Latest Odisha News

BREAKING NEWS

Yearly Archives

2024

ଭିଜିଲାନ୍ସ ପଞ୍ଝାରୁ ଖସି ପଳାଇଲେ ଲାଞ୍ଚୁଆ ଏଏସଆଇ

ଧର୍ମଗଡ଼: ଭିଜିଲାନ୍ସ ପଞ୍ଝାରୁ ଖସି ପଳାଇଲେ ଲାଞ୍ଚୁଆ ଏଏସଆଇ l କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଏଏସଆଇ ମୁକୁନ୍ଦ ଖେମୁଣ୍ଡୁ ଭିଜିଲାନ୍ସ ପଞ୍ଝାରୁ ଫେରାର l ଏକ ମାମଲାର ରଫାଦଫା ପାଇଁ ୩୫୦୦ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହେବା ପରେ ମୁକୁନ୍ଦ ଖେମୁଣ୍ଡୁଙ୍କୁ ଧରିଥିଲା ଭିଜିଲାନ୍ସ l…

ଅଫେରା ରାଇଜରେ ମନମୋହନ ସିଂ, ନଜର ପକାନ୍ତୁ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଉପରେ

ନୂଆଦିଲ୍ଲୀ: ଆରପାରିର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ୯୨ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭାରତ ହରାଇଛି ଜଣେ ମହାନ୍ ଅର୍ଥନୀତିଜ୍ଞ ଆଉ ଜଣେ ସରଳ ବ୍ୟକ୍ତିତ୍ବ ମାର୍ଗଦର୍ଶକ । ଆସନ୍ତାକାଲି ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ…

ଆସନ୍ତାକାଲି ପଞ୍ଚଭୂତରେ ଲୀନ ହେବ ଡକ୍ଟର ସିଂହଙ୍କ ପାର୍ଥୀବ ଶରୀର

ନୂଆଦିଲ୍ଲୀ: ସବୁଦିନ ପାଇଁ ଆମକୁ ଛାଡି ଚାଲିଯାଇଛନ୍ତି ଦେଶର ବିଚକ୍ଷଣ ଅର୍ଥଶାସ୍ତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ । ଆସନ୍ତାକାଲି ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଶନିବାର ତାଙ୍କର ଶେଷକୃତ୍ୟ ଅନୁଷ୍ଠିତ ହେବା ନେଇ କଂଗ୍ରେସ ପକ୍ଷରୁ…

କ୍ରେଡିଟ୍‌ କାର୍ଡ ବକେୟା ଉପରେ ୩୦%ରୁ ଅଧିକ ସୁଧ ଆଦାୟ କରିପାରିବ ବ୍ୟାଙ୍କ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଷୋହଳ ବର୍ଷ ପୁରୁଣା ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ (ଏନସିଡିଆର୍‌ସି) ଏକ ମାମଲାର ଶୁଣାଣି କରିଛନ୍ତି। ଏହି ମାମଲାରେ କ୍ରେଡିଟ୍‌ କାର୍ଡ ବକେୟା ଉପରେ ୩୦%ରୁ ଅଧିକ ସୁଧ ଆଦାୟକୁ ଅନୁଚିତ ବୋଲି ରାୟ ଦେଇଛନ୍ତି। ଅର୍ଥାତ କ୍ରେଡିଟ୍‌ କାର୍ଡ ବକେୟା ଉପରେ…

ପ୍ରିୟର ଦେଶବାସୀ….ଶେଷ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ କିଛି ଏମିତି କହି ବିଦାୟ ନେଇଥିଲେ ମନମୋହନ

ନୂଆଦିଲ୍ଲୀ: ଆଜି ଆଉ ଆମ ସହିତ ନାହାନ୍ତି ମନମୋହନ ସିଂ । ୯୨ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭାରତ ହରାଇଛି ଜଣେ ମହାନ୍ ଅର୍ଥନୀତିଜ୍ଞ ଆଉ ଜଣେ ସରଳ ବ୍ୟକ୍ତିତ୍ବ ମାର୍ଗଦର୍ଶକ । ଏଭଳି ପରିସ୍ଥିତିରେ ଲୋକମାନେ ତାଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ବିଭିନ୍ନ…

ଶୁଖିନି ଚାଷୀ ଆଖିର ଲୁହ: ଧୋଇଗଲା ସବୁ ଆଶା, ପୁଣି ଡରାଇଲାଣି ବର୍ଷା

ଭୁବନେଶ୍ବର: ଲଗାତାର ଦୁଇଟି ପର୍ଯ୍ୟାୟର ଅଦିନିଆ ବର୍ଷା ଏବେ ଚାଷୀ କୂଳ ଉପରେ ଦାଉ ସାଧିଛି ।  ବର୍ଷକର ପରିଶ୍ରମ ଆଉ କ୍ଷେତରେ ହସୁଥିବା ସୁନାର ଫସଲ ଆଖି ଆଗରେ ନଷ୍ଟ ହେବା ଦେଖି ଚାଷୀ ଭାଇର ଛାତି ଫାଟିପଡୁଛି । ବିଲରେ ଧାନ କେଣ୍ଡା ଗଜା ହେଉଥିବା ବେଳେ ଏକର ଏକର ଫସଲ ଏବେ ପାଣିରେ ବୁଡିଛି ।…

ଥମୁନି ଚାଷୀଙ୍କ ଦୁଃଖ, ପୁଣି ଆସୁଛି ବର୍ଷା

ଭୁବନେଶ୍ୱର: ପଶ୍ଚିମାଝଡ଼ ପ୍ରଭାବରେ ଆସୁଛି ପୁଣି ବର୍ଷା l ଆସନ୍ତା ୨୮ ଓ ୨୯ ତାରିଖରେ ରାଜ୍ୟରେ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ l ଉତ୍ତର ତଥା ଉତ୍ତର ପଶ୍ଚିମ ଓଡ଼ିଶାରେ କିଛି ଜିଲ୍ଲାରେ ବର୍ଷା ହେବା ନେଇ ସମ୍ଭାବନା ରହଛି l ତେବେ ହାଲୁକାରୁ ମଧ୍ୟମଧରଣର ବର୍ଷା ନେଇ…

‘ପରିବା କଟା ଛୁରୀ’ ମନମୋହନଙ୍କୁ କିଏ ଏବଂ କାହିଁକି କହିଥିଲେ ଏପରି

ନୂଆଦିଲ୍ଲୀ: ଆରପାରିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ l ଗତକାଲି ରାତିରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି l ସିଂହ ୨୬ ସେପ୍ଟେମ୍ବର ୧୯୩୨ ମସିହାରେ ପିତା ଗୁରମୁଖ ସିଂ ଓ ମାତା ଅମ୍ରିତ କୋରଙ୍କଠାରୁ ଗାହ, ପଞ୍ଜାବରେ…

ଆଜି ଶେଷ ଦର୍ଶନ ପାଇଁ ଯାଇପାରନ୍ତି ମୋଦି, ଦେଶରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ: ଆରପାରିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ । ଗତକାଲି ରାତିରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଡକ୍ଟର ମନମୋହନ ସିଂହ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ।…

ମେଲବର୍ଣ୍ଣରେ ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି, କଳାପଟି ବାନ୍ଧି ଖେଳିଲେ ଭାରତୀୟ ଟିମ୍

ନୂଆଦିଲ୍ଲୀ: ମେଲବର୍ଣ୍ଣରେ ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଭାରତୀୟ ଟିମ୍। ହାତରେ କଳାପଟି ବାନ୍ଧି ଖେଳିଲେ ଭାରତୀୟ ଟିମ୍ର। ତେବେ ଗତକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତ ହୋଇଛି । ଦିଲ୍ଲୀ ଏମ୍ସରେ ଚିକିତ୍ସା ସମୟରେ ରାତିରେ ସେ ତାଙ୍କର ଶେଷ ନିଃଶ୍ବାସ ତ୍ୟାଗ…