Latest Odisha News

BREAKING NEWS

Yearly Archives

2024

୪୦ ଦିନରେ ୪ଟି ବଡ ଚଳଚ୍ଚିତ୍ର: ବକ୍ସ ଅଫିସରେ କରିବ ଧମାଲ

ମୁମ୍ବାଇ: ୨୦୨୪ର ଶେଷ ଦୁଇ ମାସ ସିନେମା ପ୍ରେମୀଙ୍କ ପାଇଁ ବହୁତ ଚମତ୍କାର ହେବାକୁ ଯାଉଛି। ନଭେମ୍ବର ୨ରେ ଅଜୟ ଦେବଗାନଙ୍କ ମଲ୍ଟି ଷ୍ଟାରର ଆକ୍ସନ୍ ଥ୍ରୀଲର ସିଙ୍ଗହମ୍ ଏଗେନ ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ଭୟଙ୍କର କମେଡି ଭୁଲ ଭଲୈୟା-3 ବଡ ପରଦାରେ ଆସିଛି। ଉଭୟ ଚଳଚ୍ଚିତ୍ର ମଧ୍ୟ ବମ୍ପର…

ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା ଥିଲେ ଫୁଲକୋବି ଖାଇବା ଠାରୁ ଦୂରେଇ ରୁହନ୍ତୁ..

ଭୁବନେଶ୍ବର: ବର୍ତ୍ତମାନ ଶୀତର ଆଗମନ ଧିରେ ଧିରେ ହେବାକୁ ଲାଗିଲାଣି । ଆଉ ଶୀତ ଋତୁରେ ଅନେକ ରକମର ପରିବା ଉପଲବ୍ଧ ହୋଇଥାଏ । ସେଥିମଧ୍ୟରୁ ଫୁଲକୋବି ଅନ୍ୟତମ । ଅନେକ ଲୋକ ଫୁଲକୋବି ଖାଇବାକୁ ବେଶ୍ ପସନ୍ଦ କରନ୍ତି । ସେ ତରକାରୀ ହେଉ ଭଜା କିମ୍ବା କୋବି ପକୋଡା କି ଚିଲି କୋବି । ଏହିପରି ଭାବେ…

ମନପସନ୍ଦର କନ୍ଯା ମିଳିଲାନି, ମାଟ୍ରିମୋନି ପୋର୍ଟାଲକୁ ୬୦ ହଜାର ଟଙ୍କା ଜୋରିମାନା 

ନୂଆଦିଲ୍ଲୀ: ବେଙ୍ଗାଲୁରୁର କଞ୍ଜ୍ୟୁମର କୋର୍ଟ ଏକ ମାଟ୍ରିମୋନି ପୋର୍ଟାଲକୁ ୬୦ ହଜାର ଟଙ୍କା ଜୋରିମାନା କରିଛନ୍ତି। ଅଭିଯୋଗ ଅନୁଯାୟୀ, ଫି ’ଜମା କରିବାର ୪୫ ଦିନ ମଧ୍ୟରେ କନ୍ୟା ଖୋଜି ବିବାହ କରେଇବାର ପ୍ରତିଶ୍ରୁତି ଦେଇ ମଧ୍ଯ ଏହା ପୂରଣ କରାଯାଇ ନଥିଲା। କିନ୍ତୁ ସେମାନେ ଫିସରେ ଗୋଟିଏ…

ଚୂଡ଼ାନ୍ତ ରିପୋର୍ଟ ପରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଦିଆଯିବ: ରାଜସ୍ଵ ମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ଦାନା କ୍ଷୟକ୍ଷତିର ରିପୋର୍ଟ ଆସିଛି। ଆଜି କ୍ଷୟକ୍ଷତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ପ୍ରାଥମିକ ଆକଳନ ଅନୁସାରେ କ୍ଷତି ପ୍ରାୟ ୬ଶହ କୋଟି ହୋଇଥିବା ସେ କହିଛନ୍ତି। ବିଶେଷକରି ବାଲେଶ୍ବର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲା ଏହି ବାତ୍ୟାରେ ବେଶୀ…

କିଏ ହେବେ ପିସିସି ସଭାପତି?

ଭୁବନେଶ୍ବର: କିଏ ଧରିବେ ରାଜ୍ୟ କଂଗ୍ରେସ ମଙ୍ଗ? ଆଜିଠୁ ଆରମ୍ଭ ହୋଇଛି ଦଳର ମୁଖିଆ ଖୋଜା। ଭୁବନେଶ୍ବରରେ ପିସିସି ଚୟନ କମିଟି ମୁଖ୍ୟ ଚରଣ ଦାସ ମହନ୍ତ । ଦଳର ବରିଷ୍ଠ ନେତାଙ୍କ ସହ ସେ ଆଲୋଚନା କରୁଛନ୍ତି । ଯାହା ମତାମତ ରହିବ, ସେନେଇ କଂଗ୍ରେସ ହାଇକମାଣ୍ଡକୁ ଜଣାଇବେ ବୋଲି ଚରଣ ଦାସ ମହନ୍ତ…

ଲସ୍କର-ଏ-ତୋଏବାର ଟପ୍ କମାଣ୍ଡରର ମୃତ୍ୟୁ ସହ ବିସ୍କୁଟ କନେକ୍ସନ, ଜାଣନ୍ତୁ ପୂରା ଘଟଣା… 

ନୂଆଦିଲ୍ଲୀ: ଶ୍ରୀନଗରର ଖାନିଆର ଅଞ୍ଚଳରେ ଶନିବାର ଦିନ ସୁରକ୍ଷା ବାହିନୀ ଦ୍ୱାରା ହୋଇଥିବା ଏନକାଉଣ୍ଟରରେ ଲସ୍କର-ଏ-ତୋଏବା କମାଣ୍ଡର ଉସମାନଙ୍କ ମୃତ୍ୟୁ ଘଟିଛି। ଉସମାନଙ୍କ ପାଖରେ ଏକ ଏକେ୪୭ ପିସ୍ତଲ ଏବଂ ଅନେକ ହ୍ୟାଣ୍ଡ ଗ୍ରେନେଡ ଥିଲା। ତେବେ ଏଥିପାଇଁ ଦୁଇ ବର୍ଷରୁ ଅଧିକ ସମୟ ଲାଗିଥିଲା।…

ଏହି ଲୋକଙ୍କ ପାଇଁ ବେଶୀ ଦରକାର ଅଖରୋଟ, ଜାଣନ୍ତୁ ଡାଏଟରେ କିପରି କରିବେ ସାମିଲ..

ଭୁବନେଶ୍ୱର: ଶରୀରକୁ ସୁସ୍ଥ ରଖିବାକୁ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ସେବନ କରିଥାଉ। ଏମାନଙ୍କ ଭିତରେ ବଡ ଜାଗା ନେଇଥାଏ ଡ୍ରାୟ ଫ୍ରୁଟ। ଏହା ପୋଷଣରେ ଭରପୁର ହୋଇଥାଏ। କିଛି ଡ୍ରାୟ ଫ୍ରୁଟ ସେବନ କରିବା ଦ୍ବାରା ଏହା ଆମ ଶରୀରର ବିଭିନ୍ନ ରୋଗ ଭଲ କରିବାରେ ସହାୟକ ହୋଇଥାଏ। ଅଖରୋଟ ଗୋଟିଏ ଏପରି…

ଲଜ୍ଜାଜନକ ନିୟମ: ପୋଷ୍ୟ କନ୍ୟାକୁ ବିବାହ କରନ୍ତି ବାପା

ନୂଆଦିଲ୍ଲୀ: ବିଶ୍ଵର ବିଭିନ୍ନ ଦେଶରେ ବିଭିନ୍ନ ପ୍ରକାରର ନିୟମ ରହିଛି । ସାଧାରଣତଃ ଦେଶମାନଙ୍କରେ ପ୍ରାୟ ସବୁପ୍ରକାରର କାର୍ଯ୍ୟ ପାଇଁ ନିୟମ ସ୍ଥିର ହୋଇଥାଏ । ଏହି ନିୟମ ଅନୁଯାୟୀ ଲୋକଙ୍କୁ କାମ କରିବାକୁ ପଡିଥାଏ । ଯଦି କେହି ଏହି ନିୟମର ଉଲଙ୍ଘନ କରନ୍ତି ତେବେ ତାଙ୍କ ପାଇଁ କଡା ଦଣ୍ଡର…

ଓଟିଟିରେ କେବେ ମୁକ୍ତିଲାଭ କରିବ ଲୋକପ୍ରିୟ ଚଳଚ୍ଚିତ୍ର ‘ଭୁଲ ଭଲୈୟା-୩’ ?

ମୁମ୍ବାଇ: ବକ୍ସ ଅଫିସ୍‌ରେ ଏହି ଦିପାବଳୀରେ ଦମଦାର ଚଳଚ୍ଚିତ୍ର ରିଲଜ ହୋଇଛି। ଯାହାକୁ ନେଇ ସିନେ ପ୍ରେମୀ ଉତ୍ସାହିତ ଅଛନ୍ତି। ଅଜୟ ଦେବଗାନଙ୍କ 'ସିଙ୍ଗହମ୍ ଏଗେନ' ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ 'ଭୁଲ ଭଲୈୟା- 3' ବଡ ପରଦାରେ ଏକାଠି ରିଲିଜ ହୋଇଛି। ଏହି ଦୁଇଟି ଚଳଚ୍ଚିତ୍ରର ବର୍ତ୍ତମାନ…

ଗଭୀର ଖାଇକୁ ଖସିଲା ବସ୍; ୨୩ରୁ ଊର୍ଦ୍ଧ୍ଵ ମୃତ, ଅନେକ ଆହତ

ଡେରାଡୁନ: ଉତ୍ତରାଖଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି । ରାଜ୍ୟର ଅଲମୋଡା-ସଲ୍ଟ ଅଞ୍ଚଳରେ ଏକ ବଡ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ବସ୍ ଟି ମର୍ଚୁଲା ନିକଟ କୁପିରେ ଏକ ଗଭୀର ଖାଲରେ ପଡ଼ିଯାଇଛି । ବର୍ତ୍ତମାନ ସୁଦ୍ଧା ୨୩ ଯାତ୍ରୀଙ୍କ ମୃତଦେହ ଖାଇରୁ ଉଦ୍ଧାର କରାଯାଇଛି । ମିଳିଥିବା…