Latest Odisha News

BREAKING NEWS

Yearly Archives

2024

ୱିକିପିଡିଆକୁ ମସ୍କ ଦେଲେ ଅଫର; ନାଁ ବଦଳାଇଲେ ମିଳିବ ଏତେ କୋଟି

ନୂଆଦିଲ୍ଲୀ: ଟେସଲା ଏବଂ ସ୍ପେସ୍ ଏକ୍ସର ସିଇଓ ତଥା ସୋସିଆଲ୍ ନେଟୱାର୍କିଂ ସାଇଟ 'ଏକ୍ସ'ର ପ୍ରତିଷ୍ଠାତା ୱିକିପିଡ଼ିଆକୁ ୮,୫୩୯ କୋଟି ଟଙ୍କାର ଅଫର ଦେଇଛନ୍ତି। ଯଦି ୱିକିପିଡିଆ ନିଜ ନାମ ପରିବର୍ତ୍ତନ କରି ଡିକିପିଡିଆ କରେ ତାହେଲେ ସେ ତାକୁ ୧ ବିଲିୟନ ଡଲାର (ପ୍ରାୟ ୮୫୩୯ କୋଟି ଟଙ୍କା)…

ମିଳିବ କ୍ଷୟକ୍ଷତି; ବୀମା ସହାୟତା ପାଇଁ କ୍ଷତିର ୭୨ ଘଣ୍ଟା ମଧ୍ୟରେ ସୂଚନା ଦେବାକୁ ପରାମର୍ଶ

ଭୁବନେଶ୍ଵର: ଅଦିନିଆ ବର୍ଷା ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାର ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅମଳ ଧାନ ବ୍ୟାପକ ନଷ୍ଟ ହୋଇଛି । ଧାନ ଖଳା ଓ ବିଲରେ ବର୍ଷା ପାଣି ଜମି ଧାନ ଓଦା ହୋଇ ଗଜା ହୋଇଯାଇଛି । ଯାହା ଫଳରେ ମୁଣ୍ଡରେ ହାତ ଦେଇ ଚିନ୍ତାରେ ଏବେ ବସିଛନ୍ତି ଚାଷୀ କୂଳ । ଏହା…

୧୦,୦୦୦ ଛୁଆର ବାପା କୁମ୍ଭୀରର ପାଳନ ହେଲା ଜନ୍ମଦିନ

କେପଟାଉନ: କୁମ୍ଭୀର ପ୍ରାୟତଃ ୧୦୦ ବର୍ଷ ପର୍ଯ୍ୟନ୍ତ ବଂଚିବା କଷ୍ଟକର ହୋଇଥାଏ । କିନ୍ତୁ ଆଶ୍ଚର୍ଯ୍ୟର କଥା ଦକ୍ଷିଣ ଆଫ୍ରିକାରେ ଏକ କୁମ୍ଭୀର ରହିଛି ଯାହାର ବୟସ ୧୨୪ ବର୍ଷ ହେବ । ସବୁଠାରୁ ବୟସ୍କ କୁମ୍ଭୀର ହେନେରୀର ଏବେ ୧୨୪ ବର୍ଷର ଜନ୍ମ ଦିବସ ପାଳନ କରାଯାଇଛି । ଏଠାକାର ବନ୍ୟଜୀବ ସଂରକ୍ଷଣ…

ବ୍ରହ୍ମପୁତ୍ର ଉପରେ ସବୁଠୁ ବଡ଼ ଡ୍ୟାମ କରିବ ଚୀନ, ଭାରତ ଉପରେ ପଡିପାରେ ଏହି ପ୍ରଭାବ

ନୂଆଦିଲ୍ଲୀ: ଚୀନ୍ ବିଶ୍ୱର ବୃହତ୍ତମ ଡ୍ୟାମ ନିର୍ମାଣ କରିବାକୁ ଯାଉଛି। ଯେଉଁ ଡ୍ୟାମ ଭାରତ ସୀମା ନିକଟ ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ହେବ ବୋଲି କୁହାଯାଉଛି। ଚୀନ୍ ଏହି ପ୍ରକଳ୍ପକୁ 'ସବୁଠାରୁ ବଡ ପ୍ରକଳ୍ପ' ବୋଲି ବିବେଚନା କରିଛି। ଏହାକୁ ସମ୍ପୂର୍ଣ୍ଣ କରିବାକୁ ୧୩୭ ବିଲିୟନ ଡଲାର…

ପୁଣି ଓଡ଼ିଶା ଆସିବେ ଆଉ ୨ ବାଘ

ଭୁବନେଶ୍ୱର: ବନ୍ୟପ୍ରାଣୀ ବଦଳ ଯୋଜନାରେ ମଧ୍ୟ ପ୍ରଦେଶ ସରକାର ଓଡ଼ିଶା ସମେତ ରାଜସ୍ଥାନ ଏବଂ ଛତିଶଗଡ଼କୁ ୧୪ ଟି ବାଘ ପଠାଇବେ । ଏହା ଭିତରେ ଓଡିଶା ମଧ୍ୟ ରହିଛି । ମହାରାଷ୍ଟ୍ରରୁ ଓଡ଼ିଶା ଆସିଥିବା ବାଘୁଣୀ ଜିନ୍ନତ ଏବେ ଶିମିଳିପାଳ ଛାଡି ଚାଲିଯାଇଥିବାବେଳେ, ପୁଣି ଆଉ ଦୁଇ ଟି ବାଘ ଓଡିଶା…

କଂଗ୍ରେସ ପାଇଁ ଐତିହାସିକ ଦିନ, ଜାଣନ୍ତୁ ଗାନ୍ଧିଙ୍କ ସହ ଜଡ଼ିତ ଇତିହାସ

ନୂଆଦିଲ୍ଲୀ : କର୍ଣ୍ଣାଟକର ବେଲଗାଭିରେ ଆରମ୍ଭ ହୋଇଛି କଂଗ୍ରେସର ଦୁଇଦିନିଆ CWC ବୈଠକ । ଯାହାର ଇତିହାସ ଖବୁ ଲମ୍ୱା । ଶହେ ବର୍ଷ ତଳେ ଆଜିର ଦିନରେ ଏହିଠାରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଅଧ୍ୟକ୍ଷତାରେ ହୋଇଥିଲା କଂଗ୍ରେସର ମହାଅଧିବେଶନ। ଏପରି ଐତିହାସିକ ଅଧିବେସନ ଆଜି ଯାଏ ବି ଚାଲି…

ନୂଆ ବର୍ଷରୁ ହେବନି ଶ୍ରୀମନ୍ଦିରରେ ଧାଡି ଦର୍ଶନ: ମନ୍ତ୍ରୀ

ପୁରୀ: ନୂଆ ବର୍ଷରୁ ଶ୍ରୀମନ୍ଦିରରେ ହେବାକୁ ଥିବା ଧାଡି ଦର୍ଶନ ବ୍ୟବସ୍ଥାକୁ ସ୍ଥଗିତ ରଖାଯାଇଛି । ଏନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ଯେ, ଗଙ୍ଗା ସ୍ନାନ ପଡୁଥିବାରୁ ଜାନୁଆରୀ ୨୦ ଯାଏଁ ଭିଡ ରହିବ । ଏହି ସମୟରେ ଶ୍ରଦ୍ଧାଳୁଙ୍କ ପ୍ରବଳ…

ବିଜେଡି ପ୍ରତିଷ୍ଠା ଦିବସରେ ହାତାହାତି, ମୁଖପାତ୍ର ଈପ୍ସିତା ସାହୁଙ୍କୁ ଶକ୍ତ ଚାପୁଡା

ଭୁବନେଶ୍ବର: ବିଜେଡି ଯୁବନେତ୍ରୀ ଈପ୍ସିତା ସାହୁଙ୍କୁ ଶକ୍ତ ଚାପୁଡା। ଚାପୁଡା ମାରିଲେ ଆଉ ଜଣେ ମହିଳା ନେତ୍ରୀ। ବିଜେଡ଼ିର ପ୍ରତିଷ୍ଠା ଦିବସରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ସତ୍ତା ହରାଇଥିବା ବିଜେଡି କିପରି ପୁଣି ଥରେ ପୁନର୍ଗଠିତ ହେବ ତାକୁ ନେଇ ବିଜେଡି ସୁପ୍ରିମୋ ଆଜି ବାର୍ତ୍ତା…

ଭାରତରେ କେବଳ ସ୍ୱତନ୍ତ୍ର ଲୋକଙ୍କୁ ମିଳିଥାଏ ନୀଳ ନମ୍ବର ପ୍ଲେଟ୍, ଜାଣନ୍ତୁ ବିଶେଷତା

ଭୁବନେଶ୍ବର: ଆପଣ ଜାଣିଛନ୍ତି କି, ଭାରତର କେତେକ ଗାଡିରେ ନୀଳ ନମ୍ବର ପ୍ଲେଟ୍ ମଧ୍ୟ ବ୍ୟବହାର ହୁଏ | ଏହି ନୀଳ ନମ୍ବର ପ୍ଲେଟ୍ ଗାଡି ଗୁଡିକ ରାସ୍ତାରେ କମ୍ ଦେଖାଯାଏ,ଏହି କାରଣରୁ ୯୯% ଲୋକ ଏହି ବିଷୟରେ ଜାଣନ୍ତି ନାହିଁ | ମୁଖ୍ୟତଃ ଆମ ଦେଶରେ ବ୍ୟକ୍ତିଗତ ଯାନରେ ଧଳା ରଙ୍ଗର ନମ୍ବର…

ସନ୍ତୋଷ ଟ୍ରଫି: କ୍ୱାର୍ଟର ଫାଇନାଲରେ ହାରିଲା ଓଡିଶା

ହାଇଦ୍ରାବାଦ: ଚଳିତ ସନ୍ତୋଷ ଟ୍ରଫି ଫୁଟବଲରେ ଓଡିଶା କ୍ୱାର୍ଟରଫାଇନାଲରେ ପରାଜିତ ହୋଇଛି । ଡେକାନ ଏରିନାରେ ଅନୁଷ୍ଠିତ ବେଙ୍ଗଲ ବିପକ୍ଷ ମ୍ୟାଚରେ ଓଡିଶା ୧-୩ ଗୋଲରେ ହାରି ଯାଇଥିଲା । ବିଜୟ ସହ ବେଙ୍ଗଲ ସେମିଫାଇନାଲରେ ପ୍ରବେଶ କରିଛି । ମ୍ୟାଚର ୨୫ତମ ମିନିଟରେ ରାକେଶ ଓରାମଙ୍କ ଗୋଲ ବଳରେ…