ଚୁଇଙ୍ଗମ୍ ନେଲା ଜୀବନ, ଜାଣନ୍ତୁ ପିଲାଙ୍କ ପାଇଁ କେତେ କ୍ଷତିକାରକ ଚୁଇଙ୍ଗମ୍
କାନପୁର; ଚୁଇଙ୍ଗମ୍ ଖାଇ ଚାଲିଗଲା 4 ବର୍ଷର ଶିଶୁର ଜୀବନ l ୟୁପିର କାନପୁରରୁ ଆସିଛି ଏକ ଯନ୍ତ୍ରଣାଦାୟକ ଘଟଣା l ଚୁଇଙ୍ଗମ୍ ଖାଇ ଜଣେ 4 ବର୍ଷର ଶିଶୁର ମୃତ୍ୟୁ ଘଟିଛି l ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପିଲାଟି ତାଙ୍କ ଘରେ ଥିବା ଦୋକାନରୁ ଏକ ଚୁଇଙ୍ଗମ୍ କିଣି ଖାଇଥିଲା l କିନ୍ତୁ ଖାଇବା ପରେ…