ଶ୍ରୀମନ୍ଦିରରେ ଜେଟିପିଙ୍କୁ ପିଟିଲେ ବଙ୍ଗୀୟ ଭକ୍ତ
ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିରରେ ଶନିବାର କିଛି ବଙ୍ଗାଳୀ ଭକ୍ତଙ୍କ ଆକ୍ରମଣରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, କିଛି କଥାକୁ ନେଇ ବଙ୍ଗୀୟ ଭକ୍ତଙ୍କ ସହ ଜଗନ୍ନାଥ ମନ୍ଦିର ପୋଲିସ (ଜେଟିପି)ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଅସଭ୍ଯ ଭାଷାରେ ଗାଳିଗୁଲଜ ପରେ…