ପାହାଡୀ ନିଆଁରେ ଛାରଖାର ହେବାକୁ ବସିଲାଣି ଦକ୍ଷିଣ କାଲିଫର୍ଣ୍ଣିଆ: ପାଉଁଶ ଶତାଧିକ ଘର
ନୂଆଦିଲ୍ଲୀ: ଆମେରିକାର ଦକ୍ଷିଣ କାଲିଫର୍ଣ୍ଣିଆରେ ଗତ ବୁଧବାର ପାହାଡରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଯାହା ପବନ ଦ୍ବାରା ଆହୁରି ଅଧିକ ମାଡୁଥିବା ବେଳେ ପୂରା ଦକ୍ଷିଣ କାଲିଫର୍ଣ୍ଣିଆକୁ ନିଜ ଅକ୍ତିଆରକୁ କରିନେଲାଣି । ଏଯାବତ ୧୩୨ଟି ଘର ସଂପୂର୍ଣ୍ଣ ଧ୍ବଂସ ହୋଇଯାଇଥିବା ବେଳେ ପାଖାପାଖି…