କୁଆଡେ ଗଲା ଶୁଖୁଙ୍କ ସିଙ୍ଗଡା?, ତଦନ୍ତ କଲା ସିଆଇଡି
ସିମଲା: ସାଧାରଣ ସିଙ୍ଗଡାକୁ ନେଇ ଏବେ ଉଠୁଛି ପଡୁଛି ରାଜନୀତି । ସରକାରଙ୍କ ଠାରୁ ନେଇ ବିରୋଧୀ, ଏମିତିକି ସିଆଇଡି ପର୍ଯ୍ୟନ୍ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ସିଙ୍ଗଡା ମିଳିନାହିଁ, ତାକୁ ନେଇ ଏବେ ଆରମ୍ଭ ହୋଇଛି ତଦନ୍ତ । ସ୍ଥିତି ଏମିତି ହୋଇଛି ଯେ…