Latest Odisha News

BREAKING NEWS

Yearly Archives

2024

ଭିଜିଲାନ୍ସ ଜାଲରେ ଏଡିପିଏଚର ବରିଷ୍ଠ କିରାଣି

କେନ୍ଦୁଝର : ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ କାର୍ଯ୍ୟାଳୟର ବରିଷ୍ଠ କିରାଣି ଶେଖରଲାଲ ସାହୁ। ଅନୈତିକ ଉପାୟରେ ଠୁଳ ହୋଇଥିବା ୨ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ। କେନ୍ଦୁଝର ସହରର ଅଜନ୍ତା ହୋଟେଲ୍ ସମ୍ମୁଖରୁ କିରାଣି ଶେଖରଲାଲଙ୍କ…

ବସ ଧକ୍କାରେ ପୋଲିସ କନଷ୍ଟେବଳଙ୍କ ସମେତ ଦୁଇ ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ଆଉଟର୍ ରିଙ୍ଗ ରୋଡରେ ଅବସ୍ଥିତ ମଠ ବଜାର ନିକଟରେ ହୋଇଥିବା ସଡକ ଦୁର୍ଘଟଣାରେ ପୋଲିସ କନଷ୍ଟେବଳଙ୍କ ସମେତ ଦୁଇ ଜଣଙ୍କର ମୃତ୍ଯୁ ଘଟିଛି। ମୃତକ ଦ୍ୱୟ ହେଲେ କନଷ୍ଟେବଳ ଭିକ୍ଟର ଓ ଅନ୍ୟ ଜଣେ ପଥଚାରୀ। ଗାଜିପୁର ନିବାସୀ ଦିଲ୍ଲୀ ପରିବହନ ନିଗମର ବସ୍ ଡ୍ରାଇଭର ବିନୋଦ…

ଲରେନ୍ସ ବିଷ୍ଣୋଇଙ୍କୁ ହିରୋ ଦର୍ଶାଇ ଟି-ସାର୍ଟ ବିକି ଫସିଲେ ଏହି ଦୁଇ ଇ-କମର୍ସ ପ୍ଲାଟଫର୍ମ

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଫଟୋଥିବା ଟି-ସାର୍ଟ ବିକ୍ରି କରି ଚର୍ଚ୍ଚାରେ ଅନଲାଇନ୍ ସପିଂ ପ୍ଲାଟଫର୍ମ ମିଶୋ । ଏହି ଟି-ସାର୍ଟ ସାମ୍ନାକୁ ଆସିବା ପରେ ଲୋକଙ୍କ ଆକ୍ରୋଶର ଶିକାର ମଧ୍ୟ ହୋଇଛି ଏହି ପ୍ଲାଟଫର୍ମ । ଏକ ଅଧିକାରୀଙ୍କ ବିବୃତ୍ତିରେ କମ୍ପାନୀ କହିଛି ଯେ, ଏହି…

ଭାରତର ଏହି ହିଲ୍ ଷ୍ଟେସନରେ ଶେଷ ହୋଇଯାଏ ମାଟି ! ନିହାତି ବୁଲି ଆସନ୍ତୁ

ପ୍ରାୟତଃ ଲୋକମାନେ ନିଜର ବ୍ୟସ୍ତ ବହୁଳ ଜୀବନରୁ ବିରତି ନେବା ପାଇଁ ହିଲ୍ ଷ୍ଟେସନ ବୁଲିବାକୁ ଯୋଜନା କରନ୍ତି। କିନ୍ତୁ ଆପଣ କେବେ ଏପରି ପାହାଡିଆ ଅଞ୍ଚଳ ଦେଖିଛନ୍ତି କି, ଯେଉଁଠାରେ ମାଟି ଶେଷ ହୋଇଯାଏ ? କିଛି ଲୋକଙ୍କୁ ଏପରି ସ୍ଥାନକୁ ଦୁଃସାହସିକ ପରି ମନେହୁଏ ଏବଂ କିଛି ଲୋକ ଏପରି ସ୍ଥାନ…

ଓଡିଶାରେ ହାତୀ ବେଶୀ, ଜାଗା କମ୍..

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ହାତୀଙ୍କ ମୃତ୍ୟୁ ସଂଖ୍ୟା ବଢିଥିବା ବେଳେ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ । ସେ କହିଛନ୍ତି, ଓଡିଶାରେ ହାତୀଙ୍କ ପାଇଁ ଜାଗାର ଅଭାବ ରହିଛି । ସେଥିପାଇଁ ଖାଦ୍ୟ ଅନ୍ବେଷଣରେ ହାତୀମାନେ ଗାଁ ମୁହାଁ ହେଉଛନ୍ତି…

ବିରାଟ @ 36: ପ୍ରଥମେ ଦୋସ୍ତି, ପରେ ଲଭ, ଆଉ ତାପରେ ଲୁଚିଛପି କରିଥିଲେ ବିବାହ

ମୁମ୍ବାଇ; ବିଶ୍ବ କ୍ରିକେଟର ସଫଳ କ୍ରିକେଟରଙ୍କ ମଧ୍ୟରେ ଆଗ ଧାଡିର ତାରକା ହେଉଛନ୍ତି ବିରାଟ କୋହଲି । କିଙ୍ଗ କୋହଲି ନାମରେ ସେ ତାଙ୍କ ପ୍ରଶଂସକଙ୍କ ପାଖରେ ପରିଚିତ l ଭାରତୀୟ କ୍ରିକେଟ ଇତିହାସରେ ସବୁସମୟର ନିର୍ଭରଯୋଗ୍ୟ କ୍ରିକେଟର ହେଉଛନ୍ତି କୋହଲି । ଆଉ ଆଜି ହେଉଛି ବିରାଟଙ୍କ ଜନ୍ମଦିନ l…

ତାମିଲନାଡୁରେ ସଡକ ଦୁର୍ଘଟଣା; ୪ ଓଡ଼ିଆ ସାମ୍ବାଦିକ ଆହତ

ଭୁବନେଶ୍ୱର: ତାମିଲନାଡୁର ରାମେଶ୍ୱରମ ନିକଟରେ ଏକ ସଡକ ଦୁର୍ଘଟଣାରେ ଓଡିଶାର ୪ ଜଣ ସାମ୍ବାଦିକ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାର ଚାରିଜଣ ସାମ୍ବାଦିକ ରାମେଶ୍ୱରମ୍ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବାବେଳେ ସେମାନଙ୍କ ଗାଡି ପଛପଟୁ ଟ୍ରକକୁ ଧକ୍କା…

ନନ୍ଦନ କାନନ ଏକ୍ସପ୍ରେସ ଉପରକୁ ଗୁଳିମାଡ

ଭଦ୍ରକ: ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ ଉପରକୁ ଗୁଳିମାଡ଼ । ଭଦ୍ରକ ଓ ବାଉଦପୁର ସେକ୍ସନ ମଝିରେ ଟ୍ରେନ୍ ଉପରକୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ତେବେ ଟ୍ରେନ୍‌ ଉପରକୁ ୨ ରାଉଣ୍ଡ ଗୁଳିମାଡ଼ରେ ଗାର୍ଡ ବଗିର ୱିଣ୍ଡୋ କାଚ ଭାଙ୍ଗିଥିବା ବେଳେ ଏଥିରେ କାହାର କ୍ଷତି ହୋଇନଥିବା ପ୍ରାଥମିକ…

ଦିନକୁ ୧୬ ଥର ସୂର୍ଯ୍ୟୋଦୟ ଓ ସୂର୍ୟ୍ଯାସ୍ତ ଦେଖୁଛନ୍ତି ସୁନିତା ୱିଲିୟମ

ନୂଆଦିଲ୍ଲୀ: ପୃଥିବୀର ଲୋକମାନେ ଦିନରେ କେବଳ ଥରେ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ଦେଖିଥାନ୍ତି କିନ୍ତୁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ରହୁଥିବା ମହାକାଶଚାରୀମାନେ ଯଥା ଆଇଏସଏସ ଦିନରେ ୧୬ ଥର ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ଦେଖିଥାନ୍ତି। ୫ ମାସ ଧରି ସ୍ପେସ୍ ଷ୍ଟେସନରେ ଫସି ରହିଛନ୍ତି…

ମା’ କୋଳକୁ ଫେରିଲା କୂଅରେ ପଡିଯାଇଥିବା ହାତୀ ଛୁଆ

ଦେବଗଡ: ୫ ଘଣ୍ଟା ପରେ ମା’ ହାତୀ କୋଳକୁ ଫେରିଲା ଛୁଆ । ଦେବଗଡ ବନଖଣ୍ଡ କୁଣ୍ଢେଇଗୋଳା ସେକ୍ସନ ଅଞ୍ଚଳରେ ଏକ କୂଅରେ ପଡିଯାଇଥିବା ହାତୀ ଶାବକକୁ ଉଦ୍ଧାର କରିଛି ବନ ବିଭାଗ । ଏହାପରେ ନିଜ ମା’ ସହ ଖୁସି ହୋଇ ଜଙ୍ଗଲକୁ ଚାଲିଯାଇଛି ଛୁଆଟି । ଖବର ମୁତାବକ, ଆଜି ସକାଳେ ଏକ ୧୪ ଟିକିଆ ହାତୀପଲ…