Latest Odisha News

BREAKING NEWS

Yearly Archives

2024

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ପାକିସ୍ତାନ ଯିବନି ଭାରତୀୟ ଟିମ

ନୂଆଦିଲ୍ଲୀ: ପାକିସ୍ତାନରେ ଆସନ୍ତା ବର୍ଷ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଆୟୋଜିତ ହେବ । ଶୁକ୍ରବାର ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସ୍ପଷ୍ଟ କରିଛି ଟିମ ଇଣ୍ଡିଆ ସୁରକ୍ଷା ଦୃଷ୍ଟିକୋଣରୁ ଏହି ଗସ୍ତରେ ଯିବନି । ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ବିସିସିଆଇ ଏ ନେଇ…

ବୁଦା ମୂଳରୁ ଉଦ୍ଧାର ହେଲା ଅଲୋଡ଼ା ଶିଶୁକନ୍ୟା

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଭଅଁରା ଗାଁ ନିକଟରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । ଶିଶୁ କନ୍ୟାଟିର ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ଥିବାବେଳେ ତାକୁ ମେଡ଼ିକାଲ୍‌ ଏସଏନସିୟୁରେ ଭର୍ତ୍ତି କରାଯାଇଛି । ଖବର ମୁତାବକ, କରଞ୍ଜିଆ ଥାନା ଅଧୀନ ଭଅଁରା ଗାଁ ବୁଦା…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୧୨ ଯାଏଁ ପ୍ରବଳ ବର୍ଷିବ

ଭୁବନେଶ୍ୱର: କିଛି ଦିନ ବ୍ୟବଧାନରେ ପୁଣି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଲଘୁଚାପରେ ପରିଣତ ହେବା ପରେ ପଶ୍ଚିମ ଦିଗକୁ ଗତି କରିବ ବୋଲି ସୂଚନା ମିଳିଛି । ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଲଘୁଚାପ ଆସନ୍ତା ଦୁଇଦିନ…

କଟକ ବାଲିଯାତ୍ରା ସମୟରେ ଫୁଟପାଥରେ ବସିପାରିବେନି ଉଠା ଦୋକାନୀ

କଟକ: ଆଉ କିଛି ଦିନର ଅପେକ୍ଷା ଏହା ପରେ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରା । ତେବେ ବାଲିଯାତ୍ରାକୁ ନେଇ କିଛି ନିଷେଧାଦେଶ ଜାରି କରାଯାଇଛି । ବାଲିଯାତ୍ରା ସମୟରେ ଫୁଟପାଥରେ ଉଠାଦୋକାନୀ ବସିପାରିବେ ନାହିଁ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି କଟକ ଜିଲ୍ଲାପାଳ…

ଆହୁରି ଶକ୍ତିଶାଳୀ ହେବ ବାୟୁସେନା; ସୁପର ସୁଖୋଇରେ ପରିଣତ ହେବ ସୁ-୩୦ଏମକେଆଇ ଫାଇଟର୍ ଜେଟ୍ 

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତକୁ ଏପରି ଉନ୍ନତ ବିମାନର ଆବଶ୍ୟକତା ରହିଛି, ଯାହା ବାୟୁସେନାର ଶକ୍ତି ବୃଦ୍ଧି କରିପାରିବ । ଏହି ଦିଗରେ, ‘ସୁପର ସୁଖୋଇ’ କାର୍ଯ୍ୟକ୍ରମ ସମସ୍ୟାର ସମାଧାନ ଭାବରେ ଉଭା ହୋଇପାରେ । ଭାରତ ଖୁବ୍ ଶୀଘ୍ର ୮୪ ସୁ-୩୦ଏମକେଆଇ କୁ ଯୁଦ୍ଧ ବିମାନକୁ 'ସୁପର ସୁଖୋଇ' କରିବାକୁ…

ମହାରାଷ୍ଟ୍ରରେ ଅସଲି ବନାମ ନକଲି ଲଢେଇ

ନୂଆଦିଲ୍ଲୀ: କିଏ ଅସଲି କିଏ ନକଲି? କାହାର ଦଳ ଅସଲି ? ଉଦ୍ଧବ ଠାକରେଙ୍କ ଶିବସେନା ନା ଏକନାଥ ସିନ୍ଦେଙ୍କ ଶିବସେନା? ଶରଦ ପାଓ୍ବାରଙ୍କ ଏନସିପି ନା ଅଜିତ ପାଓ୍ବାରଙ୍କ ଏନସିପି? ଅଦାଲତରେ ହେଉ କି ନିର୍ବାଚନ କମିଶନଙ୍କ ପାଖରେ, ଦଳ ପ୍ରକୃତରେ କାହାର, ସେନେଇ ଲଢେଇ ତ ହୋଇଛି । ହେଲେ ଏଥର ବିଚାର…

କୁଆଡେ ଗଲା ସିଏମଙ୍କ ସିଙ୍ଗଡ଼ା ?

ନୂଆଦିଲ୍ଲୀ: ସିଏମଙ୍କ ପ୍ଲେଟରୁ ସିଙ୍ଗଡା, କେକ୍ ଗାଏବ । କିଏ ନେଇଗଲା ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡା? ସିଆଇଡିର ତନାଘନା । ପୋଲିସ ଅଧିକାରୀଙ୍କୁ ସୋକଜ୍ ନୋଟିସ ! ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡା ଓ କେକ୍ ଗାଏବ ଘଟଣାକୁ ନେଇ ସରଗରମ ହୋଇଛି ରାଜନୀତି । ସିଙ୍ଗଡା ମୁଖ୍ୟମନ୍ତ୍ରୀଙ୍କ…

ରାଜ୍ୟସ୍ତରୀୟ ପୋଷ୍ୟ ସନ୍ତାନ ନିର୍ଦ୍ଦେଶାବଳୀ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଇନଗତ ପୋଷ୍ୟ ଗ୍ରହଣ ହିଁ ପ୍ରତ୍ୟେକ ଶିଶୁକୁ ପରିବାର ଯୋଗାଇ ଦେବାର ପ୍ରକୃଷ୍ଟ ଉପାୟ। ଶିଶୁ ସୁରକ୍ଷା ବ୍ୟବସ୍ଥାର ପ୍ରତ୍ୟେକ ହିତାଧିକାରୀଙ୍କ ସକ୍ରିୟ ସହଭାଗିତା ଦ୍ୱାରା ଏହାକୁ ନିଶ୍ଚିତ କରାଯାଇ ପାରି। ଆଜି ଏକଦିବସୀୟ ରାଜ୍ୟସ୍ତରୀୟ ପୋଷ୍ୟ ଗ୍ରହଣ ନିୟମାବଳୀ, ୨୦୨୨ ତାଲିମ…

ବୟଫ୍ରେଣ୍ଡ…ବ୍ଲାକମେଲିଂ…ଗଣଦୁଷ୍କର୍ମ !

କଟକ: ବୟଫ୍ରେଣ୍ଡ ଦେଇଥିଲା ବିଶ୍ବାସରେ ବିଷ ! ଆପତ୍ତିଜନକ ଭିଡିଓ ଦେଖାଇ ବ୍ଲାକମେଲିଂ ! କଲେଜ ଛାତ୍ରୀଙ୍କୁ ବାରମ୍ବାର ଗଣଦୁଷ୍କର୍ମ! ବନ୍ଧାହେଲେ ବୟଫ୍ରେଣ୍ଡ ସହ ୬ଅଭିଯୁକ୍ତ । କଟକରେ ଏଭଳି ସାଂଘାତିକ ଅଭିଯୋଗ ଆସିଛି । ଛାତ୍ରୀଙ୍କ ବୟଫ୍ରେଣ୍ଡ ଓ ତାଙ୍କ ସାଙ୍ଗମାନେ ମିଶି ତାଙ୍କୁ…

ଦେଶର ଦାନବୀରଙ୍କ ତାଲିକା ପ୍ରକାଶ; ଆଗରେ ରହିଛନ୍ତି ଶିବ ନାଦର

ନୂଆଦିଲ୍ଲୀ: ଭାରତର ସବୁଠାରୁ ବଡ ଧନୀ ବ୍ୟକ୍ତି ଶିବ ନାଦର ୨୦୨୩-୨୪ ଆର୍ଥିକ ବର୍ଷରେ ଦାନବୀର ତାଲିକାରେ ଆଗରେ ରହିଛନ୍ତି। ଏଚସିଏଲ୍ ଟେକ୍ନୋଲୋଜି ପ୍ରତିଷ୍ଠାତା ତଥା ଭାରତୀୟ ବିଲିୟନେୟାର ନାଦାର ଚଳିତ ବର୍ଷ ଦାନ ସ୍ବରୂପ ୨୧୫୩ କୋଟି ଟଙ୍କା ଦାନ କରିଛନ୍ତି। ଗତ ବର୍ଷ ତୁଳନାରେ ଏହି ପରିମାଣ…