Latest Odisha News

BREAKING NEWS

Yearly Archives

2024

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ

ନୂଆଦିଲ୍ଲୀ: ଆଉ ନାହାନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ଦିଲ୍ଲୀ ଏମ୍ସରେ ଚିକିତ୍ସା ସମୟରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ଗୁରୁବାର ମନମୋହନ ସିଂଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା କାରଣରୁ ତାଙ୍କୁ ଦିଲ୍ଲୀ ଏମ୍ସରେ…

ଠିକ୍ ସମୟରେ ବିଦ୍ୟୁତ ବିଲ୍ ଭରି ପୁରସ୍କୃତ ହେଲେ ୪୨ ଉପଭୋକ୍ତା

ଭୁବନେଶ୍ବର:  ଠିକ ସମୟରେ ବିଦ୍ୟୁତ ବିଲ ଭରି ପୁରସ୍କୃତ ହେଲେ ଉପଭୋକ୍ତା। ଖୋର୍ଦ୍ଧା ଓ ବାଲୁଗାଁ ଅଞ୍ଚଳର ୪୨ ଜଣଙ୍କୁ ପୁରସ୍କୃତ କରାଯାଇଛି। ଟିପିସିଓଡିଏଲ ପକ୍ଷରୁ “ବିଲ୍ ପେ ଆଣ୍ଡ୍ ୱିନ୍ ସ୍କିମ୍‌” ମାଧ୍ୟମରେ ଠିକ୍ ସମୟରେ ଦେୟ ଦେଉଥିବା ଖୋର୍ଦ୍ଧା ଓ ବାଲୁଗାଁ ଅଞ୍ଚଳର ୪୨ ଜଣ…

ବିହାର ଏନଡିଏରେ ହଟଚମଟ, ଜଣାପଡ଼ିଲା ବିଜେପିର ଭିତିରି କଥା !

ନୂଆଦିଲ୍ଲୀ: ବିହାରରେ ଏନଡିଏରେ ଚାଲିଛି କ'ଣ ? ବିଜେପି ଓ ଜେଡିୟୁ ମଧ୍ୟରେ ଠିକଠାକ୍ ଚାଲିଛି ତ ? ଏବେ ବିହାର ଏନଡିଏରେ କନ୍ଦଳ ଥିବା ନେଇ ଚର୍ଚ୍ଚା ସାମ୍ନାକୁ ଆସିଛ । କୁହାଯାଉଛି ବିଜେପି ଓ ଜେଡିୟୁ ମଧ୍ୟରେ ଫାଟ ଦେଖାଦେଇଛି । ନିକଟରେ ପାଳିତ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ…

ବିଜୟ ହଜାରେ ଟ୍ରଫି: ଉତରାଖଣ୍ଡକୁ ହରାଇଲା ଓଡିଶା

ଜୟପୁର: ଏଠାରେ ଗୁରୁବାର ଖେଳାଯାଇଥିବା ବିଜୟ ହଜାରେ ଟ୍ରଫିର ଏକ ମ୍ୟାଚରେ ଓଡିଶା ୭୫ ରନରେ ଉତରାଖଣ୍ଡକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ୭ ୱିକେଟ ବିନିମୟରେ ୨୬୫ ରନ କରିଥିଲା । ସ୍ୱସ୍ତିକ ସାମଲ ୫୩, କାର୍ତିକ ବିଶ୍ୱାଳ ୬୯, ଗୌରବ ଚୌଧୂରୀ ୩୬ ଓ ଆଶୀର୍ବାଦ ସ୍ୱାଇଁ ୩୮ ରନ…

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିଗିଡିଲା ସ୍ବାସ୍ଥ୍ୟାବସ୍ଥା, ଚିକିତ୍ସା ଜାରି

ନୂଆଦିଲ୍ଲୀ: ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି । ନିଃଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ବର୍ତ୍ତମାନ ଏମରଜେନ୍ସି ଡିପାର୍ଟମେଣ୍ଟରେ ତାଙ୍କ ଚିକିତ୍ସା ଜାରି ରହିଛି । ୯୨…

ଭାରତର ସବୁଠାରୁ ବଜେଟ୍ ଫ୍ରେଣ୍ତଲି କାର୍ ଲିଷ୍ଟ, ମୂଲ୍ୟ ୩.୯୯ ଲକ୍ଷରୁ ଆରମ୍ଭ

ନୂଆଦିଲ୍ଲୀ: ସପରିବାର ସହ ଏକାଠି ବୁଲିବା ହେଉ ଅବା ଜରୁରୀ କାମ ଆସିଲେ କାର୍ ସମସ୍ତଙ୍କୁ  ଆବଶ୍ୟକ ପଡେ । ଏପଟେ ପକେଟକୁ ମଧ୍ୟ ଦେଖିବାକୁ ପଡେ । ତେଣୁ ଆମ ଭାରତ ବଜାରରେ ଏପରି କାର୍ ରହିଛି ଯାହାର ମୂଲ୍ୟ 5 ଲକ୍ଷରୁ କମ୍ ଅଟେ | ଆସନ୍ତୁ ଜାଣିବା ବଜେଟ୍ ଫ୍ରେଣ୍ତଲି କାର୍ ବିଷୟରେ.. Maruti…

ବିବାଦର ଅନ୍ୟ ନାମ ବିରାଟ କୋହଲି

ନୂଆଦିଲ୍ଲୀ: ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଅବସରରେ ବିରାଟ କୋହଲିଙ୍କ ନାମରେ ଆଉ ଏକ ବିବାଦ ଯୋଡି ହୋଇଯାଇଛି । ଅଷ୍ଟ୍ରେଲିଆର ଯୁବ ବ୍ୟାଟ୍ସମ୍ୟାନ ସ୍ୟାମ କୋନ୍ସାଟସଙ୍କୁ କୋହଲି କାନ୍ଧରେ ଧକ୍କା ମାରିଥିବା ଅଭିଯୋଗ ହୋଇଛି । ଏ ନେଇ କୋହଲି ଦଣ୍ଡିତ ମଧ୍ୟ ହୋଇଛନ୍ତି । ତେବେ ପଡିଆରେ ବିବାଦୀୟ…

ମଣିଷର ଭାଷାକୁ କେମିତି ବୁଝନ୍ତି କୁକୁର? ଭବିଷ୍ୟତରେ ଏହି ସଙ୍କେତକୁ କରନ୍ତୁନି ଅଣଦେଖା..

ଭୁବନେଶ୍ବର: କୁକୁର ଏବଂ ମଣିଷ ମଧ୍ୟରେ ସମ୍ପର୍କ ବହୁତ ପୁରୁଣା । ମଣିଷମାନେ କୁକୁରକୁ ବିଶ୍ୱସ୍ତ ପ୍ରାଣୀ ଭାବରେ ରଖିଆସୁଛି, କିନ୍ତୁ ଆପଣ ଜାଣନ୍ତି କି କୁକୁରମାନେ ମଧ୍ୟ ମଣିଷ ଭାଷା ବୁଝନ୍ତି? ଆପଣ ଜାଣନ୍ତି କି ମଣିଷ ପ୍ରଥମ ଥର ପାଇଁ ଏକ ଭାଷା ଶୁଣିବା ପରେ ହଠାତ୍ ଚକିତ ହୋଇଯାଏ? କେବଳ…

ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହରଙ୍କୁ ହାର୍ଟ ଆଟାକ

ନୂଆଦିଲ୍ଲୀ: ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ତଥା ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହରଙ୍କୁ ହାର୍ଟ ଆଟାକ। ଆଫଗାନିସ୍ତାନର ଖୋଷ୍ତ ପ୍ରଦେଶରେ ଆତଙ୍କବାଦୀଙ୍କୁ ତାଲିମ ଦେଉଥିବା ବେଳେ ହୃଦଘାତ ହୋଇଥିବା କୁହାଯାଉଛି। ରିପୋର୍ଟ ଅନୁଯାୟୀ, ମସୁଦ ଅଜହର ବର୍ତ୍ତମାନ କରାଚିରେ ଥିବା ଆର୍ମି…

ପାସପୋର୍ଟ ୭ଦିନରେ ଘରେ ପହଞ୍ଚିବ! ଜାଣନ୍ତୁ ଆବେଦନ ପ୍ରକ୍ରିୟା

ଭୁବନେଶ୍ବର: ଭାରତ ବାହାରେ ଯାତ୍ରା କରିବାକୁ ପାସପୋର୍ଟ ନିହାତି ଜରୁରୀ । ତେଣୁ ଆପଣଙ୍କୁ ପାସପୋର୍ଟ ବନେଇବାକୁ ପଡିବ । ଚିନ୍ତା କରନ୍ତୁ ନାହିଁ, ପାସପୋର୍ଟ ପାଇଁ ଅନଲାଇନ୍ ଆବେଦନ କରିବା ଏକ ସହଜ ପ୍ରକ୍ରିୟା |ଘରେ ଆରାମରେ ବସି ଆବେଦନ କରିପାରିବେ । ଅନଲାଇନ ପାସପୋର୍ଟ ପାଇଁ କିପରି…