସୁସ୍ଥ ରହିବା ପାଇଁ ଶୋଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିଦ୍ରା ଅଭାବ ଶରୀରରେ ଅନେକ ରୋଗ ସୃଷ୍ଟି କରିପାରେ। ଶୋଇବା ଆପଣଙ୍କୁ ପ୍ରତ୍ୟେକ ଦିନ କାମ ପାଇଁ ନୂତନ ଶକ୍ତି ଦେଇଥାଏ ଯାହା ସାହାଯ୍ୟରେ ଆପଣ ଦୈନନ୍ଦିନ କାର୍ଯ୍ୟ କରନ୍ତି। ଶୋଇବା ସମୟରେ ଆମ ଶରୀରରେ ଅନେକ ହରମୋନ୍ ନିର୍ଗତ ହୁଏ ଯାହା…