Latest Odisha News

BREAKING NEWS

Yearly Archives

2024

ଚରଣାମୃତ ଭାବି ଭକ୍ତ ପିଇଗଲେ ଏସି ପାଣି

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଶ୍ରୀ ବାଙ୍କେ ବିହାରୀ ମନ୍ଦିରର ଏକ ରୋଚକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଲୋକମାନେ ମନ୍ଦିରର ବାହାର କାନ୍ଥରୁ ବାହାରୁଥିବା ପାଣିକୁ ଚରଣାମୃତ ଭାବି ପିଇବାରେ ଲାଗିଛନ୍ତି। ଏପରିକି ଏହାକୁ ଠାକୁର ଜିଙ୍କ ଚରଣାମୃତ ବୋଲି ବିବେଚନା ମଧ୍ଯ କରିଛନ୍ତି। ଭିଡିଓରେ…

‘ୱାନ ନେସନ, ୱାନ ଇଲେକ୍ସନ’କୁ କାହିଁକି ବିରୋଧ କଲେ ଥାଲାପତି ବିଜୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ତାମିଲ ଅଭିନେତା ଥାଲାପତି ବିଜୟଙ୍କ ବିରୋଧ। କେନ୍ଦ୍ର ସରକାର ଯୋଜନାକୁ ବିରୋଧ କଲେ ତାମିଲ ଅଭିନେତା ଥାଲାପତି ବିଜୟ। ନୂଆକରି ବିଜୟ ଗଢ଼ିଥିବା ଦଳ ‘ତାମିଲଗା ଭେଟ୍ରି କାଝଗମ’ (TVK) ରବିବାର ସରକାରଙ୍କ 'ୱାନ ନେସନ୍-ୱାନ ଇଲେକ୍ସନ' ଯୋଜନାକୁ ବିରୋଧ କରି ଏକ…

ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ ଭାରତର ଏହି ସମସ୍ତ ରେଳ ଷ୍ଟେସନ …

ନୂଆଦିଲ୍ଲୀ: ଭାରତୀୟ ରେଳକୁ ଦେଶର ହୃଦୟ ବୋଲି କୁହାଯାଏ। ପ୍ରତିଦିନ ଏହା ଲକ୍ଷ ଲକ୍ଷ ଲୋକଙ୍କୁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ଥାଏ l କିନ୍ତୁ ଅନେକଥର ଟ୍ରେନରେ ମହିଳାଙ୍କ ପ୍ରତି ଅସଦାଚାରଣ ହେଉଥିବାର ଖବର ସାମ୍ନାକୁ ଆସେ l ଆଜିକାଲିର ସମୟରେ ଏକୁଟିଆ ମହିଳା ଟ୍ରେନ ଯାତ୍ରା କରିବାକୁ ବିପଦ…

ଲାଞ୍ଚ ନେଉଥିବା ବେଳେ ଜେଇଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ଫୁଲବାଣୀ: ପୁଣି ଭିଜିଲାନ୍ସ ଜାଲରେ ଜୁନିଅର ଇଞ୍ଜିନିୟର। ଲାଞ୍ଚ ନେବା ଜେଇଙ୍କୁ ପଡ଼ିଲା ମହଙ୍ଗା। ଠିକାଦାରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଜେଇ ଅଶୋକ ପାଢ଼ୀ। ଭିଜିଲାନ୍ସ ତାଙ୍କ ପାଖରୁ ୧୦ ହଜାର ଲାଞ୍ଚ…

ଦାରିଙ୍ଗବାଡି ଘଟଣାରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା, କହିଲେ ଆମ୍ବଟାକୁଆରୁ ହୋଇଛି ହେପାଟାଇସ୍

ଫୁଲବାଣୀ: ଦାରିଙ୍ଗବାଡି ଘଟଣାରେ ଏମକେସିଜି ବ୍ରହ୍ମପୁରରେ ଚିକିତ୍ସା ପାଉଥିବା ରୋଗୀଙ୍କ ଭିତରୁ ଦୁଇ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଏକାଧିକ ଅଙ୍ଗ ପ୍ରଭାବିତ ହୋଇଥିବାରୁ ଆଇସିୟୁରେ ରଖାଯାଇଛି। ବାକି ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା…

ଚିକିତ୍ସାଧୀନ ଅବସ୍ଥାରେ ହାତୀ ‘ଯଶୋଦା’ର ମୃତ୍ୟୁ

ବାରିପଦା: ଚନ୍ଦକା ଅଞ୍ଚଳରୁ ସ୍ଥାନାନ୍ତରିତ ହେବାର ପ୍ରାୟ ୬ ମାସ ପରେ ସୋମବାର ଦିନ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳରେ ଚିକିତ୍ସାଧୀନ ଅବସ୍ଥାରେ ହାତୀ 'ଯଶୋଦା'ର ମୃତ୍ୟୁ ଘଟିଛି। ପ୍ରାୟ ୬୦ ବର୍ଷ ବୟସର ଏହି କୁମକି ହାତୀଟି ସ୍ଥାନାନ୍ତରିତ ପରେ ଅସୁସ୍ଥ ହୋଇପଡିଥିଲା। ବନ ବିଭାଗର ଅଧିକାରୀ…

ସପ୍ତାମାତୃକା ବେଶର ପଞ୍ଚମ ଦିନରେ ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ

ଭଦ୍ରକ: ମା’ ଭଦ୍ରକାଳୀଙ୍କ ଆଜି ହେଉଛି ସପ୍ତମାତୃକା ବେଶର ପଞ୍ଚମ ଦିନ । ପଞ୍ଚମ ଦିନରେ ମା’ ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି । ମା’ ଭଦ୍ରକାଳୀ ଜଗଦ୍ଧାତ୍ରୀ ବେଶରେ ବାଘ ବାହନ ଥିବା ବେଳେ ମୁଖ ମଣ୍ଡଳ କୃଷ୍ଣ ବର୍ଣ୍ଣ । ମା’ ନାଲି ପାଟ ବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ ରୌପ୍ୟ ଅଳଙ୍କାରରେ…

ଏକା ଥିବା ବେଳେ ଭୁଲରେ ବି ଦେଖନ୍ତୁ ନାହିଁ ଏହି ଚଳଚ୍ଚିତ୍ର

ନୂଆଦିଲ୍ଲୀ: ଫିଲ୍ମ ଦେଖିବା ପ୍ରାୟ ସମସ୍ତଙ୍କ ପସନ୍ଦ l କିନ୍ତୁ ଫିଲ୍ମ କୁ ନେଇ ସମସ୍ତଙ୍କ ରୁଚି ଅଲଗା ପ୍ରକାର l କିଏ କମେଡି ଫିଲ୍ମ ଦେଖିବାକୁ ପସନ୍ଦ କରେ ତ କିଏ ଆକ୍ସନ ଫିଲ୍ମ l ସେହିପରି କେତେକ ଲୋକଙ୍କୁ ହରର ଫିଲ୍ମ ଦେଖିବାକୁ ଭଲ ଲାଗେ l ସେଥିମଧ୍ୟ କେତେକ ଲୋକ ଅଛନ୍ତି ଯେଉଁମାନେ ହରର…

କାର୍ତ୍ତିକରେ ପରିବା ବଜାରରେ ନିଆଁ! ଆକାଶ ଛୁଆଁ ଦର

ଭୁବନେଶ୍ବର: ଧର୍ମ ମାସ କାର୍ତ୍ତିକର ଅଧା ଦିନ ବିତିଗଲାଣି ହେଲେ ଏବେବି ବଜାରରେ ଚଢା ଦରରେ ମିଳୁଛି ପନିପରିବା । ପ୍ରାୟ ଅଧିକାଂଶ ପରିବାରେ ତ ହାତ ମାରିବାକୁ ଡରୁଛନ୍ତି ଗ୍ରାହକ । ବଜାରରେ ଏବେ ପ୍ରାୟ ସବୁ ପରିବା ଦର ୬୦ ଉପରେ ରହିଛି । ଯାହାଦ୍ବାରା ରୋଷେଇଘରେ ସବୁଜ ପନିପରିବା ପାଇବା ଏବେ…

କାନାଡାରେ ଅସୁରକ୍ଷିତ ଭାରତୀୟ: ହିନ୍ଦୁ ମନ୍ଦିର ଓ ଭକ୍ତଙ୍କୁ ଖଲିସ୍ତାନୀଙ୍କ ଆକ୍ରମଣ

ନୂଆଦିଲ୍ଲୀ: କାନାଡାରେ ପୁଣି ହିନ୍ଦୁ ମନ୍ଦିରକୁ ଖଲିସ୍ତାନୀଙ୍କ ଆକ୍ରମଣ। ବ୍ରାମ୍ପଟନ ଓ ସରେରେ ହିନ୍ଦୁ ସଭା ମନ୍ଦିର ଉପରେ ହମଲା କଲେ ଖଲିସ୍ତାନ ସମର୍ଥକ। ଏଠାରେ ଏକ ହିନ୍ଦୁ ମନ୍ଦିର ଏବଂ ସେଠାରେ ଉପସ୍ଥିତ ଭକ୍ତମାନଙ୍କୁ ଆଟାକ୍ କରିଛନ୍ତି ଖଲିସ୍ତାନୀ। ହିନ୍ଦୁ ଫୋରମ୍ କାନାଡା ଏହି ଘଟଣାର…