Latest Odisha News

BREAKING NEWS

Yearly Archives

2024

ନିଜର ରାଜନୈତିକ ଫାଇଦା ପାଇଁ ଶ୍ରୀମନ୍ଦିରକୁ ବିପଦକୁ ଠେଲି ଦେଇଥିଲା ବିଜେଡି ସରକାର: ଅନୀଲ ବିଶ୍ୱାଳ

ଭୁବନେଶ୍ୱର: କିଛି ଭୁଲ ଅଛି ଯାହାର କ୍ଷମା ନାହିଁ । ବିଗତ ବିଜେଡି ସରକାର ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଏବଂ ତାଙ୍କ ସହଯୋଗୀ ଭି.କେ.ପାଣ୍ଡିଆନ ବାବୁ ଏମିତି କିଛି ଭୁଲ କରିକି ଯାଇଛନ୍ତି ଯାହାର ମୂଲ୍ୟ ଏବେ ଓଡ଼ିିଶାବାସୀଙ୍କୁ ଦେବାକୁ ପଡୁଛି। ନିଜର ରାଜନୈତିକ ଫାଇଦା ପାଇଁ…

ସ୍ପେନରେ ଭୟଙ୍କର ବନ୍ୟା, ସ୍ଥିତି ପରଖିବାକୁ ଆସିଥିବା ରାଜା-ରାଣୀଙ୍କୁ କାଦୁଅ ଫୋପାଡିଲେ… 

ମାଦ୍ରିଦ: ସ୍ପେନରେ ଭୟଙ୍କର ବନ୍ୟାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୧୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ଶହଶହ ଲୋକ ନିଖୋଜ ହୋଇଯାଇଛନ୍ତି। ଗତ ରବିବାର ଦିନ ସ୍ପେନର ଷଷ୍ଠ ରାଜା ଫେଲିପ, ରାଣୀ ଲେଟିଜିଆ ଏବଂ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ପାୟାପୋର୍ଟର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ…

ଟି୨୦: ବିଶ୍ୱ ଚାମ୍ପିୟନ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କାହାର ପଲା ରହିବ ଭାରୀ

ଡର୍ବାନ: ଟି୨୦ ବିଶ୍ୱଚାମ୍ପିୟନ ଭାରତୀୟ କ୍ରିକେଟ ଦଳ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛି । ଏହି ଗସ୍ତରେ ଭାରତ ୩ଟି ଟି୨୦ ମ୍ୟାଚ ଖେଳିବ । ପ୍ରଥମ ମ୍ୟାଚ ନଭେମ୍ବର ୮ରେ ଡର୍ବାନରେ ଖେଳାଯିବ । ଦକ୍ଷିଣ ଆଫ୍ରିକା ଘରୋଇ ପରିବେଶରେ ଟି୨୦ ବିଶ୍ୱକପ ଫାଇନାଲ ପରାଜୟର ମଧୂର ପ୍ରତିଶୋଧ ନେବାକୁ…

‘ଆଇ ୱାଣ୍ଟ ଟୁ ଟକ୍’ର ଟ୍ରେଲର ରିଲିଜ…

ମୁମ୍ବାଇ: ଅଭିଷେକ ବଚ୍ଚନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଆଇ ୱାଣ୍ଟ ଟୁ ଟକ୍' ର ଟ୍ରେଲର ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଶୋଜିତ୍ ସିରକାର। ଏହା ଏକ ଅତ୍ୟନ୍ତ ଭାବପ୍ରବଣ କାହାଣୀ ଭଳି ମନେହେବ। ଯେଉଁଥିରେ ଅଭିଷେକ ବଚ୍ଚନ ଏବଂ ଜନି ଲିଭର ମୁଖ୍ୟ ଭୂମିକାରେ ନଜର…

ଓଡ଼ିଶାର ପର୍ଯ୍ୟଟନକୁ ପ୍ରୋତ୍ସାହନ ପାଇଁ ୟୁକେସ୍ଥିତ ଭାରତୀୟ ହାଇ-କମିଶନରଙ୍କୁ ସାକ୍ଷାତ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ବିକଶିତ କରିବା ଦିଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ୟୁନାଇଟେଡ୍‌ କିଙ୍ଗଡ଼ମ୍‌ ଗସ୍ତ କରିଛନ୍ତି। ଏହି କ୍ରମରେ ୟୁନାଇଟେଡ୍‌ କିଙ୍ଗଡମ୍‌ରେ ଅବସ୍ଥିତ ଭାରତୀୟ ହାଇ-କମିଶନର ବିକ୍ରମ…

ଜାତୀୟ ପୁରୁଷ ହକି ଚାମ୍ପିୟନଶିପ: ଓଡିଶା ଦଳ ଘୋଷିତ

ଭୁବନେଶ୍ୱର: ଜାତୀୟ ପୁରୁଷ ହକି ଚାମ୍ପିୟନଶିପ ତାମିଲନାଡୁରେ ଆୟୋଜିତ ହେବ । ଏହା ନଭେମ୍ବର ୪ରୁ ୧୬ ପର୍ଯ୍ୟନ୍ତ ଖେଳାଯିବ ବୋଲି ହକି ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି । ଏଥିନେଇ ଓଡିଶା ତାର ୧୮ଜଣିକିଆ ଦଳ ଘୋଷଣା କରିଛି । ରାଜସ୍ଥାନ, ଅରୁଣାଚଳ ଓ ପୁଡୁଚେରୀ ସହ ଓଡିଶା ଖେଳିବ । ନଭେମ୍ବର…

ମାଛି ଯୋଗୁ ଧରାପଡିଲା ହତ୍ୟା ଅପରାଧୀ

ଜବଲପୁର: ମଧ୍ୟପ୍ରଦେଶର ଜବଲପୁରରେ ଏକ ଚର୍ଚ୍ଚିତ ହତ୍ୟାକାଣ୍ଡ ଗୋଟିଏ ମାଛି ଯୋଗୁ ସମଧାନ ହୋଇପାରିଛି । ଅକ୍ଟୋବର ୩୧ରେ ପୋଲିସକୁ ଏକ ଶବ ମିଳିଥିଲା । ପୋଲିସ ପଂହଚିବା ପରେ ଏହା ୨୬ ବର୍ଷୀୟ ମନୋଜ ଠାକୁରଙ୍କ ବୋଲି ଜଣାପଡିଥିଲା । ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ…

ଜାତୀୟ ଉତ୍ସବ ଭାବେ ପାଳିତ ହେବ ‘ଉତ୍କଳ କେଶରୀ ହରେକୃଷ୍ଣ ମହତାବ’ଙ୍କର ୧୨୫ ତମ ଜନ୍ମ ବାର୍ଷିକୀ

ଭୁବନେଶ୍ୱର: କେନ୍ଦ୍ର ସରକାର ‘ଉତ୍କଳ କେଶରୀ ହରେକୃଷ୍ଣ ମହତାବ’ଙ୍କର ୧୨୫ ତମ ଜନ୍ମ ବାର୍ଷିକୀକୁ ଜାତୀୟ ଉତ୍ସବ ଭାବରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ  ଆଜି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଏହାକୁ ଓଡ଼ିଆ ଅସ୍ମିତା  ତଥା ମହାନ ଜନନୟକଙ୍କ…

ବିଜେପିରେ ମିଶିବେ ବିଜେଡ଼ିର ୨୭ ବିଧାୟକ: ସରୋଜ ପାଢ଼ୀ

ଭୁବନେଶ୍ବର: ରହୟରେ ଚାଲିଛି ବିଜେପି ଓ ବିଜେଡିର ବାକଯୁଦ୍ଧ। ନେତାମାନେ ଦଳର ନେତୃତ୍ବକୁ ନେଇ ବୟାନବାଜୀ କରୁଥିବାର ଦେଖିବାକୁ ମିଳୁଛି। ଆଜି ଦଳ ବଦଳକୁ ନେଇ ବଡ ବୟାନ ଦେଇଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ।ସେ କହିଛନ୍ତି, ବିଜେପିରେ ମିଶିବା ପାଇଁ ବିଜେଡିର ୨୭  ବିଧାୟକ ଆମ ସହ ଯୋଗଯୋଗରେ…

ଏଣିକି ପେନସନ ତାଲିକାରୁ ହଟାଇ ପାରିବେନି ଝିଅଙ୍କ ନାମ

ନୂଆଦିଲ୍ଲୀ: ସରକାରୀ କର୍ମଚାରୀ ପେନସନଭୋଗୀଙ୍କ ପାଇଁ ନୂଆ ନିୟମ ଘୋଷଣା ହୋଇଛି। ଯେଉଁଥିରେ ପେନ୍‌ସନ୍‌ ପାଇବାକୁ ଯୋଗ୍ୟ ଥିବା ପରିବାର ସଦସ୍ୟଙ୍କ ତାଲିକାରୁ ଝିଅର ନାମ ହଟାଯାଇପାରିବ ନାହିଁ। ଦେଖାଯାଏ ଯେ ଅନେକ ଥର ସରକାରୀ କର୍ମଚାରୀମାନେ ପେନସନରେ ଝିଅର ନାମ ଅନ୍ତର୍ଭୁକ୍ତ କରିନଥାନ୍ତି।…